Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାତୀୟ ରାଜପଥ ଉପରେ ଅଜଣା ଶବ
ବୌଦ୍ଧ,୩୦/୧୦ - ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ଚାରିଛକ ନିକଟ ସିଙ୍ଗାଡିବିଡା ଗାଆଁ ପାଖରେ ଏକ ଅଜଣା ଶବ ରାସ୍ତା ଉପରେ ପଡିଥିବା ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି l ପ୍ରତ୍ୟକ୍ଷଦର୍ଶିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ୟାଣ୍ଟ୍ ଓ ସ୍ବେଟର୍!-->…
Read More...
Read More...
ଦୋକାନ ଭାଙ୍ଗି ରୂପା, ମୋବାଇଲ ଓ ଟଙ୍କା ଲୁଟ, ପୋଲିସର ତଦନ୍ତ ଆରମ୍ଭ
ଦାରିଙ୍ଗବାଡ଼ି,୩୦/୧୦: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଂଚଳ ବ୍ରାହ୍ମଣୀଗାଁ ବଜାର ସ୍ଥିତ ୫ଟି ଦୋକାନ ଗୃହର ତାଲାଭାଙ୍ଗି ବୁଧବାର ରାତିରେ ଲୁଟ ହୋଇଥିବା ନେଇ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ବ୍ରାହ୍ମଣୀଗାଁ!-->!-->!-->…
Read More...
Read More...
ହରଭଙ୍ଗା : ବାରହା ଉଜାଡିଲେ ଧାନଫସଲ, ଚାଷୀ ହତାଶ
ହରଭଙ୍ଗା: ଚଳିତ ବନ୍ୟାରେ ହରଭଙ୍ଗା ପଞ୍ଚାୟତରେ ବ୍ୟାପକ ଧାନଫସଲ କ୍ଷତି ହୋଇଥିଲା । ଏଥିରେ ଚାଷୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ । ଯାହା ବାକି ଫସଲ ବଞ୍ଚିଥିଲା ଏବେ ହରଭଙ୍ଗା ପଞ୍ଚାୟତର, ସମ୍ବଲପୁର ଗ୍ରାମରେ ବାରହା ଉପଦ୍ରବ ଯୋଗୁଁ ଚାଷୀଙ୍କର ପାଚିଲା ଧାନଗଛ କ୍ଷତିଗ୍ରସ୍ତ ହୋଇଛି!-->…
Read More...
Read More...
ବିନା ଭକ୍ତ ରେ ବିଦାୟ ନେଲେ ମାଁ
ସୋନପୁର,୨୯/୧୦ : ବିନା ବାଜା ବିନା ରୋଷଣୀ ରେ ଗତ କାଲି ବିଦାୟ ନେଇଛନ୍ତି ମାଁ ମହାମାୟା । କରୋନା ଏବର୍ଷ ସମସ୍ତ ସରାଗ ଛଡାଇ ନେଇଛି। କଟକଣା ଯୋଗୁଁ ସହରର ସମସ୍ତ ପୂଜା ପେଣ୍ଡାଲ୍ ରେ ଖାଁ ଖାଁ ପରିବେଶ ଅନୁଭୂତ ହୋଇଥିଲା। କେବଳ ପୂଜାପାଠ ଓ ବିଭିନ୍ନ ନିତିକାନ୍ତି ବ୍ୟତୀତ ଅନ୍ୟ ସବୁ!-->…
Read More...
Read More...
ନଳକୂଅ ମରାମତି ଦାବି
ବୌଦ୍ଧ,୨୯/୧୦ - ବୌଦ୍ଧ ବ୍ଲକ୍ ଗୋଛାପଡା ଗ୍ରାମ ପଂଚାୟତ ବରାହପଥର ଗ୍ରାମରେ ଥିବା ନଳକୂପ ଦୀର୍ଘ ୭ ମାସ ଧରି ଖରାପ ହୋଇ ପଡିଥିବାରୁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୫ ବର୍ଷ ତଳେ ବରାହପଥର ଗ୍ରାମରେ ଉକ୍ତ!-->…
Read More...
Read More...
