Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ : ଆଜି ୧୦ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୩୦/୯ - ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୧୦ ଜଣ କରୋନା ପଜିଟିଭ ମଧ୍ୟରେ!-->…
Read More...
Read More...
କୋଭିଡ-୧୯ ସମୟରେ ପଶୁ ସଂପଦ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା
ପାରଳାଖେମୁଣ୍ଡି,୩୦/୯- ଗଜପତି ଜିଲ୍ଲା ପ୍ରାଣୀସଂପଦ ବିକାଶ ପକ୍ଷରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଇଛି । କୋଭିଡ-୧୯ରେ ଯେପରି ଲୋକେ ନିଜର ଜୀବନଜୀବିକା ପାଇ ପାରିବେ ଓ ସ୍ୱାବଲମ୍ବୀ ହୋଇପାରିବେ ସେମାନଙ୍କର ସାମାଜିକ ଅର୍ଥନୈତିକ ବୃଦ୍ଧି ପାଇବ ସେମାନେ ଯେପରି!-->…
Read More...
Read More...
ଲୋକଙ୍କ ଉପଯୋଗ ପାଇଁ ଉତ୍ସର୍ଗକୁ ୫ ଅକ୍ସିଜେନ ସିଲିଣ୍ଡର ଦେଲା ଏସଡିସିଏ
ସମ୍ବଲପୁର,୩୦/୯- ସ୍ଥାନୀୟ ଔଷଧ ବିକ୍ରେତା ସଂଘ ସମ୍ବଲପୁର ଡ୍ରଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏଶନ (ଏସଡିସିଏ) ପକ୍ଷରୁ ସ୍ଥାନୀୟ ପ୍ରସିଦ୍ଧ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ଉତ୍ସର୍ଗ’କୁ ପାଞ୍ଚଟି ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରାଯାଇଛି, ଯାହାକି ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି!-->…
Read More...
Read More...
ବାଉଁଶୁଣି ପି.ଏଚ.ସି.ରେ କୋଭିଡ ପରୀକ୍ଷା ପାଇଁ ଦାବୀ
ବୌଦ୍ଧ /ବାଉଁଶୁଣୀ,୩୦/୯ - ବୌଦ୍ଧ ବ୍ଲକ୍ ବାଉଁଶୁଣି ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ପରୀକ୍ଷା ସୁବିଧା ଯୋଗାଇବା ପାଇଁ ଜନସାଧାରଣରେ ଦାବୀ ହେଉଛି । ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବୌଦ୍ଧବ୍ଲକର ବାଉଁଶୁଣି, ରକସା, ଖଲିଆପାଲି, ମନୁପାଲି, କସୁରବନ୍ଧ,!-->…
Read More...
Read More...
ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧ ଦଂପତ୍ତି
କଣ୍ଟାବାଞ୍ଜି,୨୯/୯- କେନ୍ଦ୍ର ଓ ରାଜ୍ୟସରକାରଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆବଶ୍ୟକ ଥିବା ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବା । ଗ୍ରାମୀଣ କ୍ଷେତ୍ରରେ ଏହାକୁ କାର୍ଯ୍ୟାନୁଷ୍ଠାନ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ!-->…
Read More...
Read More...
ଅଭାବର କରାଳ ଛାୟା ତଳେ ସୁମତିଙ୍କ ପରିବାର
ବାଲିଗୁଡା/କ.ନୂଆଗାଁ,୨୯/୯- ମଣିଷ ସମାଜ ଭିତରେ ଗରିବ ବିଧବା ମହିଳା ଏକମାତ୍ର ଅସହାୟ ଯିଏ ନିଜର ଅଧିକାର ପାଇଁ ସଂଗ୍ରାମ କରିପାରେ ନାହିଁ । ସେମାନଙ୍କ ପାଇଁ ଗ୍ରାମବାସୀ ଏବଂ ସମାଜସେବୀମାନେ ଆବଶ୍ୟକୀୟ ଉଦ୍ୟମ କରିଥାନ୍ତି । ବାସ୍ତବରେ ଗରିବଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା!-->…
Read More...
Read More...
ଅଙ୍ଗନୱାଡ଼ି ପାଚେରୀ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ବିଭାଗୀୟ ଅଧିକାରୀ ତଦନ୍ତ କରି ଠିକ୍ ଭାବେ କାମ…
ବାଲିଗୁଡା଼/କେ.ନୂଆଗାଁ,୨୯/୯: ଅଙ୍ଗନୱାଡ଼ି କେନ୍ଦ୍ର ପାଚେରୀ ନିର୍ମାଣ କାମରେ ଦୁର୍ନୀତି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ବଣ୍ଡଗୁଡ଼ା ଗ୍ରାମ ପଞ୍ଚାୟତର ଚଞ୍ଚଳା ସାହିରୁ । ସୂଚନା ପ୍ରକାରେ ଏହି କାର୍ଯ୍ୟଟି ବିଭାଗୀୟ କାର୍ଯ୍ୟ ହୋଇଥିବା ବେଳେ ଚଞ୍ଚଳା!-->…
Read More...
Read More...
ସମ୍ବଲପୁର ରେଳମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଅବସରରେ ସ୍ୱଛ ନୀର ଅଭିଯାନ ଆୟୋଜିତ
ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ମଧ୍ୟରେ ସ୍ୱଚ୍ଛ ରେଳ, ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ଆୟୋଜନ କରାଯାଉଅଛି । ୨୮ ସେପ୍ଟେମ୍ବର ୨୦୨୦ରେ "ସ୍ୱଚ୍ଛନୀର' ଅଭିଯାନ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ମଣ୍ଡଳର ବିଭିନ୍ନ ଷ୍ଟେସନରେ ଜଳ!-->…
Read More...
Read More...
ସମ୍ବଲପୁରରେ ନୂଆ ୯୮ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର,୨୯/୯- ସମ୍ବଲପୁର ଜିଲ୍ଲାରେ ବିଗତ ୨୪ଘଣ୍ଟା ମଧ୍ୟରେ ୯୮ ଜଣ ନୂଆ ପଜିଟିଭ ରୂପେ ଚିହ୍ନଟ ହୋଇଛନ୍ତି । ଏହା ତୃତୀୟ ସପ୍ତାହ ହେଲା, ଜିଲ୍ଲାରେ ଦୈନିକ ଚିହ୍ନଟଙ୍କ ସଂଖ୍ୟା ଶହେରୁ ଊର୍ଦ୍ଧ୍ୱ କିମ୍ବା ପାଖାପାଖି ରହୁଛି, ଯାହାକି ନିଶ୍ଚିତ ରୂପେ ଚିନ୍ତାର ବିଷୟ । ଆଜିକାର ତାଜା ସ୍ଥିତି!-->…
Read More...
Read More...
ବୌଦ୍ଧ: କୋଭିଡ ହସପିଟାଲରେ ଆଉ ଜଣଙ୍କ ମୃତ୍ୟୁ
ବୌଦ୍ଧ,୨୯/୯ - ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ମୃତକ ଜଣକ ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଂଚାୟତ ଅଂଚଳର ଓ ତାଙ୍କର ବୟସ ୬୫ ବର୍ଷ ବୋଲିଜଣାପଡିଛି । ସେ କରୋନା ପଜିଟିଭ ଚିହ୍ନଟ ହୋଇ ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସାଧୀନ!-->…
Read More...
Read More...