Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଗଣଅନଶନ ପ୍ରତ୍ୟାହାର
ବୌଦ୍ଧ,୨୭/୧୧: ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ପେଥାଇ ଯୋଗୁଁ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପାଇଁ ୨.୪୨ କୋଟି ଟଙ୍କାର ସହାୟତା ରାଶି ମଞ୍ଜୁର ହୋଇଥିଲା । ଧଳପୁର ଆରଆଇ ସର୍କଲ ଚାଷୀଙ୍କ ପାଇଁ ୩୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ତାହା ବ୍ୟାଙ୍କରେ ଗଚ୍ଛିତ ରହିଛି!-->…
Read More...
Read More...
ସମ୍ବଲପୁରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦର୍ଶନ
ସମ୍ବଲପୁର,୨୭/୧୧- ଗତ ରାତି ୨ଟା ସମୟରରେ ସ୍ଥାନୀୟ ଝାଡୁଆପଡା ସ୍ଥିତ ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିରରେ ମହାପ୍ରଭୁଙ୍କ ମଇଲମ, ତଡ଼ପ ଲାଗି ଓ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା । ଯେଉଁ ବର୍ଷ କାର୍ତ୍ତିକ ପଂଚୁକ ୬ ଦିନ ହୋଇଥାଏ ସେ ବର୍ଷ ମଳ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ!-->…
Read More...
Read More...
ବୌଦ୍ଧରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ
ବୌଦ୍ଧ,୨୭/୧୧: କୋଭିଡ କଟକଣା ମଧ୍ୟରେ ବୌଦ୍ଧରେ ଶ୍ରୀଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଗତକାଲି ରାତିରୁ ସମସ୍ତ ବିଧିବ୍ୟବସ୍ଥା କରାଯାଇଥିଲା । ଆଜି ପ୍ରାତଃ ସମୟରୁ ତିନିଠାକୁର ଶ୍ରୀବଳଭଦ୍ର, ମା ସୁଭଦ୍ରା, ବଡଠାକୁର!-->…
Read More...
Read More...
ଗଜପତି ଜିଲ୍ଲାରେ ପ୍ରଥମ, ଶିକ୍ଷକଙ୍କୁ ମିଳିଲା ଆଗୁଆ ପେନସନ
ପାରଳାଖେମୁଣ୍ଡି,୨୭/୧୧- ଚଳିତମାସ ୩୦ ତାରିଖରେ ମହାରାଜାଙ୍କ ବାଳକ ଉଚ୍ଚ଼ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାମନାଥ ପଣ୍ଡା ଅବସର ଗ୍ରହଣ କରିବେ । ଅବସର ପୂର୍ବରୁ ଉକ୍ତ ଶିକ୍ଷକଙ୍କୁ ଫାଇନାଲ ପେନସନ ପତ୍ର କରାଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଫାଇନାଲ!-->…
Read More...
Read More...
ବନ ବିଭାଗ ପକ୍ଷରୁ ବେଆଇନ କରତକଳ ଉପରେ କାର୍ଯ୍ୟାନୁଷ୍ଠାନ ଚଢ଼ାଉରେ କରତକଳ ସହିତ ଲକ୍ଷାଧିକ ଟଙ୍କାର କାଠ ଜବତ
ସମ୍ବଲପୁର,୨୭/୧୧- ନଗର ମଝିରେ ବେଆଇନ କରତକଳ ଗୁଡିକ ଚାଲୁ ରହିଛି ଓ ସେମାନଙ୍କ ଉପରେ ବାରମ୍ବାର ଚଢ଼ାଉ ସହିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଉନାହିଁ । ଏପରିକି ଗତ ଡିସେମ୍ବର ମାସରୁ ଏପର୍ଯ୍ୟନ୍ତ ସ୍ଥାନୀୟ ଫାର୍ମରୋଡ଼, ଚେରୁଆପଡା ଓ କମଲିବଜାର!-->…
Read More...
Read More...
ଉଜୁଡି ଯାଉଛି ଗ୍ରାମ୍ୟ ଜଙ୍ଗଲ, ବନ ସୁରକ୍ଷା ପାଇଁ ଦାବି !
