ଯାତ୍ରୀ ବିଶ୍ରାମାଗାର ପୁନଃରୁଦ୍ଧାର ଦାବି

0 59

ବୌଦ୍ଧ/ଜହ୍ନାପଙ୍କ ,୨୬/୨୧- ବୌଦ୍ଧ ବଲାଙ୍ଗିର ଜାତୀୟ ରାଜପଥ 57 ର ସାହାଜପାଲ ରାସ୍ତା କଡରେ ଥିବା ଯାତ୍ରୀ ବିଶ୍ରାମଗାର ଜବରଦଖଲ ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 2018 ମସିହାରେ ପଞ୍ଚାୟତ ପକ୍ଷରୁ ଏଠାରେ ଦୀର୍ଘ 10 ବର୍ଷ ତଳେ ନିର୍ମାଣ କରାଯାଇଥିବା ଅସମ୍ପୂର୍ଣ୍ଣ ଯାତ୍ରୀ ବିଶ୍ରାମଗାର କୁ ସମ୍ପୂର୍ଣ୍ଣ କରାଯାଇଥିଲା।କିନ୍ତୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ଜବରଦଖଲ କରି ଦୋକାନ ଖୋଲି ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

hiranchal ad1
Leave A Reply

Your email address will not be published.

one + seven =