Browsing Category

ରାଜ୍ୟ

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଓ ମା ବେଲ ଦେବୀ ଯୁବକ ସଂଘର ରକ୍ତଦାନ ଶିବିର

ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଓ ମା ବେଲ ଦେବୀ ଯୁବକ ସଂଘ ର ମିଳିତ ଆୟୋଜନ ରେ କମିଶନରେଟ ପୋଲିସ ସହଭାଗିତାରେ ଅଢାଳିଆ,ଫୁଲନଖରା କଟକ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର କୁ ଅଢାଳିଆ ଗ୍ରାମ୍ୟ କମିଟି ର ସଭାପତି ବନମାଳୀ ବେହେରା, ସମ୍ପାଦକ ପତିତପାବନ ସେଠୀ,
Read More...

ବୌଦ୍ଧ: ଆଜି ଚିହ୍ନଟ ହେଲେ ୩୭ କରୋନା ପଜିଟିଭ

ବୌଦ୍ଧ,୧୧/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୪ ଜଣ, ହରଭଙ୍ଗା ବ୍ଲକ୍‌
Read More...

ଦୈନିକ ସଂକ୍ରମଣହାରରେ ସାମାନ୍ୟ ହ୍ରାସରୁ କିଛି ଆଶ୍ୱସ୍ତି: ଆଜି ପୁଣି ନୂଆ ୮୪ ପଜିଟିଭ ଚିହ୍ନଟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ ଅବ୍ୟାହତ ରହିଛି, ହେଲେ ଦୈନିକ ସଂକ୍ରମଣହାର ସାମାନ୍ୟ ହ୍ରାସ ପାଇ ଥିବାରୁ ଲୋକେ କିଛି ଆଶ୍ୱସ୍ତ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ
Read More...

ଗଜପତିରେ ପୁଣି ୧୦ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୧/୧୦- ଗଜପତିରେ ପୁଣି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ଜଣେ, ନୂଆଗଡ ବ୍ଳକରୁ ଜଣେ,ପାରଳା ପୌର ପରିଷଦରୁ ୬ ଜଣ, ଗୁମ୍ମା ବ୍ଳକରୁ ଜଣେ, ଆର ଉଦୟଗିରି ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା
Read More...

୬୧ ୟୁନିଟ ରକ୍ତ ସଂଗ୍ରହ କଲା ସନଣ୍ଡେ ଗ୍ରୁପ

ସମ୍ବଲପୁର: ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ "ସନଣ୍ଡେ ଗ୍ରୁପ'ର ୧୪ତମ ସ୍ୱନକ୍ଷତ୍ର ଦିବସରେ ଆୟୋଜିତ ରକ୍ତଦାନ ଶିବିରରେ ୬୧ୟୁନିଟ ରକ୍ତ ସପ୍ସଗ୍ରହିତ କରାଯାଇଛି । ବର୍ତ୍ତମାନ ସବୁଆଡେ କରୋନା ରୋଗୀଙ୍କ ଚିକିତ୍ସା ବିଷୟରେ ଚର୍ଚ୍ଚା ହେଉଛି ଓ ଏଥିପାଇଁ ଅଧିକାଂଶ ସ୍ଥିତିରେ ରୋଗୀକୁ ରକ୍ତ
Read More...

ରାଜ୍ୟରେ ପୁଣି ୨୫୪୬ କରୋନା ପଜିଟିଭ ଚିହ୍ନଟ, ୧୬ମୃତ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୫୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୨୨୩୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍
Read More...

ପୂର୍ବତନ ସରପଞ୍ଚ ତଥା ଦୁର୍ଗାପୂଜା କମିଟି ସଭ୍ୟଙ୍କ ଦେହାନ୍ତ

ଚଣ୍ଡିଖୋଲ:-ବଡଚଣା ବ୍ଳକ ସୁଙ୍ଗୁଡା ପଂଚୟାତର ପୂର୍ବତନ ସରପଂଚ ତଥା ଚଣ୍ଡିଖୋଲ ସାର୍ବଜନୀନନ ଦୁର୍ଗାପୂାଜା କମିଟିର ସକ୍ରିୟ ସଭ୍ୟ ଅନିରୁଦ୍ଧ ରାଉତ(୫୮)ଙ୍କର ଆଜି କଟକ ଅଶ୍ୱିନୀ ହସ୍ପଟିଲାରେ ପରଲୋକ ହୋଇଯାଇଛି । ଗତ କିଛିଦିନ ତ ଳେ ସ୍ୱର୍ଗତ ରାଉତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ
Read More...

ଭୁତ କୋଠି ସାଜିଛି ବରଗାଁ ଏ. ଏନ. ଏମ. ସେଣ୍ଟର

ବୌଦ୍ଧ,୧୧/୧୦ - କଣ୍ଟାମାଳ ବ୍ଲକ୍ ବରଗାଁ ଠାରେ ଥିବା ସ୍ୱାସ୍ଥ୍ୟ ବିଭାଗର ଏ.ଏନ. ଏମ. କେନ୍ଦ୍ରର ଅବସ୍ଥା ପ୍ରତି ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୁଏ | ଏ.ଏନ.ଏମ. କେନ୍ଦ୍ରର ସ୍ଥାୟୀ ଗୃହ ସରକାର ନିର୍ମାଣ କରିଥିଲେ ମଧ୍ୟ ଏଠାରେ ନିଯୁକ୍ତ କର୍ମଚାରୀ କେବେ ରହୁନଥିବା ଯୋଗୁଁ କେନ୍ଦ୍ର
Read More...

କାମ ସରିବାର କିଛି ମାସ ପରେ ରାସ୍ତା ହେଲାଣି ଶୋଚନୀୟ

ବୌଦ୍ଧ,୧୧/୧୦ - ରାସ୍ତା ବାଟର ଉନ୍ନତ୍ତି କରଣ କାର୍ଯ୍ୟ ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯନ୍ତ୍ରୀ ଓ ଠିକାଦାର ମାନେ ମିଳିମିଶି ଯୋଜନାକୁ କିଭଳି ବାଟବଣା କରୁଛନ୍ତି ତାହା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ୍ ବlଉଁଶୁଣି ଗ୍ରାମ ପଂଚାୟତର ଛେଳିବାହାଲ୍
Read More...

ମହାନଦୀ ବ୍ରିଜ ଉପରେ ଦୁଇଟି ପୃଥକ୍ ଦୁର୍ଘଟଣାରେ 3 ଆହତ

ବୌଦ୍ଧ,୧୦/୧୦- ଆଜି ରାତି 8 ଘଣ୍ଟା ସମୟରେ ବୌଦ୍ଧ ମହାନଦୀ ବ୍ରିଜ ଉପରେ ଖରାପ ହୋଇ ରହିଥିବା ଗୋଟିଏ ଟ୍ରକ୍ ସହ ଦୁଇଟି ପୃଥକ୍ ଦୁର୍ଘଟଣା ଘଟି 3 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଗୋଟିଏ ଟ୍ରକ୍ ଖରାପ ହୋଇ ବୌଦ୍ଧ କିଆକଟା ମହାନଦୀ ବ୍ରିଜ ଉପରେ ଅଟକି
Read More...