Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳରେ ଆଜି ପୁଣି ୪୩ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୪୪ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୮୫୬ ରେ ପହଂଚିଛି!-->…
Read More...
Read More...
ନୟାପଲ୍ଲୀ ୱାର୍ଡ ନଂ ୩୯ରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ
ଭୁବନେଶ୍ୱର: ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲ୍ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ଅକ୍ଟୋବର ମାସ ୨ ତାରିଖରୁ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧ମାସ ଧରି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶାର!-->…
Read More...
Read More...
କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ କରୁଛନ୍ତି ପରିବାର ଲୋକେ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପାଟଖଣ୍ଡା ସାହି ଟୁକୁନା ପାଳଙ୍କ ବାରିପଟ କୂଅରୁ ତାଙ୍କ ଝିଅ ଶୀବାନୀର ମୃତଦେହ ଠାବ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ସୂଚନା ପ୍ରକାରେ ଗତ ସୋମବାର ସନ୍ଧ୍ୟା ସମୟରୁ!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ଦୈନିକ ସଂକ୍ରମଣ ବଢି ୧୩୮ ରେ ପହଞ୍ଚିଲା
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଦୈନିକ ସଂକ୍ରମଣ ଆଜି ୧୩୮ ରେ ପହଞ୍ଚି ଏଠାରେ ସମସ୍ତକୁ ଆଶ୍ଚର୍ଯ୍ୟ ଚକିତ ଓ ଭୟଭୀତ କରିଦେଇଛି । ଗତକାଲି ଦିନକର ମାତ୍ର ବ୍ୟବଧାନ ପରେ ପଜିଟିଭ ଚିହ୍ନଟ ଙ୍କ ଦୈନିକ ହାର ପୁଣି ଶତାଧିକ ଆଡକୁ ଯିବାରୁ ସମସ୍ତେ ଅବାକ ହୋଇ ଯାଇଛନ୍ତି । ପ୍ରଶାସନିକ ସୂତ୍ରରୁ!-->…
Read More...
Read More...
ବୌଦ୍ଧ – ଆଜି 31 ପଜିଟିଭ ଚିନ୍ହଟ
ବୌଦ୍ଧ,୭/୧୦ - ଆଜି ପୁଣି ନୂତନ ଭାବରେ 31 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ମଲିକୁଦ୍ ଗ୍ରାମରୁ 4 ଜଣ, ମନମୁଣ୍ଡାରୁ 1 ଜଣ,!-->…
Read More...
Read More...
ରାନୀବଖରୀ ପୁନରୁଦ୍ଧାର ପରେ ପ୍ରଶାସନକୁ ହସ୍ତାନ୍ତରିତ
ସମ୍ବଲପୁର : ଏହି ଅଞ୍ଚଳର ସମୃଦ୍ଧ ଇତିହାସର ମୁକସାକ୍ଷୀ ରୂପେ ଆଜି ମଧ୍ୟ ଦଣ୍ଡାୟମାନ "ରାନୀବଖରୀ'ର ଇନଟାକ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ଏହାର ଗତକାଲି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଗଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟନ ବିଭାଗ ଏହାର ଦାୟିତ୍ୱ ଗ୍ରହଣ!-->…
Read More...
Read More...
ପୁଣି ରାଜ୍ୟରେ ୨୯୯୫ କରୋନା ପଜିଟିଭ ଚିହ୍ନଟ, ୧୮ମୃତ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୨୯୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୦୯୯୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ହରଭଂଗା ଡାକ ଘର ବନ୍ଦ ରହୁଥିବାରୁ ଜନ ଅସନ୍ତୋଷ
ବୌଦ୍ଧ,୭/୧୦- ବୌଦ୍ଧଜିଲ୍ଲା ହରଭଙ୍ଗାରେ ଥିବା ଉପ ଡାକଘର ବିଭିନ୍ନ ସମୟରେ ବନ୍ଦ ରହୁଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ଉକ୍ତ ଡାକ ଘର ଦାୟିତ୍ବରେ ଥିବା ପୋଷ୍ଟ ମାଷ୍ଟର ବିଭିନ୍ନ ସମୟରେ ଅନୁପସ୍ଥିତ ରହୁଥିବାରୁ ସରକାରୀ କାର୍ଯ୍ୟ ନିର୍ଘଣ୍ଟ ସମୟରେ ମଧ୍ୟ ଖୋଲା ଯାଇ!-->!-->!-->…
Read More...
Read More...
ବlଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି
ବୌଦ୍ଧ /ବାଉଁଶୁଣି,୭/୧୦ - ବୌଦ୍ଧ ବ୍ଲକ୍ ବlଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ୍ନ ହେଉଥିବା ଦେଖିବାକୁ ମିଳୁଛି l କୋଭିଡ୍ ମହାମାରୀ ଭଳି ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଡାକ୍ତର ନଥିବା ହେତୁ!-->…
Read More...
Read More...
ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା
ବୌଦ୍ଧ/ବାଉଁଶୁଣି,୭/୧୦- ଦହ୍ୟା ନୋଡlଲ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ଡାକୁଆ ଗତ ଅପ୍ରେଲ୍ ମାସରେ ଅବସର ଗ୍ରହଣ କରିଥିଲେ | କୋଭିଡ କଟକଣା ଯୋଗୁଁ ତାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା କରାଯାଇପାରିନଥିଲା l ଗତକାଲି ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ଡାକୁଆଙ୍କୁ!-->…
Read More...
Read More...