Browsing Category

ରାଜ୍ୟ

ବଡଘରା ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ସୁଡୃକୁମ୍ପା ପଂଚାୟତର ବଡଘରା ଗ୍ରାମରେ ୫ଜଣଙ୍କ କରୋନା ଆକ୍ରାନ୍ତ ଚିହ୍ନଟ ଜଣାପଡିଲା ପରେ ଶୁକ୍ରବାର ଦିନ ବିଡିଓ ରବିନ୍ଦ୍ର ନାଥ କହଁର ଓ ଖଜୁରୀପଡ଼ା ଡାକ୍ତର ଦଳ ବଡଘରା ଗ୍ରାମରେ ପହଂଚି ଚାରିଆଡେ ସାନିଟାଇଜର ସିଂଚନ କରିବା ସହିତ ଜୀବାଣୁ ନାସକ
Read More...

ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି,୨୭/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବ୍ଲଡ଼ ବ୍ୟାଙ୍କଠାରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ଏସ.ଲିଙ୍ଗରାଜ ପୂର୍ବତନ
Read More...

ସମ୍ବଲପୁରୀ ଭାଷାର ନିଜସ୍ୱ ଲିପି ଓ ବର୍ଣ୍ଣବୋଧ ଉନ୍ମୋଚିତ

ସମ୍ବଲପୁର,୨୭/୯- ସମ୍ବଲପୁରୀ ଭାଷାର ଅସ୍ତିତ୍ୱ ଓ ଅସ୍ମିତାକୁ ଉଦଜୀବିତ ରଖିବା ଦିଗରେ ଆଜି ଆଉ ଏକ ଫର୍ଦ୍ଦ ସାମିଲ ହୋଇଛି । ଯୁବ ଶିକ୍ଷକ ହେମକାନ୍ତ ସାହୁ ଏଥିପାଇଁ ନିଜସ୍ୱ ଲିପି ଓ ବର୍ଣ୍ଣବୋଧ ସଂରଚନାକରି ଏଦିଗରେ ଏକ ନୁତନ ଇତିହାସ ରଚନା କରିଛନ୍ତି । ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀମାତା
Read More...

ବହୁଚର୍ଚ୍ଚିତ ଗଣବଳାତ୍କାର ଘଟଣାର ପର୍ଦ୍ଦାଫାଶ ; ବନ୍ଧା ହେଲେ ୩ ଅଭିଯୁକ୍ତ

ରାଉରକେଲା : ସହରରେ ହୋଇଥିବା ବହୁଚର୍ଚ୍ଚିତ ଗଣବଳାକ୍ରାର ଘଟଣାର ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଛେଣ୍ଡ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରାଉରକେଲା ସହରର ମହମ୍ମଦ ସରଫରାଜ, ମହମ୍ମଦ ଅସରଫ ଓରଫ ପପୁ ଓ
Read More...

ଢେଙ୍କାନାଳ ଭୀମ ଆର୍ମି ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଢେଙ୍କାନାଳ: ଢେଙ୍କାନାଳ ମହିଷାପାଟ ଠାରେ ଭୀମ ଆର୍ମି ଭାରତ ଏକତା ମିଶନ ତରଫରୁ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଆଠୋଟି ବ୍ଲକ୍‌ରେ ଥିବା ଭୀମ ଆର୍ମି କର୍ମକର୍ତାମାନେ ଯୋଗଦାନ କରିବା ସହିତ ଢେଙ୍କାନାଳ ଜିଲ୍ଲାପାଳ ମହୋଦୟଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ, ସରକାରୀ
Read More...

ମ୍ୟୁନିସିପାଲିଟି ଟ୍ରାକ୍ଟର ଧକ୍କାରେ ମୋଟରସାଇକେଲ ଆରୋହୀଙ୍କ ଗୋଡ ଭାଙ୍ଗିଲା

ଯୋଡା : ଶୁକ୍ରବାର ଦିନ ୧୦ ଘଟିକା ସମୟରେ ଯୋଡା ବସ୍‌ ଷ୍ଟାଣ୍ଡ ନିକଟରେ ଅବସ୍ଥିତ ତ୍ରିପାଠୀ ପେଟ୍ରୋଲ ପମ୍ପ ସାମ୍ନାରେ ମ୍ୟୁନିସିପାଲିଟିର ଅଳିଆ ବୁହା ଟ୍ରାକ୍ଟର ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ଗୋଡ ଭାଙ୍ଗିଯିବା ଫଳରେ ତାଙ୍କୁ ଚିକିତ୍ସା ନିମନ୍ତେ କେନ୍ଦୁଝର ବଡ ଡାକ୍ତରଖାନାକୁ
Read More...

