Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
72 କେ.ଜି. ଗଂଜେଇ ଜବତ, ଚାଲାଣକାରୀ ଫେରାର
ବୌଦ୍ଧ / ବlଉଁଶୁଣୀ,୨୧/୯- ଗତକାଲି ବିଳମ୍ବିତ ରାତିରେ ବlଉଁଶୁଣି ପୋଲିସ୍ ପେଟ୍ରୋଲିଂଗ କରୁଥିବା ବେଳେ ବହିରା ଗ୍ରାମ ନିକଟରୁ ବିପୁଳ ପରିମାଣର ଗଂଜେଇ ଜବତ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ 2 ଘଣ୍ଟା ସମୟରେ ବlଉଁଶୁଣି ଥାନା ପୋଲିସ୍ ପେଟ୍ରୋଲିଂଗ!-->!-->!-->…
Read More...
Read More...
କନ୍ଧମାଳରେ ଆଜି ପୁଣି ୧୫୩ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ:କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୧୭୮ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୧୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୭୧୬ ରେ ପହଂଚିଛି!-->…
Read More...
Read More...
ରାଣୀପଥର ଘାଟୀରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବସ୍
ବୌଦ୍ଧ : ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ-ଫୁଲବାଣୀ ରାସ୍ତାର ରାଣୀ ପଥର ଘାଟୀ ଉପରେ ଭାରସାମ୍ୟ ହରାଇ ଗୋଟିଏ ଘରୋଇ ଯାତ୍ରୀ ବାହୀ ବସ୍ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ହୀରାକୁଦ ଯାଉଥିବା ଘରୋଇ ବସ୍ "ଉମାକାନ୍ତ' ବୌଦ୍ଧ କନ୍ଧମାଳ ଜିଲ୍ଲାର!-->…
Read More...
Read More...
ସୌର ଶକ୍ତି ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଅଚଳ, ଲୋକେ ହନ୍ତସନ୍ତ
ବୌଦ୍ଧ /ବାଉଁଶୁଣି : ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତର ୱାର୍ଡ ନମ୍ବର୍ ୭ ଓ ୮ ଟିକିରାପଡା ଗ୍ରାମରେ ଥିବା ସୌର ଶକ୍ତି ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୪ ମାସ ହେଲା ଅଚଳ ହୋଇ ରହିଥିବାରୁ ଲୋକେ ପାନୀୟ ଜଳ ସଂଗ୍ରହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି!-->…
Read More...
Read More...
ଗଜପତିରେ ପୁଣି ୨୭ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୭ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଜପତିରୁ ଜଣେ, ଗୋଶାଣୀ ବ୍ଳକରୁ ୯ ଜଣ, କାଶୀ ନଗର ବ୍ଳକରୁ ୨ ଜଣ, ନୂଆଗଡ଼ ବ୍ଳକରୁ ଜଣେ,ପାରଳା ପୌର ପରିଷଦରୁ ୧୦ ଜଣ, ଆର ଉଦୟଗିରି ବ୍ଳକରୁ ୪ଜଣ ଚିହ୍ନଟ ହୋଇଛନ୍ତି ।!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ୧୧୩ ନୂଆ ପଜିଟିଭ ଚିହ୍ନଟ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯୫୦ ହେଲା
ସମ୍ବଲପୁର :ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ପଜିଟିଭ ରୂପେ ୧୧୩ ଜଣ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯୫୦ ରେ ପହଞ୍ଚିଛି । ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାଖାପାଖି!-->…
Read More...
Read More...
ବୌଦ୍ଧ : ନୂତନ ୪୫ କରୋନା ପଜିଟିଭ ଚିହ୍ନଟ,କେବଳ ହରଭଙ୍ଗା ବ୍ଲକରୁ ୩୩
ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାରେ ୪୫ ଜଣ କରୋନା ପଜିଟିଭ ନୂତନ ଭାବରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୪୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଗତକାଲି ସୁଦ୍ଧା ୯୫୯ ଜଣ!-->…
Read More...
Read More...
ପୁଣି ରାଜ୍ୟରେ ୪୨୪୨ କରୋନା ପଜିଟିଭ ଚିହ୍ନଟ, ୯ ମୃତ
ଭୁବନେଶ୍ୱର: ଆଜି ରାଜ୍ୟରେ ୪୨୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୦୩ ଓ ସ୍ଥାନୀୟ ଅଂଚଳରୁ ୧୭୩୯ ଆକ୍ରାନ୍ତ ଅଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୧୨୨କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହିସବୁ!-->…
Read More...
Read More...
ଦୁଇ ବାଇକ ମୁହଁlମୁହିଁ, 3 ଆହତ
ବୌଦ୍ଧ/ବlଉଁଶୁଣି, ୨୧/୯- ଆଜି ସକାଳ 10 ଘଣ୍ଟା ସମୟରେ ଜମଟାଙ୍ଗୀ - ଋଷିବନ୍ଧ ରାସ୍ତାର ସାଣ୍ଢପାଲି ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହଁlମୁହିଁ ଧକ୍କା ହେବାରୁ 3 ଜଣ ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ 10 ଘଣ୍ଟା ସମୟରେ ସାଣ୍ଢପାଲି ଗ୍ରାମର ଶରତ!-->!-->!-->…
Read More...
Read More...
ବନ ବିଭାଗର ଚଢାଉ, 51 ଫାଳ ଶାଗୁଆନ୍ ପଟl ଜବତ୍
ବୌଦ୍ଧ / କଣ୍ଟାମାଳ,୨୧/୯ - ବୌଦ୍ଧ ବନଖଣ୍ଡ ଡି. ଏଫ. ଓ. ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାମାଳ ଓ ମନମୁଣ୍ଡା ବନାଞ୍ଚଳ କର୍ମଚାରୀମାନେ ମିଳିତ ଚଢାଉ କରି ଗତ କାଲି ଅପରାନ୍ହରେ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଗୁଞ୍ଜି ମୁଣ୍ଡା ଗ୍ରାମର ସର୍ବେ ଦଳବେହେରାଙ୍କ ଘରୁ ଚୌକାଠ ଓ ଶାଗୁଆନ!-->!-->!-->…
Read More...
Read More...