Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବରଗାଁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କଲରାକୋଠା ଚାମ୍ପିଆନ
ବୌଦ୍ଧ,୨୪/୧୧- କଣ୍ଟାମାଳ ବ୍ଲକ ବରଗାଁ ୟୂଥ ଆଇକନ କ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କଲରାକୋଠା ଦଳ ବିଜୟୀ ହୋଇଛି | ଫାଇନାଲ ମ୍ୟାଚ୍ କଲରାକୋଠା ଓ ତେନ୍ତୁଳିଖୁଣ୍ଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ କଲରାକୋଠା ଦଳ ବିଜୟୀ ହେବା ଫଳରେ ଚାମ୍ପିଆନ ହୋଇଥିଲା |!-->!-->!-->…
Read More...
Read More...
ଶିମିଳିପଦର ପେକ୍ସର ଦାୟିତ୍ବ ନେଲେ ଦପଲା ସମ୍ପାଦକ
ବୌଦ୍ଧ,୨୪/୧୧ - କଣ୍ଟାମାଳ ବ୍ଲକ ଶିମିଳି ପଦର ସେବା ସମବାୟ ସମିତିର ଭାରପ୍ରାପ୍ତ ସମ୍ପାଦକ ଭାବରେ ଦପଲା ସମିତିର ସମ୍ପାଦକ ପଞ୍ଚାୟତ ପ୍ରତାପ ପ୍ରଧାନ ଦାୟିତ୍ବ ନେଇଥିବା ଜଣାପଡିଛି l ଶିମିଳି ପଦର ସେବା ସମବାୟ ସମିତିର ସମ୍ପାଦକ ଥିବା ଅମ୍ବରୀଶ ବାଘଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣି!-->…
Read More...
Read More...
ଚାଲାଣ ବେଳେ କାର୍ ସହ 60 କେ. ଜି. ଗଞ୍ଜେଇ ଜବତ
ବୌଦ୍ଧ,୨୩/୧୧ - ବୌଦ୍ଧ ଆଦର୍ଶ ଥାନା ପୋଲିସ ଗୋଟିଏ କାର୍ ସହ ତିନୋଟି ବସ୍ତାରେ ଥିବା 60 କିଲୋଗ୍ରାମ ଗଞ୍ଜେଇ ଜବତ୍ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ମାରୁତୀ ଡିଜାୟର୍ କାର ଓଡ଼ି 27 ବି 4650 ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର୍ ପାଇ ଚଢାଉ!-->…
Read More...
Read More...
୧୨କେଜି ଗଞ୍ଜେଇ ଜବତ ସହ ୪ ଗିରଫ
ଫୁଲବାଣୀ,୨୩/୧୧:କନ୍ଧମାଳ ଜିଲ୍ଲା ଖଜୁରିପଡା ପୋଲିସ ଦ୍ୱାରା ଗଂଜେଇ ଜବତ ହୋଇଛି। ଆଜି ଖଜୁରିପଡା ପୋଲିସ ଏକ ଅଲ୍ଟୋ ଗାଡି (OR,02AT5190) ରୁ୧୨କେ ଜି ଗଞ୍ଜେଇ ଜବତ କରି ଚାରି ଜଣଙ୍କୁ ଗିରଫକରିଛି।ସେମାନେ ହେଲେ ସନ୍ତୋଷ କୁମାର ରାଉତରାୟ, ସଞ୍ଜୟ କୁମାର ମହାରଣା, ଚିତ୍ତରଞ୍ଜନ ସାହୁ,!-->!-->!-->…
Read More...
Read More...
ଟ୍ରକ ସହ ବାଇକ ଦୁର୍ଘଟଣା ଦୁଇ ମୃତ ଜଣେ ଗୁରୁତର
ଫୁଲବାଣୀ,୨୩/୧୧- ଗୋଛାପଡା। ଥାନା ଅନ୍ତର୍ଗତ ନମେରବାଲି ବୁଲାଣୀ ରାସ୍ତାରେ ବାଇକ୍ ସହ ଟ୍ରକ୍ ର ମୁହଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି l ଯାହା ସୂଚନା ରହିଚି!-->…
Read More...
