Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୁଣାକଟକ- ଧଳପୁର୍ ରାସ୍ତା ସମ୍ପୂର୍ଣ୍ଣ ହେବ କେବେ ?
ବୌଦ୍ଧ,୭/୧୦ - ବର୍ଷ ବର୍ଷ ଧରି ଚାଲିଛି ରାସ୍ତା କାମ l ପୁରୁଣା କଟକ - ଧଳପୁର ପୂର୍ତ୍ତ ବିଭାଗର ରାସ୍ତା କାମ ସରି ପାରୁନାହିଁ l 12 କିଲୋମିଟର୍ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ କରିବା କଷ୍ଟକର ହୋଇ ପଡୁଛି l ଏ ରାସ୍ତାରେ ଜିଲ୍ଲାର ବଡ଼ ବଡ଼ ଅଧିକାରୀ ଓ ଲୋକ ପ୍ରତିନିଧି ବିଭିନ୍ନ!-->…
Read More...
Read More...
ବୌଦ୍ଧ : ରାଜଘାଟରେ ଜଳିଲା ଦୁଇ କରୋନା ଆକ୍ରାନ୍ତଙ୍କ ଚିତା
ବୌଦ୍ଧ,୬/୧୦ - କରୋନା ପଜିଟିଭ ଚିନ୍ହଟ ହୋଇ ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ତରଫରୁ ମୃତ୍ୟୁ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କର ଶବ ସତ୍କାର ପ୍ରଶାସନ ସହଯୋଗରେ ବୌଦ୍ଧ!-->…
Read More...
Read More...
ମଲିକୁଦ ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷିତ
ବୌଦ୍ଧ,୬/୧୦- କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଂଚାୟତର ମଲିକୁଦ ଗ୍ରାମ ରେ କରୋନା ପଜିଟିଭ ଚିନ୍ହଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚ ବେଲମତୀ ସେଠୀ ମଲିକୁଦ୍ ଗ୍ରାମକୁ ତା 6. 10. 2020 ରିଖ ସକାଳ 10 ଘଣ୍ଟା ଠାରୁ ଆସନ୍ତା ତା 9. 10. 2020 ରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ!-->!-->!-->…
Read More...
Read More...
ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ ବିଧାନସଭାରେ ପାରିତ
ଭୁବନେଶ୍ୱର: ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ ଆଜିବିଧାନସଭାରେ ପାରିତ ହୋଇଛି । ଭାରତୀୟ ଜନତା ପାର୍ଟିର ସଦସ୍ୟ ଏହି ବିଲ୍ ଆଲୋଚନା ସମୟରେ ଭାଗ ନେଇନଥିବା ବେଳେ କଂଗ୍ରେସ ସଦସ୍ୟମାନେ ଏହି ବିଲକୁ କଳା ବିଲ୍ କହିଛନ୍ତି । ଏହି ବିଲ୍କୁ ସଂଶୋଧନ ପାଇଁ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ!-->…
Read More...
Read More...
ଅକ୍ଟୋବର ଶେଷ ସପ୍ତାହରେ ହେବ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି
ଭୁବନେଶ୍ୱର: ପୂଜା ଛୁଟି ପରେ ରାଜ୍ୟରେ ସ୍କୁଲଗୁଡିକ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିଷ୍ପତ୍ତି ନେଇଥିବାରୁ ଚଳିତ ମାସ ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି । ତେବେ ଅକ୍ଟୋବର ଶେଷ ସୁଦ୍ଧା କରୋନା ସ୍ଥିତିକୁ!-->…
Read More...
Read More...
ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର
ଭୁବନେଶ୍ୱର : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ " ରକ୍ତ ଅଭାବରୁ ଜୀବନ ହାନି ନ ହେଉ" ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୧୦ ମଞ୍ଚେଶ୍ଵର ଶିଳ୍ପାଞ୍ଚଳ ଜଗନ୍ନାଥ ଲେପୋର୍ଶୀ କଲୋନୀ!-->…
Read More...