ଦେବଗଡ଼ ଜିଲାରେ କରୋନା ନେଲା ପ୍ରଥମ ମୁଣ୍ଡ

ଦେବଗଡ଼ : କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ପ୍ରତିଦିନ ସଂକ୍ରମିତ ହେଉଥିବାବେଳେ ଅନେକ ମଧ୍ୟ ମୃତ୍ୟୁମୁଖରେ ପଡ଼ୁଛନ୍ତି । ସାରା ରାଜ୍ୟରେ ୨୯ ଜିଲାରେ କରୋନା ମୁଣ୍ଡ ନେଇଥିବାବେଳେ ଶନିବାର ଅପରାହ୍ନରେ ଦେବଗଡ଼ ଜିଲାରେ କରୋନା ପ୍ରଥମ ମୁଣ୍ଡ ନେଇଛି । ପୌରପରିଷଦ ଅନ୍ତର୍ଗତ ୱାଡର଼୍ ନଂ.୩
Read More...

ସମ୍ବଲପୁରର ସ୍ଥିତି ଗୋଷ୍ଠୀ ସଂକ୍ରମଣ ଆଡ଼କୁ: ନୂଆ ପଜିଟିଭ ରୂପେ ଆଜି ପୁଣି ୧୧୭ଜଣ ଚିହ୍ନଟ

ସମ୍ବଲପୁର,୨୭/୯- ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟାରେ ସମ୍ବଲପୁର ଜିଲ୍ଲାରେ ପୁଣି ନୂଆ ୧୧୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଗୋଟିଏ ଦିନକୁ ବାଦ ଦେଇ ବିଗତ ୧୫ଦିନ ହେଲା ଦୈନିକ ଶତାଧିକ ନୂଆ ପଜିଟିଭ ଚିହ୍ନଟ ହେଇ ଆସୁଛନ୍ତି । କିଛି ଲୋକ ଙ୍କ ମତରେ ଏଠାକାର ସ୍ଥିତି
Read More...

ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ମିଳିବ କେବେ ?

ଫୁଲବାଣୀ:କନ୍ଧମାଳ ଜିଲ୍ଳାର ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଂଚାୟତ ଅଧିନସ୍ଥ କ୍ଷେତାପାଜୁ ଗ୍ରାମରେ ବସବାସ କରୁଥିବା ସରୋଜ ସେଠୀର ଘର ଗତବର୍ଷ ୦୨ମାର୍ଚ୍ଚ ୨୦୧୯ ରେ କୌଣସି କାରଣୟବଶତଃ ଅପରାହ୍ନ ସମୟରେ ରହୁଥିବା ଘରେ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା ।
Read More...

ବିପଦସଙ୍କୁଳ ଅବସ୍ଥାରେ ତାର ସାହାଯ୍ୟରେ ନଦୀ ପାର ହେଉଥିବା ବ୍ରିନ୍ଧାପଡା ଗ୍ରାମବାସୀଙ୍କ ପାଖରେ ପହଞ୍ଚିିଲା ପ୍ରଶାସନ

ଫୁଲବାଣୀ: ଲୋକେ କହୁଛନ୍ତି ରାସ୍ତା ନାହିଁ ୭୩ ବର୍ଷ ହେଲା ନଦୀ ପାର ହୋଇ ପଂଚାୟତ ହେଉ କିମ୍ବା ବ୍ଳକ ହେଉ ଅଥବା ଡାକ୍ତରଖାନା ଯିବା ଆସିବା କରୁଛୁ । ଅନେକ ଅଘଟଣ ମଧ୍ୟ ଘଟିଛି ।କିଛି ଜୀବନ ମଧ୍ୟ ଯାଇଛି । ଏମିତି ଆଜି ପର୍ଯ୍ୟନ୍ତ ଚଳିଆସୁଛୁ । ନେତା ମନ୍ତ୍ରୀ.ପ୍ରଶାସନ ଅଧିକାରୀଙ୍କୁ ଜଣାଇଛୁ
Read More...