Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳରେ ଆଜି ପୁଣି ୯୭ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ଵୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୫୯ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୯୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୬୪୫ ରେ!-->…
Read More...
Read More...
ଜାତୀୟ ଗାନ୍ଧୀ ସେବା ସମ୍ମାନ ପାଇଁ ଅଭିନେତା ସବ୍ୟସାଚୀ ମନୋନୀତ
ଭୁବନେଶ୍ୱର : ଓଡିଶା ସ୍କାଉଟ ଗାଇଡ଼ ଫେଲୋସିପି ତରଫରୁ ଆଜି ଜାତୀୟ ଗାନ୍ଧୀ ସେବା ସଂମ୍ମାନ ୨୦୨୦ ପାଇଁ ଚଳଚିତ୍ର ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ରଙ୍କୁ ଚୟନ କରାଯାଇଥିବା ବେଳେ ୨୦୨୦ ପାଇଁ ଜାତୀୟ ଲାଲ ବାହାଦୂର ଶାନ୍ତି ସଂମ୍ମାନ ପାଇଁ କର୍ଣ୍ଣାଟକର ଶ୍ରୀ ଏମ.ଏ. କେ ମୀକି, ଜାତୀୟ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଳାହାଣ୍ଡିରେ ତିନିଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍ ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବ୍ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି feeder line ମଧ୍ୟ!-->…
Read More...
Read More...
ଗଜପତିରେ ପୁଣି ୧୯ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି, ୨/୧୦- ଗଜପତିରେ ପୁଣି ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ମୋହନା ବ୍ଳକରୁ ୨ ଜଣ,ପାରଳା ପୌର ପରିଷଦରୁ ୯ଜଣ,ରାୟଗଡ ବ୍ଲକରୁ ଜଣେ,ଆର ଉଦୟଗିରି ବ୍ଳକରୁ ୪ ଜଣ ଓ!-->…
Read More...
Read More...
ରାଜ୍ୟରେ ପୁଣି ୩୬ଶହ କରୋନା ପଜିଟିଭ ଚିହ୍ନଟ, ୧୬ମୃତ
ଭୁବନେଶ୍ୱର: ରାଜ୍ୟରେ ପୁଣି ୩,୬୦୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୧୦୯ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୪୯୧ ଜଣ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୬ହଜାର ୩୩୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ!-->…
Read More...
Read More...
ବୌଦ୍ଧ : ଦୁଇ ହଜାର ମୁହାଁ ହେଲା କରୋନା ପଜିଟିଭ ସଂଖ୍ୟା, ଆଜି ବୌଦ୍ଧରୁ ୪୭ ସଂକ୍ରମିତ ଚିହ୍ନଟ
ବୌଦ୍ଧ,୨/୧୦ - ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଘୋ ଘୋ ହୋଇ ବଢିଚାଲିଛି । ଆଜି ନୂତନ ଭାବେ ୪୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩୮ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧୭ ଜଣ, ହରଭଙ୍ଗା!-->…
Read More...
Read More...
ବୌଦ୍ଧ: ଜିଲ୍ଲାସ୍ତରୀୟ ୧୫୦ ତମ ଗାନ୍ଧୀଜୟନ୍ତୀ ପାଳିତ
ବୌଦ୍ଧ,୨/୧୦- ଆଜି ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଜିଲ୍ଲାସ୍ତରୀୟ ୧୫୦ତମ ଗାନ୍ଧୀଜୟନ୍ତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋଭିଡ ଗାଇଡଲାଇନ ଅନୁସାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର!-->…
Read More...
Read More...
ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି,୨/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲାସ୍ତରୀୟ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସକାଳୁ ରାମଧୂନ ଓ ଗାନ୍ଧୀଛକ ନିକଟରେ ଗୌରହରି ପାଠାଗାରରେ ଥିବା!-->…
Read More...
Read More...
କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ଆମ ଆଦମୀ ପାର୍ଟି ଗଜପତି ପକ୍ଷରୁ ବିକ୍ଷୋଭ
ପାରଳାଖେମୁଣ୍ଡି,୨/୧୦- ଆପ ଗଜପତି ପକ୍ଷରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ବିଲ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ!-->…
Read More...
Read More...
ଗାନ୍ଧୀ ଜୟନ୍ତୀରେ ଗାଁ ରାସ୍ତା ସଫେଇ କଲେ ଯୁବକ
ବୌଦ୍ଧ/ଜହ୍ନାପଙ୍କ,୨/୧୦ - ଆଜି ପବିତ୍ର ଗାନ୍ଧୀଜୟନ୍ତୀରେ ବୌଦ୍ଧବ୍ଲକ ତେଲିବନ୍ଧ ଗ୍ରାମ ପଂଚାୟତ ଗୌତମପାଲି ଗ୍ରାମର ଯୁବକ ମାନେ ସ୍ୱଚ୍ଛ ଗାଁ, ସ୍ୱଚ୍ଛ ଭାରତର ବାର୍ତ୍ତା ବାଣ୍ଟିଛନ୍ତି । ଗ୍ରାମରେ ଥିବା ଭଗବତ୍ ସେବା ସଂଘର ଯୁବ ସଦସ୍ୟମାନେ ଏକତ୍ରହୋଇ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ!-->…
Read More...
Read More...