Browsing Category

ରାଜ୍ୟ

ପୁଣି ରାସ୍ତାରେ ଦବିଲା ଟ୍ରକର ଚକ, ରାସ୍ତା ଜାମ୍‌

ବୌଦ୍ଧ /ଜହ୍ନାପଙ୍କ,୧୮/୯- ବୌଦ୍ଧ ବ୍ଳକ ଲାଷ୍ମୀପ୍ରସ ।ଦ ପଂଚାୟତ ହାଟପଦା ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକର ଆଗ ଚକ ଦବି ଯିବାରୁ ରାସ୍ତା ଅବରୋଧ ଯୋଗୁଁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ସୂଚନାମତେ ଗୁରୁବାର ସନ୍ଧ୍ୟାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଡି ୦୫ ଏକେ ୪୯୩୦ ରାମପୁରରେ ଚାଲୁଥିବା
Read More...

ଆବଶ୍ୟକରୁ କମ୍‌ ୟୁରିଆ ଯୋଗାଣ, କେମିତି ବାଣ୍ଟିବେ ଚିନ୍ତାରେ ପେକ୍ସ ସମ୍ପାଦକ

ବୌଦ୍ଧ,୧୮/୯ – ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ । ଆବଶ୍ୟକତା ଠାରୁ କମ୍‌ ସାର ଆସିଥିବାରୁ ସାର ବସ୍ତାଟେ କିଣିବା ପାଇଁ ଚାଷୀକୁ ସଙ୍ଘର୍ଷ କରିବାକୁ ପଡୁଛି । ଚଳିତ ସପ୍ତାହରେ ଜିଲ୍ଲାକୁ କିଛି ସାର ଆସିଛି ଯାହା ସମୁଦ୍ରକୁ ଶଙ୍ଖୀଏ ପରି । ସାର ୩୦୦ ବସ୍ତାରେ ହଜାରେ ଚାଷୀ । ଏଭଳି
Read More...

କ୍ଷୁଦ୍ର ଚଳଚ୍ଚିତ୍ର “କାଁଏଜେ ନାଇଁଦେମି ରକତ”ର ସୁଟିଂ ଆରମ୍ଭ

ବୌଦ୍ଧ,୧୮/୯- ପ୍ରିୟମ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ସଚେତନତା ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର" କାଁଏଜେ ନାଇଁ ଦେମି ରକତ’ ର ସୁଟିଂ ଆରମ୍ଭ ହୋଇଯାଇଛି । ଏଥିରେ ସୁବର୍ଣପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଇ ଜିଲ୍ଲା ସ୍ଥାନୀୟ କଳାକାରମାନଙ୍କୁ ନେଇ ସୁଟିଂ କାର୍ଯ୍ୟକ୍ରମ ଯୋଗୁଁ
Read More...

ପାରଳାଖେମୁଣ୍ଡିରେ ଦ୍ୱିତୀୟ ଦିନରେ ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୧୮/୯- କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କେତେଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳା ପୌର ।ଞ୍ଚଳରେ ଆଜି ଦ୍ୱିତୀୟ ଦିନରେ ସେରୋ ସର୍ଭିଲେନ୍ସ ଆରମ୍ଭ ହୋଇଛି ।
Read More...

ଗଜପତିରେ ପୁଣି ୨୫ ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୮/୯- ଗଜପତିରେ ପୁଣି ୨୫ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ମୋହନା ବ୍ଲକରୁ ୧୦ ଜଣ, ଗୋଶାଣୀ ବ୍ଳକରୁ ୨ ଜଣ, ପାରଳା ପୌର ପରିଷଦରୁ ୯ ଜଣ, ଆର ଉଦୟଗିରି ବ୍ଳକରୁ ଜଣେ, ନୂଆଗଡ ବ୍ଳକରୁ ୩ଜଣ ଚିହ୍ନଟ ହୋଇଛନ୍ତି । କରୋନା
Read More...

ବନ୍ୟାପରେ ଧାନ ଫସଲରେ ପତ୍ରପୋଡା ରୋଗ : ଚାଷୀ ଚିନ୍ତାରେ, କୃଷି ବିଭାଗର ନିଘା ନାହିଁ

ହରଭଙ୍ଗା : ଗତ ଅଗଷ୍ଟ ମାସରେ ଲଗାଣ ବର୍ଷା ତତ୍‌ଜନିତ ବନ୍ୟା ଯୋଗୁଁ ହରଭଙ୍ଗା ବ୍ଲକ ଅଂଚଳରେ ୮ଶହ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମିର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାକି ରହିଥିବା ଏକର ଏକର ଜମିରେ ଧାନ ଫସଲରେ ଏବେ ପତ୍ରପୋଡା ରୋଗ ଲାଗିଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି
Read More...

ସମ୍ବଲପୁରରେ ନୂଆ ୧୨୭ଜଣ ପଜିଟିଭ ଚିହ୍ନଟ: ଘରେ ଚିକିତ୍ସା ପାଇଁ ବଜାରରେ ଔଷଧ ଉପଲବ୍ଧ କରାଯାଉଛି

ସମ୍ବଲପୁର :ସମ୍ବଲପୁର ଜିଲ୍ଲାରେ ବିଗତ ୨୪ଘଣ୍ଟା ମଧ୍ୟରେ ପୁଣି ୧୨୭ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହିତ ଗତକାଲି ଦିନେ ଛାଡି ପୁରା ୭ ଦିନ ପର୍ଯ୍ୟନ୍ତ ଲଗାୟତ ଶତାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୪୫୭୬
Read More...

ଶଗଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ,୧୮/୯ - ବୌଦ୍ଧବ୍ଲକ ଶଗଡା ଗ୍ରାମରେ ଓ ସେଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସରପଞ୍ଚ ବାସନ୍ତୀ ଦନ୍ତା ଶଗଡା ଗ୍ରାମ ଓ ତତସଂଲଗ୍ନ ୫୦୦ ମିଟର୍‌ ପରିଧିକୁ ଗତକାଲି କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଡମପଡା ଠାରୁ ବାଲିଗୋରା ଛକ
Read More...

ଦୁଃସ୍ଥ ପରିବାର ନିକଟରେ ପହଞ୍ଚିଲେ ବିଡିଓ

ବୌଦ୍ଧ,୧୮/୯ - ଗତକାଲି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ପରିତ୍ୟକ୍ତ ଘରେ ଦୟନୀୟ ଅବସ୍ଥାରେ ରହୁଥିବା ଅରକ୍ଷିତ କାରିଗରଙ୍କ ପରିବାର ସମ୍ପର୍କରେ ' ହୀରାଞ୍ଚଳ ଲାଇଭ୍‌ 'ରେ ଆଠ ବର୍ଷର ନାବାଳିକା ଉପରେ ପରିବାରର ବୋଝ ଶିରୋନାମାରେ ଏକ ଖବର
Read More...

ବୌଦ୍ଧ: ଆଜି ପୁଣି ୫୬ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୮/୯ - ଆଜି ପୁଣି ନୂତନ ଭାବରେ ବୌଦ୍ଧ ଜିଲ୍ଲାରେ ୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ୍‌ ୧୩୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସିଡିଏମଓ ଡାକ୍ତର
Read More...