Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜରାନିବାସକୁ ରେଡକ୍ରସ ପକ୍ଷରୁ ସହାୟତା
ସମ୍ବଲପୁର,୨୫/୧୧- କରୋନା ସଙ୍କଟକାଳରେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିମନ୍ତେ ହାତ ଧୋଇବା ପାଇଁ ବାଲଟୀ, ମଗ, ସାବୁନ,ବିଶୋଧନ ପାଇଁ ବ୍ଲିଚି°ପାଉଡର ସହିତ ଫିନାଇଲ ଆଦି ଦୈନନ୍ଦିନ ବ୍ଯବହାର ପାଇଁ କିଛି ଲୁଗାପଟା ଓ ମାସ୍କ ଆଦି ସହାୟତା ସାମଗ୍ରୀ ସହିତ ରେଡକ୍ରସ ରାଜ୍ୟ ମୁଖ୍ଯାଲୟ!-->…
Read More...
Read More...
ବୌଦ୍ଧ ଅବକାରୀ ବିଭାଗ ଦ୍ୱାରା ଆଜି ପୁଣି ଗଞ୍ଜେଇକ୍ଲିନ ଅଭିଯାନ ନଷ୍ଟ କରାଗଲା ୫୪ ଏକର ଜମିର ଗଞ୍ଜେଇଗଛ
ବୌଦ୍ଧ,୨୫/୧୧: ଆଜି ପୁଣି ଅବକାରୀ ବିଭାଗ ଓ ଅନ୍ୟାନ୍ୟ ବିଭାଗର ସହାୟତାରେ ନଷ୍ଟ ହେଲା ୫୪ ଏକର ବେଆଇନ୍ ଗଞ୍ଜେଇ ଗଛ । ବୌଦ୍ଧବ୍ଲକ ବ୍ରାହ୍ମଣପାଲି ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଜଙ୍ଗଲ ଜମିରେ ହୋଇଥିଲା ଗଞ୍ଜେଇ ଚାଷ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଆଡିସନାଲ୍ ପିସିସିଏଫ୍ ଅଭୟ ପାଠକ : ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ
ଭୁବନେଶ୍ୱର : ରାଜ୍ୟରେ ଜଣକ ପରେ ଜଣେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ସରକାରୀ ଅଫିସରମାନଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଘଟଣା ଦିନକୁ ଦିନ ବଢ଼ୁଛି । ଏହି କ୍ରମରେ ଆଉଜଣେ ବରିଷ୍ଠ ସରକାରୀ ଅଧିକାରୀ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ଆଇଏଫ୍ଏସ୍ ତଥା ଓଡ଼ିଶାରେ!-->…
Read More...
Read More...
ମୁକୁଳା ପଡିଛି ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ
ବୌଦ୍ଧ /ବାଉଁଶୁଣି- ୫ଟି ସଚିବ ବୌଦ୍ଧ ଗସ୍ତରେ ଆସିବା ପୂର୍ବରୁ ନିର୍ମାଣ କରାଯାଇଥିବା ବାଉଁଶୁଣୀ ମେଡିକାଲ ଗେଟ ଆଜିପର୍ଯ୍ୟନ୍ତ ମୁୁକୁଳା ହୋଇ ପଡିରହିଥିବା ଦେଖିବାକୁ ମିଳୁଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗେଟ ଅନେକ ଦିନ ହେବ ମୁକୁଳା ହୋଇ ପଡ଼ିରହିଥିଲେ ମଧ୍ୟ ବିଭାଗୀୟ କତ୍ତ୍ୃପକ୍ଷ!-->…
Read More...
Read More...