Read More...
କୋଟଗଡ ଠାକୁରାଣୀ ମନ୍ଦିର ରେ ମଦୁଆଙ୍କ ଉନ୍ମତକାଣ୍ଡ, ମନ୍ଦିର ର ମୁଖ୍ୟ ଦ୍ୱାର ମୁହଁରେ ପକାଇଲେ ଅଇଁଠା ମଦବୋତଲ
ବାଲିଗୁଡା,୬/୧୦- କୋଟଗଡ ବ୍ଲକ ଅବସ୍ଥିତ ବହୁ ପୁରାତନ ଠାକୁରାଣୀ ମନ୍ଦିର ଏବେ ମଦୁଆଙ୍କ ଚରାଭୂମି ପାଲଟିଛି |ପ୍ରକାଶ ଥାଉକି,ବହୁ ବର୍ଷ ପୂର୍ବରୁ ଗ୍ରାମବାସୀଙ୍କ ଦ୍ୱାରା ରାଜା ରାଜୁଡା ସମୟ ରୁ ପୂଜା ପାଇ ଆସୁଛନ୍ତି ମା ବୁଢ଼ୀ ଠାକୁରାଣୀ ଓ ଗ୍ରାମବାସୀ ଏହାର ରକ୍ଷଣ ବେକ୍ଷଣ କରୁଛନ୍ତି ହେଲେ!-->…
Read More...
Read More...
ବିଜୁଳି ଶୁକ୍ଲ ବୃଦ୍ଧି ପ୍ରତ୍ୟାହାର ଓ ଘନ ଘନ ବିଜୁଳି ବିଭ୍ରାଟକୁ ନେଇ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ
ପାରଳାଖେମୁଣ୍ଡି,୬/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିଜୁଳି ଶୁକ୍ଳ ବୃଦ୍ଧି ପ୍ରତ୍ୟାହାର, ଜିଲ୍ଲାରେ ବାରମ୍ବାର ବିଜୁଳି ବିଭ୍ରାଟ ଓ ଅଘୋଷିତ ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦରେ ପାରଳାଖେମୁଣ୍ଡିସ୍ଥିତ!-->…
Read More...
Read More...
ସୂଚନା ଫଳକ ଲାଗିଛି, ଗୋଷ୍ଠୀ କେନ୍ଦ୍ର ନାହିଁ
ବୌଦ୍ଧ/ଜହ୍ନାପଙ୍କ,୬/୧୦- ବୌଦ୍ଧ ବ୍ଳକର ବିଭିନ୍ନ ପଂଚାୟତର ଉନ୍ନୟନ କାର୍ଯ୍ୟରେ ସୂଚନା ଫଳକ ଲାଗୁନଥିବା ବେଳେ ଏହି ବ୍ଳକର ପଦ୍ମନପୁର ପଂଚାୟତ ପୂର୍ଣ୍ଣ ଚନ୍ଦ୍ର ହାଇସ୍କୁଲ ପଡିଆ ନିକଟରେ ସୂଚନା ଫଳକ ଲାଗିଥିବା ବେଳେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।!-->…
Read More...
Read More...
ସୁବର୍ଣ୍ଣପୁର: ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ବିରୁଦ୍ଧରେ ମହିଳାଙ୍କ ବିକ୍ଷୋଭ
ସୋନପୁର,୬/୧୦ : ଉତ୍ତର ପ୍ରଦେଶର ହାଥରସ୍ ଠାରେ ୧୯ବର୍ଷର ଦଳିତ ଝିଅପ୍ରତି ହୋଇଥିବା ଅମାନୁଷିକ ଗଣଦୁଷ୍କର୍ମ ଓ ପରିଶେଷରେ ହତ୍ୟା ଭଳି ଏକ ଘୃଣିତ କାର୍ଯ୍ୟ କରିଥିବା ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ!-->…
Read More...
Read More...