ବୌଦ୍ଧ,୨୭/୧୧ - ବୌଦ୍ଧବ୍ଲକ୍ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଶଗଡା ଗ୍ରାମ ପଞ୍ଚାୟତ ଶରଧାପାଲି ଗ୍ରାମ ଜଙ୍ଗଲ ଦିନକୁଦିନ କ୍ଷୟ ହେଉଥିବା ବେଳେ ବନ ବିଭାଗ ନିଦାବିଷ୍ଣୁ ପାଲଟିଛି । ପ୍ରାୟ ୩୦ ବର୍ଷ ହେଲା ଗ୍ରାମବାସୀ ଉକ୍ତ ଜଙ୍ଗଲକୁ ସୁରକ୍ଷା ଦେଇଥିଲେ । ବହୁ ମୂଲ୍ୟବାନ୍ ଗଛ ଯଥା ଶାଳ,!-->…
Read More...
Read More...
୪ ବର୍ଷ ପରେବି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ବି.ଏସ.ଏନ. ଏଲ. ଟାୱାର
ବୌଦ୍ଧ,୨୭/୧୧ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ଗ୍ରାମ ଠାରେ ଚାରିବର୍ଷ ହେଲା ଉପାନ୍ତ ଅଞ୍ଚଳରେ ସଞ୍ଚାର ବ୍ୟବସ୍ଥା ଯୋଗାଇ ଦେବାପାଇଁ ଗୋଟିଏ ବି.ଏସ.ଏନ.ଏଲ. ଟାୱାର ସ୍ଥାପନ କରାଯାଇଥିଲା । ଇତିମଧ୍ୟରେ ୪ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ଟାୱାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ!-->…
Read More...
Read More...
ଜବରଦଖଲରେ ଯାତ୍ରୀ ବିଶ୍ରାମଗାର
ବୌଦ୍ଧ/ଜହ୍ନାପଙ୍କ,୨୬/୧୧ - ବୌଦ୍ଧ ବଲାଙ୍ଗିର ଜାତୀୟ ରାଜପଥ 57 ର ସାହାଜପାଲ ରାସ୍ତା କଡରେ ଥିବା ଯାତ୍ରୀ ବିଶ୍ରାମଗାର ଜବରଦଖଲ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 2018 ମସିହାରେ ପଞ୍ଚାୟତ ପକ୍ଷରୁ ଏଠାରେ ଦୀର୍ଘ 10 ବର୍ଷ ତଳେ ନିର୍ମାଣ କରାଯାଇଥିବା!-->…
Read More...
Read More...
ଯାତ୍ରୀ ବିଶ୍ରାମାଗାର ପୁନଃରୁଦ୍ଧାର ଦାବି
ବୌଦ୍ଧ/ଜହ୍ନାପଙ୍କ ,୨୬/୨୧- ବୌଦ୍ଧ ବଲାଙ୍ଗିର ଜାତୀୟ ରାଜପଥ 57 ର ସାହାଜପାଲ ରାସ୍ତା କଡରେ ଥିବା ଯାତ୍ରୀ ବିଶ୍ରାମଗାର ଜବରଦଖଲ ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 2018 ମସିହାରେ ପଞ୍ଚାୟତ ପକ୍ଷରୁ ଏଠାରେ ଦୀର୍ଘ 10 ବର୍ଷ ତଳେ ନିର୍ମାଣ କରାଯାଇଥିବା!-->…
Read More...
Read More...
ବିଡ଼ିଓଙ୍କ ବଦଳି ଦାବିରେ ୨୩ଦିନରେ ପହଞ୍ଚିଲା ଜନପ୍ରତିନିଧିଙ୍କ ଧାରଣା ପ୍ରଶାସନର ନିଘା ନାହିଁ କାର୍ଯ୍ୟାଳୟର ମୁଖ୍ୟ…
ବାଲିଗୁଡ଼ା,୨୬/୧୧ : ଯୋର୍ ଧରିଲା ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବରଙ୍କ ବଦଳି ଦାବୀ । ବିଡ଼ିଓଙ୍କ ବଦଳି ଦାବିରେ ଗତ ୩ ତାରିଖରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଜନ ପ୍ରତିନିଧି । ଆଜକୁ ୨୩ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି!-->…
Read More...
Read More...