ବୈକୁଣ୍ଠପୁରରେ ବାବା କଇଁଫୁଲଙ୍କ ନାମ ସଂକୀର୍ତ୍ତନ
ବୌଦ୍ଧ,୨୫/୧୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ପଞ୍ଚାୟତ ବୈକୁଣ୍ଠପୁର ଗ୍ରାମରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କାର୍ତ୍ତିକ ଦଶମୀ ଅବସରରେ ଗ୍ରାମବାସୀଙ୍କ ଦ୍ୱାରା ପ୍ରସିଦ୍ଧ ଯୋଗୀ ବାବା କଇଁଫୁଲଙ୍କର ନାମଯଜ୍ଞ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଦଶଟି ବିଭିନ୍ନ ଗାଁର!-->…
Read More...
Read More...
ରାଷ୍ଟ୍ରୀୟ ହିନ୍ଦୁ ଶକ୍ତି ସଙ୍ଗଠନ ପକ୍ଷରୁ ହିନ୍ଦୁ ସମ୍ମିଳନୀ
ପାରଳାଖେମୁଣ୍ଡି,୨୫/୧୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଷ୍ଟ୍ରୀୟ ହିନ୍ଦୁ ଶକ୍ତି ସଙ୍ଗଠନ ଓଡ଼ିଶା ଶାଖା ତରଫରୁ ବୋଷ ଡେନ୍ସଷ୍ଟୁଡ଼ିଓ ଠାରେ ପ୍ରଥମ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ମାଲୁ ମୁଖ୍ୟଅତିଥି!-->…
Read More...
Read More...
୫ହଜାର ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଦାରିଙ୍ଗବାଡି ବ୍ଲକ ବିଇଓ ଅଫିସ ବରିଷ୍ଠ କିରାଣୀ
ଦାରିଙ୍ଗବାଡି,୨୫/୧୧: । ୫ହଜାର ତାଙ୍କ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଦାରିଙ୍ଗବାଡି ବ୍ଲକ ବି ଇ ଓ ଅଫିସର ହେଡ କ୍ଳର୍କ ଚିତ୍ତରଞ୍ଜନ ସିଂ । ମିଳିଥିବା ସୂଚନା ଅନୁସାରେ ଜଣେ ଶିକ୍ଷକ ନିଜ କାର୍ଯ୍ୟ କଲା ସମୟରେ ମୃତ୍ୟୁବରଣ କରିଥିବା ବେଳେ ପିତାଙ୍କ ମୃତ୍ୟପରେ!-->…
Read More...
Read More...
ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗର ମିସନ୍ କ୍ଲିନ୍ ଗଞ୍ଜେଇ ପୁଣି ନଷ୍ଟ ହେଲା ୧୯କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍…
ବାଲିଗୁଡ଼ା,୨୫/୧୧: ଯୋର୍ ଧରିଲା ମିସନ୍ କ୍ଲିନ୍ ଗଞ୍ଜେଇ । ପୁଣି ନଷ୍ଟ ହେଲା ୧୯ କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ମାଦିନାଟ,ବାଲିସୁଗା ଓ ବୁଡ୍ରୁକିଆ ଅଞ୍ଚଳର ୧୯୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍!-->…
Read More...
Read More...
ରାଜ୍ୟରେ ପୁଣି ୭୩୦ କରୋନା ପଜିଟିଭ ଚିହ୍ନଟ, ୧୬ ମୃତ
ଭୁବନେଶ୍ୱର ୨୫ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୬୦୦୧ରେ ପହଞ୍ଚିଛି ।!-->…
Read More...
Read More...
ପି.ଏମ.ଏ.ୱାଇ. ଅର୍ଥ ହଡପ ନେଇ ଥାନାରେ ଏତଲା ଦେଲେ ବିଡିଓ
ବୌଦ୍ଧ,୨୫/୧୧ - ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କିରାସିରା ଓ ବଡମାଲ୍ ଗ୍ରାମରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥହଡପ ମାମଲାରେ ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ ବୌଦ୍ଧ ଆଦର୍ଶ ଥାନାରେ ଏଫଆଇଆର ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବିଡିଓ ଆବାସ!-->…
Read More...
Read More...