Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ବଲପୁରରେ ଆଜି ନୂଆ ୩୦ ପଜିଟିଭ ଚିହ୍ନଟ, ସ୍ଥିତି ନିୟନ୍ତ୍ରଣରେ ରହିଛି ମୋଟ ୩୦୦ ଜଣ ସକ୍ରିୟ ରହିଛନ୍ତି
ସମ୍ବଲପୁର,୫/୧୧- ସମଗ୍ର ସମ୍ବଲପୁର ଜିଲ୍ଲାରେ ବିଗତ ଦୁଇ ସପ୍ତାହ ହେଲା ଦୈନିକ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୫୦ ଭିତରେ ସୀମିତ ରହିବାସହ ଆଜି ୩୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯଦିଓ ରାଜ୍ୟସ୍ତରରେ ଏହା ୧୩୮୫ ରହିଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ସମୁଦାୟ ଚିହ୍ନଟଙ୍କ ସଂଖ୍ୟା!-->…
Read More...
Read More...
ବୌଦ୍ଧ: ଦୁର୍ଗା ମଣ୍ଡପର ଦାନବାକ୍ସରୁ ଚୋରୀ
ବୌଦ୍ଧ,୫/୧୧ - ଗତ ରାତିରେ ବୌଦ୍ଧସହର ମାଳିସାହି ଠାରେ ଥିବା ମା ଦୁର୍ଗାଦେବୀଙ୍କ ମଣ୍ଡପର ଦାନ ବାକ୍ସ ଭାଙ୍ଗି କେହି ଦୁର୍ବୁତ୍ତ ଲୁଟି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମାଳିସାହି ଦୁର୍ଗା ମଣ୍ଡପର ଗେଟରେ ପଡିଥିବା ତାଲାକୁ ଭାଙ୍ଗି ଭିତରେ ପଶି ଦାନ ବାକ୍ସରେ ପଡିଥିବା!-->…
Read More...
Read More...
ଝାରସୁଗୁଡାର ୨୭ଟି ଗ୍ରାମରେ ବେଦାନ୍ତ ତରଫରୁ ହସ୍ତ ପ୍ରକ୍ଷାଳନ ଏବଂ ହସ୍ତ-ସ୍ୱଚ୍ଛତା ଅଭିଯାନ
ଝାରସୁଗୁଡା, ଓଡିଶା: ୦୪ ନଭେମ୍ବର ୨୦୨୦: ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ତରଫରୁ ଝାରସୁଗୁଡାର ପରିପାର୍ଶ୍ଵିକ ୨୭ଟି ଗ୍ରାମରେ ହସ୍ତ ପ୍ରକ୍ଷାଳନ ଏବଂ ସ୍ୱଚ୍ଛତା ନେଇ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି I ଝାରସୁଗୁଡା ସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ!-->…
Read More...
Read More...
ବୌଦ୍ଧ: ଆଜି ପୁଣି ନୂତନ ୪ ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୫/୧୧ - ଆଜି ପୁଣି ନୂତନ ଭାବରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ବୌଦ୍ଧ ଜିଲ୍ଲାରେ ୨୬୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁଣି ନୂତନ ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ କରୋନା!-->…
Read More...
Read More...
ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୫/୧୧- ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୧ଜଣ, ଗୋଶାଣି ବ୍ଲକ୨ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କ୍ୟାୟରକୁ!-->…
Read More...
Read More...
ନେହୁରୁ ଯୁବ କେନ୍ଦ୍ର ବାର୍ଷିକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ
ପାରଳାଖେମୁଣ୍ଡି,୫/୧୧- କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜିଲ୍ଲା ନେହରୁ ଯୁବକେନ୍ଦ୍ରର କାର୍ଯ୍ୟକ୍ରମ ସମୀକ୍ଷା ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ କୁମାର ଚୌଧୁରୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ!-->…
Read More...
Read More...
ରାଜ୍ୟରେ ପୁଣି ୧୩୮୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ମୃତ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଗତ ଦୁର୍ଗାପୂଜାଠାରୁ ଧିରେ ଧିରେ କମୁଥିଲେ ମଧ୍ୟ ହଜାର ତଳକୁ ଖସୁନାହିଁ । ପ୍ରତ୍ୟେକ ଦିନ ହଜାରେ ଉପରକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ପୁଣି ୧୩୮୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୯୮ଜଣ!-->…
Read More...
Read More...
ଘରେ ଶୋଇଥିବା ସମୟରେ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ଫୁଲବାଣୀ,୫/୧୧- ଫୁଲବାଣୀ ଟାଉନ୍ ଥାନା ଅନ୍ତର୍ଗତ ପିଅନପଡାର ୧୨ନଂ ୱାର୍ଡ, କାଳୀମନ୍ଦିର ନିକଟ ବନ୍ଦ ସାହିରେ ଗତ ବିଳମ୍ବିତ ରାତିରେ ଟିଟନ ବେହେରାଙ୍କ ଘର ଉପରେ ହୋଇଛି ବୋମାମାଡ । ପ୍ରାୟ ରାତି ୨ଟା୪୫ ରେ ୪ ଜଣ ଦୃବୁର୍ତ୍ତ ଦୁଇଟି ବାଇକ୍ରେ ଆସି ଟିଟନଙ୍କ ପରିବାର ଘରେ ଶୋଇଥିବା ସମୟରେ!-->…
Read More...
Read More...
ଇଲେକ୍ଟ୍ରି ପୋଲକୁ ଧକ୍କାଦେଲା ଅଟୋ, ୪ବର୍ଷର ଶିଶୁପୁତ୍ର ସମେତ ୫ ଆହତ
ଫୁଲବାଣୀ,୫/୧୧- କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ନିକଟ ପାଡାଙ୍ଗୀ ଗ୍ରାମର ଏକ ପରିବାର ଘୁ.ଉଦୟଗିରି ନିକଟ ତେଲିଙ୍ଗିଆ ଗ୍ରାମକୁ କୌଣସି ଏକ କାର୍ଯ୍ୟପାଇଁ ଗୋଟିଏ ଅଟୋରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଏକ ଇଲେକ୍ଟ୍ରି ପୋଲକୁ ଧକ୍କା!-->…
Read More...
Read More...
ଗଜପତିରେ ପୁଣି ୫ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୪/୧୧- ଗଜପତିରେ ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୩ ଜଣ, ନୂଆଗଡ଼ ବ୍ଳକରୁ ୨ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କେୟାରକୁ!-->…
Read More...
Read More...