Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨ଦିନ ହେଲା ଏଟିଏମ ଅଚଳ
ଜହ୍ନାପଙ୍କ,୫/୧୦- ବୌଦ୍ଧବ୍ଳକ ବଲାସିଙ୍ଗା ଆଇଆରବି ନିକଟରେ ଥିବା ଏଟିଏମ ୨ଦିନ ହେଲା ଅଚଳ ଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୁଣ୍ଡାବେରୁଣିି, ଜ ।ମ୍ବୁପାଲି, ଓଲଣିଆ, ବଲ ।ସିଙ୍ଗ । ଓ ଗିରାଶିଙ୍ଗାର ଲୋକମାନେ ଟଙ୍କା ଉଠାଣ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ!-->…
Read More...
Read More...
ସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ଖପ୍ରାଖୋଲ,୫/୧୦- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଭାନପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସେବା ଚେରିଟେବୁଲ୍ ଟ୍ରଷ୍ଟ ଓ ସୈାମ୍ୟ ସେବା ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସେବା ଚେରି ଟେବୁଲ୍ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ସତ୍ୟନାରାୟଣ!-->…
Read More...
Read More...
ପୌର ପରିଷଦ କାର୍ଯ୍ୟାଳୟରେ ପଡିରହିଛି ଡଷ୍ଟବିନ ୱାର୍ଡବାସୀଙ୍କୁ ମିଳିବ କେବେ ?
ପାରଳାଖେମୁଣ୍ଡି,୫/୧୦- ଗଜପତି ଜିଲ୍ଲା ପୌର ପରିଷଦ ହେଉଛି ରାଜ୍ୟର ଦ୍ୱିତୀୟ ସର୍ବପୁରାତନ ପୌର ପରିଷଦ ଅଟେ । ସହରକୁ ସ୍ୱଚ୍ଛ ସୁନ୍ଦର କରିବା ସକାଶେ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଉଛି ଏବଂ ଅର୍ଥ ମଧ୍ୟ ପାଣି ଭଳି ଖର୍ଚ୍ଚ ହେଉଛି ସହରର ପ୍ରତି ୱାର୍ଡ଼ରେ ୱାର୍ଡବାସୀଙ୍କୁ ଦୁଇଟି ଲେଖାଏଁ!-->…
Read More...
Read More...
ରାଜ୍ୟରେ ପୁଣି ୨୬୧୭ ପଜିଟିଭ ଚିହ୍ନଟ, ଆଉ ୧୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୫୩୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍!-->…
Read More...
Read More...
ଟି.ଏମ.ସି.ରେ ବିଧାୟକଙ୍କୁ ଭେଟିଲେ ଜିଲ୍ଲାପାଳ ଓ ସିଡିଏମଓ
ବୌଦ୍ଧ,୫/୧୦ - ଗତ ୨୮ ତାରିଖରୁ କରୋନା ପଜିଟିଭ ଚିହ୍ନଟ ହୋଇ କୁଲୁତାଜୋର୍ ଗ୍ରାମ ପଂଚାୟତ ଟପର୍ଣ୍ଣା ଟି.ଏମ.ସି.ରେ ସଙ୍ଗରୋଧରେ ଥିବା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ ଗତକାଲି ବୌଦ୍ଧ ଜିଲ୍ଲାପାଳ ଓ ସିଡିଏମଓ ସାକ୍ଷାତ କରି ସ୍ୱାସ୍ଥ୍ୟାବସ୍ଥା!-->…
Read More...
Read More...
ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ଯୋଦ୍ଧା ସମ୍ମାନ
ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲରେ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ଗଣମାଧ୍ୟମ ବ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା!-->…
Read More...
Read More...
ଜନପ୍ରିୟ ନେତା ପ୍ରଦୀପ ମହାରଥୀଙ୍କ ସ୍ମୁତିରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର
ଓଡ଼ିଶା ମୋ ପରିବାର ତରଫରୁ ବିଶିଷ୍ଟ ରାଜନେତା ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ଉତ୍ତର!-->…
Read More...
Read More...
ଖୁଣ୍ଟିଗୋରା ୭୨ ଘଣ୍ଟା ପାଇଁ ହେଲା ସଟଡାଉନ୍
ବୌଦ୍ଧ - କଣ୍ଟାମାଳ ବ୍ଲକ୍ ଖୁଣ୍ଟିଗୋରା ଗ୍ରାମରେ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ପ୍ରହଲ୍ଲାଦ ସେଠୀ ଖୁଣ୍ଟି ଗୋରା ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୯ ଘଣ୍ଟା ଠାରୁ ଆସନ୍ତା ୭ ତାରିଖ ସକାଳ ୯ ଘଣ୍ଟା ଯାଏଁ!-->…
Read More...
Read More...
ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଡାକ୍ତର ଗିରଫ
ବୌଦ୍ଧ - ବୌଦ୍ଧ ଜିଲ୍ଲା କଣ୍ଟାମାଳ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତର ଗଞ୍ଜାମ ଜିଲ୍ଲାର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ତପନ କୁମାର ଶତପଥୀ ଫେସବୁକ୍!-->…
Read More...
Read More...
ବିଜୟକେତନ ସାହୁ ଭୁବନେଶ୍ୱର ଜୋନ୍ ଯୁବ ବିଜେଡି ସଭାପତି ନିଯୁକ୍ତ
ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଯୁବ ଜନତା ଦଳର ନୂତନ ଭୁବନେଶ୍ୱର ଜୋନ ସଭାପତି ଭାବେ ଶ୍ରୀ ବିଜୟ କେତନ ସାହୁ ଙ୍କୁ ନିଯୁକ୍ତି କରିଛନ୍ତି । ଶ୍ରୀ ବିଜୟ କେତନ ସାହୁ ୨୦୦୩ ମସିହାରୁ ଛାତ୍ର ଜୀବନ ମହର୍ଷି!-->…
Read More...
Read More...