Read More...
ବାଇକ ଚାଳକକୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ୱିଙ୍ଗର୍
ବୌଦ୍ଧ / ବlଉଁଶୁଣି,୨୩/୧୧- ଆଜି ସନ୍ଧ୍ୟା ପ୍ରାୟ ଘ 5. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବlଉଁଶୁଣି ପେଟ୍ରୋଲ୍ ପମ୍ପ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ୱିଙ୍ଗର୍ ରାସ୍ତା ତଳକୁ ଖସି ପଡିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ହରଭଙ୍ଗା ବ୍ଲକ ତିଲେଶ୍ୱର!-->!-->!-->…
Read More...
Read More...
୫ ଦିନ ହେଲା ତୁରେକେଲା ଅଂଚଳରେ ହାତୀଙ୍କ ଉପଦ୍ରବ
କଣ୍ଟାବାଞ୍ଜି,୨୩/୧୧: ବଲାଙ୍ଗିର ଜିଲ୍ଲା ତୁରକେଲା ଥାନା ଅଂଚଳର ବିଭିନ୍ନ ଗାଁରେ ୫ ଦିନ ହେଲା ବଣୁଆ ହାତୀ ଆସି ଚାଷୀମାନଙ୍କ ଅମଳ ହୋଇଥିବା ଧାନ ଚାଷ ଖାଇବାରେ ଲାଗିଛନ୍ତି । କଣ୍ଟାବାଞ୍ଜି ଫରେଷ୍ଟ ରେଂଜ ଅଧୀନସ୍ଥ ରାଜୁ ରିଜର୍ଭ ଫରେଷ୍ଟ ଅଂଚଳର ତୁରେକେଲା ପଂଚାୟତ ଗଂଜାଗୁଉଡାର,!-->!-->!-->…
Read More...
Read More...
ଭିଜିଲାନସ ଜାଲରେ ଜୁନିୟର ଆକାଉଣ୍ଟାଣ୍ଟ
ବଲାଙ୍ଗୀର,୨୩/୧୧ - ବରଗଡ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ବଲାଙ୍ଗୀର ସ୍ଥିତ ବାସଭବନ ଠାରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଆଭିଯୋଗରେ ଏକା ସାଙ୍ଗରେ ବରଗଡ, ସୋନପୁର ଆଦି ତାଙ୍କ ଭଡାଘର, କାର୍ଯ୍ୟାଳୟରେ ତଦନ୍ତ!-->…
Read More...
Read More...
ବୌଦ୍ଧ : ଆଜି ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୨୩/୧୧ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ନୂତନ 7 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିନ୍ହଟ 7 ଜଣଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା 2725 ରେ ପହଞ୍ଚିଛି l ସେମାନଙ୍କ ମଧ୍ୟରୁ 2674 ଜଣ ସୁସ୍ଥ ହୋଇ!-->!-->!-->…
Read More...
Read More...
କୋଭିଡ୍ ପରବର୍ତ୍ତି ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଉଦଘାଟିତ
ବୌଦ୍ଧ,୨୩/୧୧ - ବୌଦ୍ଧସହରସ୍ଥିତ ପୁରୁଣା ଜେଲରେ ଖୋଲା ଯାଇଥିବା କୋଭିଡ୍ କେୟାର ସେଣ୍ଟର୍ ପରିସରରେ ଆଜି କୋଭିଡ୍ ପରବର୍ତ୍ତି ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି । ଯେଉଁ କରୋନା ରୋଗୀମାନେ ସୁସ୍ଥ ହୋଇ ସାରିଛନ୍ତି!-->…
Read More...
Read More...