Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତିନି ମାସ ପରେ ମଧ୍ୟ ମିଳିନାହିଁ ପ୍ରସବକାଳୀନ ଭତ୍ତା
ବୌଦ୍ଧ,୧/୧୦ - ପ୍ରସବର ତିନିମାସ ପରେ ମଧ୍ୟ ଜଣେ ନବ ପ୍ରସୂତିଙ୍କ ପ୍ରସବକାଳୀନ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ବଘିଆପଡା ଗ୍ରାମ ପଂଚାୟତ ସମାପାଜୁ ଗ୍ରାମର ଲିଲି ମଲ୍ଲିକ ଗତ ଜୁନ୍ ମାସ ୧୬ ତାରିଖ ଦିନ ବଘିଆପଡା ପ୍ରାଥମିକ ସ୍ୱାସ୍ଥ୍ୟ!-->…
Read More...
Read More...
ବିଦ୍ୟୁତ ବିଭ୍ରାଟକୁ ନେଇ ବାଉଁଶୁଣୀ ଅଂଚଳରେ ଜନ ଅସନ୍ତୋଷ
ବୌଦ୍ଧ/ବାଉଁଶୁଣୀ,୧/୧୦ - ବୌଦ୍ଧବ୍ଲକ୍ ବାଉଁଶୁଣୀ ଅଂଚଳରେ ଘନଘନ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜନସାଧାରଣରେ ଅସନ୍ତୋଷ ଦାନା ବାନ୍ଧୁଛି । ଆଗାମୀ ଦିନରେ ବିଦ୍ୟୁତ୍ ଗ୍ରାହକମାନେ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ନିୟମିତ!-->…
Read More...
Read More...
ବୌଦ୍ଧ : ବଜ୍ରାଘାତରେ ଜଣେ ମୃତ, ବ୍ୟାପକ କ୍ଷୟକ୍ଷତି
ବୌଦ୍ଧ ,୧/୧୦- ଗତକାଲି ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୃହ ପାଳିତ ପଶୁ ମୃତ୍ୟୁବରଣ କରିଥିବା ଜଣାପଡିଛି lମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ଧଳପୁର ଗ୍ରାମ ପଂଚାୟତର ସାକୁସିଙ୍ଗା ଗ୍ରାମର ମଙ୍ଗୁଳୁ ପ୍ରଧାନ (60!-->…
Read More...
Read More...
ଗଞ୍ଜେଇ ଭର୍ତ୍ତି କାର ଜବତ, ୨ଜଣ ଗିରଫ
ଦାରିଙ୍ଗବାଡ଼ି,୩୦/୯: ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଭର୍ତ୍ତି କାର ଜବତ କରାଯିବା ସହ ୨ ଜଣକୁ ଗିରଫ କରାଯାଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଜଣେ ନାବାଳକ ହୋଇଥିବା ବେଳେ ଆଉ ଜଣେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପରପାଙ୍ଗା ଗ୍ରାମର ସାଗର!-->…
Read More...
Read More...
ଗଜପତିରେ ପୁଣି ୧୮ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୧୮ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୬ ଜଣ, କାଶୀ ନଗର ବ୍ଳକରୁ ୨ଜଣ, ମୋହନା ବ୍ଳକରୁ ୫ ଜଣ, ପାରଳା ପୌର ପରିଷଦରୁ ୨ଜଣ, ଆର ଉଦୟଗିରି ବ୍ଲକରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ!-->…
Read More...
Read More...
କନ୍ଧମାଳରେ ପୁଣି ୧୦୩ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୮୧ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୧୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୪୮୯ ରେ ପହଂଚିଛି!-->…
Read More...
Read More...
ଗାଁ ସାଥୀ (ମେଟ) ସଂଘର ୫ ଦଫା ଦାବିପତ୍ର ପ୍ରଦାନ
ବୌଦ୍ଧ : ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଆଜି ବୌଦ୍ଧ ଜିଲ୍ଲା ଗାଁ ସାଥୀ ସଂଘ ୫ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ରାଜ୍ୟ ସରକାରଂକ କେତେକ ତ୍ରୁଟିପୂର୍ଣ୍ଣ!-->…
Read More...
Read More...
ଶ୍ରୀ ଶ୍ରୀ ମହାବୀର ପୂଜା କମିଟି ପୂଜାରେ ଜନସାଧାରଣଙ୍କୁ କରୋନା ସଚେତନତା ବାର୍ତ୍ତା ବାଣ୍ଟିବ
ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ପ୍ରାଙ୍ଗଣରେ ଶ୍ରୀ ମହାବୀର ପୂଜା କିମିଟିର କାର୍ଯ୍ୟକାରୀ ସଭାପତି ମିଲନ କୁମାର ପାଇକରାୟଙ୍କ ସଭାପତିତ୍ୱରେ ଚଳିତ ବର୍ଷ ମହାବୀରଙ୍କ ପୂଜା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ବୈଠକ!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ପୁଣି ନୂଆ ୧୩୧ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର,୩୦/୯- ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ପୁଣି ନୂଆ ପଜିଟିଭ ଭାବେ ୧୩୧ ଜଣ ଚିହ୍ନଟ ହୋଇଛନ୍ତି । ବିଗତ ତିନି ସପ୍ତାହ ହେଲା ୈନିକ ଚିହ୍ନଟହାର ଶତାଧିକ ରହିଆସୁଛି, ଯାହାକି ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନର ମଧ୍ୟ ଚିନ୍ତା ବଢାଉଛି ।!-->…
Read More...
Read More...
ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ନାଗରିକ ସମ୍ପର୍କ ଅଭିଯାନ
ସମ୍ବଲପୁର,୩୦/୯- କୋଭିଡ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଞ୍ଚାଳିତ ନାଗରିକ ସମ୍ପର୍କ ଅଭିମାନ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ଆସି ପହଞ୍ଚିଛି । ଏହା ପୂର୍ବରୁ ଏହାର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଜର ବିଭିନ୍ନ ସ୍ତରରେ ନାଗରିକଙ୍କ ସହିତ ପ୍ରତ୍ୟକ୍ଷ!-->…
Read More...
Read More...