Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୨୭ ସିଆରପିଏଫ୍ ବିଟାଲିୟନ୍ ପକ୍ଷରୁ “ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍” କାର୍ଯ୍ୟକ୍ରମ
ବାଲିଗୁଡ଼ା,୨/୧୦: ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ ୧୨୭ ସିଆରପିଏଫ୍ ବାଟାଲିୟନ୍ ପକ୍ଷରୁ ଫିଟ୍ ଇଣ୍ଡିଆ ଫ୍ରିଡମ୍ ଇଣ୍ଡିଆ ରନ୍ ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୨୭ ସିଆରପିଏଫ୍ ବାଟାଲିୟନର କମାଣ୍ଡାଣ୍ଟ୍ ଆନନ୍ଦ ଝା!-->…
Read More...
Read More...
ସାତ ବର୍ଷ ହେଲା ପଡି ରହିଛି ପାନୀୟ ଜଳ ପ୍ରକଳ୍ପ
ବୌଦ୍ଧ/ବାଉଁଶୁଣି,୨/୧୦ - ବୌଦ୍ଧବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତର ୯ ଓ ୧୦ ନମ୍ବର୍ ୱାର୍ଡ ଜମଘାଟୀର ବାସିନ୍ଦା ପିଇବା ପାଣି ପାଇଁ ନାନାଦି ହଇରାଣ ହେଉଥିବା ଅଭିଯୋଗ ହୁଏ । ସେ ଅଂଚଳରେ ଥିବା ଏକମାତ୍ର ନଳକୂଅରୁ ଉଭୟ ୱାର୍ଡର ଜନସାଧାରଣ ପାନୀୟ ଜଳ ସଂଗ୍ରହ କରୁଥିବାରୁ ସେଠାରେ ନାହିଁନଥିବା!-->…
Read More...
Read More...
ଟି. ଏମ.ସି.ରେ ସଙ୍ଗରୋଧ କଟlଉଛନ୍ତି ବିଧାୟକ ମହୀଧର
ବୌଦ୍ଧ/କଣ୍ଟାମାଳ,୨/୧୦ - ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା କଣ୍ଟାମାଳ ବିଧାୟକ ମହୀଧର ରଣା ନିଜର ସାଧାରଣ ଜୀବନ ଶୈଳୀ ପାଇଁ ବିଶେଷ ପରିଚିତ l ଗତ ସୋମବାର ଦିନ କରୋନା ପଜିଟିଭ ଚିନ୍ହଟ ହେବା ପରେ ଅନ୍ୟ ବିଧାୟକ ମାନଙ୍କ ପରି ସରକାରୀ ଖର୍ଚ୍ଚରେ ସବୁ ସୁବିଧା ସୁଯୋଗ ଥିବା!-->!-->!-->…
Read More...
Read More...
ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୯ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୩ ଜଣ,ଗୁମ୍ମା ବ୍ଳକରୁ ଜଣେ,ମୋହନା ବ୍ଳକରୁ ୬ ଜଣ,ପାରଳା ପୌର ପରିଷଦରୁ ୧୩ ଜଣ, ରାୟଗଡ ବ୍ଲକରୁ ଜଣେ ନୂଆଗଡ଼ ବ୍ଳକରୁ ୪ ଜଣ ଓ ରାୟଗଡା ଜିଲ୍ଲାରୁ ଜଣେ!-->…
Read More...
Read More...
ବାଉଁଶୁଣି : ୨ ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ
ବୌଦ୍ଧ / ବାଉଁଶୁଣି - ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତର ବିଭିନ୍ନ ଅଂଚଳରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ପଙ୍କଜିନୀ ନାଏକ ସେସବୁ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ମାଳୀପଡା ଓ ବାଉଁଶୁଣି ଛକଠାରୁ ଗୁନ୍ଦୁଲିଆ!-->…
Read More...
Read More...
ବାଲିଗୁଡ଼ା ଏନ୍ଏସି ପକ୍ଷରୁ ଏପିଓଏସ୍ ମେସିନ୍ ମାଧ୍ୟମରେ ଗୃହ ଟିକସ ଆଦାୟ ଶୁଭାରମ୍ଭ
ବାଲିଗୁଡ଼ା,୧/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏମପିଓଏସ (ମୋବାଇଲ୍ ପଏଣ୍ଟ୍ ଅଫ୍ ସେଲ୍) ମେସିନ୍ ମାଧ୍ୟମରେ ଅନ୍ୟ ଲାଇନରେ ଗୃହ ଟିକସ ଆଦାୟ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡ଼ା!-->…
Read More...
Read More...
ରାଜ୍ୟରେ ପୁଣି ୩୬୧୫ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଆଜି ରାଜ୍ୟରେ ୩୬୧୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୧୮ ଓ ସ୍ଥାନୀୟ ଅଂଚଳରୁ ୧୪୯୭ ଆକ୍ରାନ୍ତ ଅଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ!-->…
Read More...
Read More...
ବୌଦ୍ଧ : ଆଜି ପୁଣି ୨୦ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୧୮୯୧ ରେ
ବୌଦ୍ଧ,୧/୧୦- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ସଂଖ୍ୟା ୧୮୯୧ରେ ପହଞ୍ଚିଛି । ସିଡିଏମଓ ଡାକ୍ତର!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ୭୩ଜଣ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର : ବିଗତ ୨୪ଘଣ୍ଟା ମଧ୍ୟରେ ୭୩ଜଣ ନୂଆ ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ପାରହୋଇ ୬୦୫୫ରେ ପହଞ୍ଚିଛି । ଏ ବିଷୟରେ ଏକମାତ୍ର ଉଲ୍ଲେଖନୀୟ ପକ୍ଷ ଏହାଯେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୧୦ ଆରୋଗ୍ୟ ଲାଭ କରି ଘରକୁ!-->…
Read More...
Read More...
କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା
କଣ୍ଟାବାଞ୍ଜି,୧/୧୦- କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ତାରେଣୀ ପାଢୀଙ୍କ ଗତ ମଙ୍ଗଳବାର ସକାଳେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ତିନି ଚାରି ଦିନ ହବ ଅସୁସ୍ଥ ଅବସ୍ଥାରେରେ ଫୁଲବାଣୀ କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା!-->…
Read More...
Read More...