ପ୍ରାକ୍ତନ ବିଇଓ ସନାତନ ଗାଆଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବୌଦ୍ଧ,୨୯/୧୦ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୂର୍ବତନ ବିଇଓ ସନାତନ ଗାଆଣଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଗିରାସିଙ୍ଗାସ୍ଥିତ ଜଗନ୍ନାଥ ବନପ୍ରକଳ୍ପ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ସରସରା, ତାଳବାହାଲ, ରାଧାନଗର, ବୀରନରସିଂହପୁର କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ!-->…
Read More...
Read More...
ବିପଦପୂର୍ଣ୍ଣ ଡ୍ରେନ, ଏନ.ଏଚ. ବିଭାଗର ଦୃଷ୍ଟି ପଡୁ !
ବୌଦ୍ଧ,୨୯/୧୦ - ବୌଦ୍ଧ ସହର ଏନ.ଏ.ସି. ଛକ ଠାରୁ ରାଜନ୍ପାଲି ଛକ ଦେଇ ଜାମୁଛକ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ କାମ ବର୍ଷ ବର୍ଷ ଧରି ଚାଲିଛି । ରାସ୍ତା ପାର୍ଶ୍ୱରେ ନିର୍ମାଣ ହୋଇଥିବା ଡ୍ରେନ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି । କୋଉଠି ଡ୍ରେନ ଉପରେ ପ୍ଲେଟ୍ ପଡିଛି ତ କୋଉଠି!-->…
Read More...
Read More...
ସମସ୍ୟା ସମାଧାନ ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ
ସମ୍ବଲପୁର,ମହାନଗର ନିଗମରେ କାର୍ଯ୍ଯରତ ସଫେଇ କର୍ମୀଙ୍କ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଦିଗରେ ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ରହିଛି । ଏଣୁ ସେମାନେ ତାଙ୍କର ସମସ୍ୟା ଗୁଡିକର ସମାଧାନ ଦାବି ରେ ଆନ୍ଦୋଳନ କରିଥିଲେ । ସମ୍ବଲପୁର ମହା ନଗର ନିଗମ ସଫେଇ କର୍ମଚାରୀ ୟୁନିୟନ୍!-->…
Read More...
Read More...
ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଯଥେଷ୍ଟ ଉନ୍ନତି: ଆଜି ନୂଆ ୨୨ଜଣ କରୋନା ପଜିଟିଭ ଚିହ୍ନଟ
ସମ୍ବଲପୁର,ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତି ଯଥେଷ୍ଟ ଉନ୍ନତି ଦେଖାଯାଉଛି । ସମଗ୍ର ଜିଲ୍ଲା ରେ କିଛି କିଛି ସ୍ଥାନ ରେ କେଭେ କେମିତି ଗୋଟିଏ ଦୁଇଟି ନୂଆ ପଜିଟିଭ ଚିହ୍ନଟ ହେଉଥିଲେ ମଧ୍ୟ ସୁସ୍ଥତାହାର ଯଥେଷ୍ଟ ବଢି ଆଜି ପ୍ରାୟ ୯୫ପ୍ରତିଶତ ହୋଇଛି । ବାକି ରହିଥିବା ୫ ପ୍ରତିଶତ ମଧ୍ୟରୁ!-->…
Read More...
Read More...
ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ଜନ୍ମଦିନରେ ବିଜେଡି କର୍ମୀଙ୍କ ରକ୍ତଦାନ
ସମ୍ବଲପୁର,ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଲର ସାଧାରଣ ସମ୍ପାଦିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମଦିନକୁ ଦଳୀୟକର୍ମୀ ଓ କର୍ମକର୍ତ୍ତାଗଣ ଦୀପ ପ୍ରଜ୍ବଳନ, ରକ୍ତଦାନ, ଫଳ ବଣ୍ଟନ କରି ପାଳନ କରିଛନ୍ତି | ଏହି ଅବସରରେ ସ୍ଥାନୀୟ ଶାନ୍ତିନଗର ସ୍ଥିତ ବିଜୁ ଜନତା ଦଲ!-->…
Read More...
Read More...