Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ
ପୁରୀ:ପିପିଲି ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ । ସଭା ମଝିରେ ବରିଷ୍ଠ ସେବାୟତଙ୍କୁ ପିଟିଲେ ଅଣ ସେବାୟକ । ସାକ୍ଷୀଗୋପାଳ ଠାକୁରଙ୍କ ବରିଷ୍ଠ ସେବାୟତ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ୨ ଜଣ ଅଣ ସେବାୟତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେମାନେ ହେଲେ!-->…
Read More...
Read More...
ହରଭଙ୍ଗା ଥାନା ପକ୍ଷରୁ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ
ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପକ୍ଷରୁ ଉପାନ୍ତ ଅଂଚଳରେ ଫ୍ଲାଗମାର୍ଚ୍ଚ କାର୍ଯ୍ୟକ୍ରମ ମଙ୍ଗଳବାର କରାଯାଇଛି । ବ୍ଲକର ଉପାନ୍ତ ଅଂଚଳ ସାତଖଣ୍ଡ, ହିଞ୍ଜଳ, କୁଟିବାରୀ, ଜାବର, ମହାଲିକପଡା ସହିତ ଶଙ୍କୁଲେଇ, ଛତରଙ୍ଗ, ଶଙ୍କରଡା, ବୁଲୁରା ଓ ମଲିକପଡା ଆଦି ବିଭିନ୍ନ ଗ୍ରାମରେ ହରଭଙ୍ଗା!-->…
Read More...
Read More...
ପ୍ରେମ ସମ୍ପର୍କକୁ ନେଇ ଫୁଟିଲା ଗୁଳି, ୪ଜଣଙ୍କୁ ମାହାଙ୍ଗା ପୋଲିସ କଲା ଗିରଫ
ମାହାଙ୍ଗା : ପ୍ରେମର ରାସ୍ତାରେ ପ୍ରେମିକାର ଭାଇ ସାଜିଥିଲା କଣ୍ଟା । ରାସ୍ତାରୁ ହଟାଇବାକୁ ପ୍ରେମିକ ରଚିଥିଲା ବଡ଼ ଷଡ଼ଯନ୍ତ୍ର । ୨ଲକ୍ଷ ଟଙ୍କା ରେ ଜୀବନରୁ ମାରିବାକୁ ଦିଆଯାଇଥିଲା ସୂପାରି । ବନ୍ଧୁକ କିଣାଯାଇ ସୂପାରୀ କିଲରଙ୍କ ମାଧ୍ୟମରେ ପ୍ରେମିକା ଭାଇ ଉପରେ ହୋଇଥିଲା ଗୁଳି ମାଡ଼!-->…
Read More...
Read More...
ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା
ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା । ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ୱକର୍ମା, ଭୋଇ, କରତି ଓ କମାର ସେବାୟତ । ତିନି ରଥର ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ଏବେ ତୁମ୍ବ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବରୁ!-->…
Read More...
Read More...
ନଳକୂପରୁ ବାହାରୁଛି ମଇଳା ପାଣି ; ରେଢାଖୋଲ କଂଗ୍ରେସ ପ୍ରାର୍ଥୀଙ୍କୁ ଗୁହାରି କଲେ ଗ୍ରାମବାସୀ
ରେଢାଖୋଲ : ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ନାକଟିଦେଉଳ ବ୍ଲକ ସାଲେଭଟା ପାଞ୍ଚୟତର ପଲସବୁରି ନିମତିବୋଶାଇ ଗ୍ରାମରେ ଲୋକମାନଙ୍କର ପାନୀୟ ଜଳ ସଙ୍କଟ ଦୂର କରିବାରେ ବିଜେଡିର ନବୀନ ସରକାର ସମ୍ପୂର୍ଣ୍ଣ ଅସମର୍ଥ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏହି ଗ୍ରାମରେ ପାନୀୟ ଜଳର ସୁବିଧା ନଥିବା!-->…
Read More...
Read More...
ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ମାରାଥନ ପ୍ରଚାର
ରେଢାଖୋଲ : ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ପ୍ରଚାର ମୈଦାନ ସେତିକି ସରଗରମ ହେଉଛି । ଏହି କ୍ରମରେ ସମ୍ବଲପୁର ଲୋକସଭା ଆସନ ଅଧିନ ଚର୍ଚ୍ଚିତ ରେଢାଖୋଲ ବିଧାନସଭା ଆସନକୁ ହାତେଇବା ପାଇଁ ତିନି ପ୍ରମୁଖ ଦଳଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଏଥିରେ ବିଜେଡି ପ୍ରାର୍ଥୀ!-->…
Read More...
Read More...
ଆଜି ପବିତ୍ର ଅକ୍ଷୟ ତୃତୀୟା ,ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ହେବ ଅନୁକୂଳ
ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତ ମାନେ!-->…
Read More...
Read More...
ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି
ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ନଂ-୧ ଘୋଷଣା କରିବା ସୌଭାଗ୍ୟର କଥା। ଗତ ୨୪ ବର୍ଷରେ ବିଜେଡି ସରକାର!-->…
Read More...
Read More...
ବିଜେପି ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିକଟକୁ ଯିବ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ
ପୁରୀ : ଶ୍ରୀକ୍ଷେତ୍ରରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ ଯିବ ବିଜେପି ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିକଟକୁ ।ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗାମୀ ନିର୍ବାଚନରେ ଜିତିବାକୁ ଜୋରଦାର ଲଢେଇ ହେବ। ଏହି ଲକ୍ଷ୍ୟ ବେଶ ପୁରୀରୁ ଆରମ୍ଭ ହୋଇଚି ବିଜୟ ଅଭିଯାନ!-->…
Read More...
Read More...
ମହୁଲ ଫୁଲ ସହ ପିକଅପ ଜବତ, ୨ ଗିରଫ
ରେଢ଼ାଖୋଲ: ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇ ବାରବାଙ୍କ ଗ୍ରାମରୁ ଏକ ମହୁଲ ଫୁଲ ବୋଝେଇ ପିକଅପ ଗାଡିକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି ।୯ କ୍ୟୁଣ୍ଟାଲ ମହୁଲ ଫୁଲ, ନଗଦ ଦଶ ହଜାର ଟଙ୍କା ସହ ଓଡି୧୯ଏସ୍୦୧୧୫ ନମ୍ବର ଗାଡି!-->…
Read More...
Read More...