Browsing Category

ରାଜ୍ୟ

ପୋଲ ନଥିବା ଯୋଗୁଁ ଘଟିଲା ଅଭାବନୀୟ ଘଟଣା କାଠଗଣ୍ଡିରେ ଯିବା ସମୟରେ ଖସି ପଡି ଭାସି ଗଲେ ବୃଦ୍ଧ

ଦାରିଙ୍ଗବାଡ଼ି,୧୮/୯: ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ଗ୍ରାମପଂଚାୟତ ଅନ୍ତର୍ଗତ ସୁନାପାଙ୍ଗା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଖଡଗ ନଦୀ ଉପରେ ଥିବା ଏକ କାଠଗଣ୍ଡି ଦେଇ ନଦୀ ପାର ହେବା ସମୟରେ ଜଣେ ୬୦ ବର୍ଷର ବୃଦ୍ଧ ଖସି ଯାଇ ନଦୀରେ ନିଖୋଜ ଥିବା ଦେଖିବାକୁ ମିଳିଛି । ବୃଦ୍ଧ ଜଣକ ହେଲେ
Read More...

ଏନ.ଏଚ. ଉପରେ ପଡିଲା ଗଛ, ଘଣ୍ଟାଏ ଧରି ରାସ୍ତା ଜାମ୍

ବୌଦ୍ଧ ୧୮/୯ - ୫୭ ନମ୍ବର ଜାତୀୟ ରାଜପଥର ଚାରିଛକ ଫରେଷ୍ଟ ବଙ୍ଗଳା ନିକଟରେ ଆଜି ରାତି ୮ ଟାରେ ସେଠାରେ ଥିବା ଏକ ବିଶାଳ କାୟ ଗଛ ବର୍ଷାରେ ଉପୁଡି ଯାଇ ଜାତୀୟ ରାଜପଥ ଉପରେ ପଡିଯାଈଥିବା ବେଳେ ୧ ଘଣ୍ଟା ପଯ୍ୟନ୍ତ ଜାତିୟ ରାଜପଥ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା । ଆଜି ସନ୍ଧ୍ୟାରେ
Read More...

ଭାରତୀୟ ଜନତା ଯୁବ ମୋର୍ଚ୍ଚା କନ୍ଧମାଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଫୁଲବାଣୀ,୧୮/୯:କରୋନା ମହାମାରୀ କବଳରେ ସମଗ୍ର ଦେଶ କବଳିତ।ଏପରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପଡୁଥିବା ଯୋଗୁଁ ଭାଜପା ପକ୍ଷରୁ କୌଣସି ଉଚ୍ଚବ ମୁଖର କାର୍ଯ୍ୟକ୍ରମ ପାଳନ ନକରି ଚଳିତ ସପ୍ତାହ କୁ ସେବା ସପ୍ତାହ ରୁପେ ପାଳନ କରୁଥିବା ଉପଲକ୍ଷେ ଭାରତୀୟ ଜନତା
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, 3 ଆହତ

ବୌଦ୍ଧ - ଆଜି ଅପରାହ୍ନ ପ୍ରାୟ 3 ଘଣ୍ଟା ସମୟରେ କଣ୍ଟାମାଳ - ମନମୁଣ୍ଡା ରାସ୍ତାର ଜାଲପାଲି ଛକ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଦୁର୍ଘଟଣା ହେବା ଫଳରେ 3 ଜଣ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଠାରୁ କଣ୍ଟାମାଳ ପଟକୁ ଯାଉଥିବା ଓଡି 19 ଏସ 0120 ନମ୍ବର
Read More...

କାର୍ ଧକ୍କାରେ ବାଇକ ଆରୋହୀ ଗୁରୁତର

ବୌଦ୍ଧ /ବାଉଁଶୁଣି - ଆଜି ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ ର ମନମୁଣ୍ଡା ଥାନା ଗୁଦୁଗୁଦା ନିକଟରେ ଗୋଟିଏ ଇନୋଭା କାର୍ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ମନମୁଣ୍ଡା ପଟରୁ ବାଇକ
Read More...

ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ କର୍ମଚାରୀ ପୁଣି କରନା ପଜିଟିଭ ଚିହ୍ନଟ : ୪୮ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହେଲା ବ୍ୟାଙ୍କ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଶାଖାର ପରିଚାଳକଙ୍କ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଦାରିଙ୍ଗ ବାଡ଼ି ଶାଖାକୁ ଆଜି ଠାରୁ ୪୮ଘଣ୍ଟା ପାଇଁ ଶାଖାକୁ ବନ୍ଦ କରି ଦିଆଯାଇଛି। ଗତ କିଛିଦିନ ତଳୁ ଶାଖା ପରିଚାଳକ ଙ୍କ ଶରୀର ଅସୁସ୍ଥ ହେବା
Read More...

କନ୍ଧମାଳରେ ଆଜି ପୁଣି ୭୭ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ:କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୭୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୨୮୩ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୨୬୫୨ ଜଣ ସୁସ୍ଥ ହୋଇ ସେମାନଙ୍କ ର
Read More...

ସମ୍ବଲପୁର ରେଳମଣ୍ଡଳରେ ସ୍ୱଚ୍ଛତା ପାକ୍ଷିକ ଅବସରରେ ସ୍ୱଚ୍ଛ ସମ୍ବାଦ ଅଭିଯାନ

ସମ୍ବଲପୁର : ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେଉଛି ।ସମ୍ବଲପୁର ମଣ୍ଡଳର ବିଭିନ୍ନ ଷ୍ଟେସନରେ ୧୭ ଓ ୧୮ ତାରିଖରେ ସ୍ୱଚ୍ଛ ସମ୍ବାଦ ପାଳନ କରାଯାଇଛି । ଏନଜିଟି, ସ୍ୱଚ୍ଛତା ଓ ପର୍ଯ୍ୟାବରଣ
Read More...

ହୀରାଞ୍ଚଳ ପ୍ରଭାବ : କିଡ୍‌ନୀ ରୋଗୀଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ

ହରଭଙ୍ଗା: ଦୈନିକ "ହୀରାଞ୍ଚଳ'ର ଗତ ୧୭ ତାରିଖର ସଂସ୍କରଣରେ 'କିଡନୀ ରୋଗରେ ଦେବାର ଶଯ୍ୟାଶାୟୀ' ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା । ଏହି ଖବର ପାଇଁ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ହରଭଙ୍ଗା ପଞ୍ଚାୟତର ବୁକେଶିଙ୍ଗା ଗ୍ରାମରେ ଥିବା ଦେବାରଙ୍କ ଘରକୁ ଯାଇଥିଲେ । ସେ ତାଙ୍କ ସଂପର୍କରେ
Read More...

ଦୁର୍ଗମ ଅଞ୍ଚଳରେ ଅନଲାଇନ ପଢା ଫେଲ୍: ଗାଈ ଚରାଇଲେଣି ପିଲା, ନାହିଁ ନେଟୱାର୍କ ସୁବିଧା

ହରଭଙ୍ଗା: ମହାମାରୀ କରୋନା ପାଇଁ ଦୀର୍ଘ ୭ମାସ ହେଲାଣି ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିଛି । କେବେ ଖୋଲିବ ତାହା ବି ନିଶ୍ଚିତ ହୋଇନି । କିନ୍ତୁ ଅନଲାଇନରେ ପାଠପଢା ଜାରି ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଭାଗ୍ୟର କଥା ଯେ ସରକାରଙ୍କ ଅନଲାଇନ ପାଠପଢା
Read More...