Browsing Category

ରାଜ୍ୟ

କିଟ୍‍ ବିଶ୍ୱବିଦ୍ୟାଳୟକୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟକୁ ଏଆଇସିଟିଇ ପକ୍ଷରୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି । କୋଭିଡ୍‍ ସମୟରେ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ସକାଶେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୧୩ଟି ବିଭିନ୍ନ କ୍ୟାଟେଗୋରୀରେ ଏହି ପୁରସ୍କାର
Read More...

ରାଜ୍ୟରେ ପୁଣି ୪୧୮୦ କରୋନା ପଜିଟିଭ ଚିହ୍ନଟ, ୧୩ ମୃତ

ଭୁବନେଶ୍ୱର ୧୮ ।୦୯: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୪୧୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୧୩୪୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ
Read More...

ବସ୍ତାରେ କମ୍ ଓଜନର ଚାଉଳ ଥିବାରୁ ଖାଉଟି ଅସନ୍ତୁଷ୍ଟ

ବୌଦ୍ଧ / ମନମୁଣ୍ଡା,୧୮/୯ - ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଓ ରାଜ୍ୟ ସରକାରଂକ ଯୋଜନାରେ ଗରୀବ ଖାଉଟି କାର୍ଡଧାରୀ ମାନଙ୍କୁ ଦିଆଯାଉଥିବା ଟଙ୍କାକିଆ ଚାଉଳ ବସ୍ତା ମାନଙ୍କରେ କମ୍ ଓଜନର ଚାଉଳ ରହୁଥିବା ଅଭିଯୋଗ ହୋଇଛି | ଆଜି କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ତରଫରୁ ଦିଆ
Read More...

ପ୍ରଧାନମନ୍ତ୍ରୀଙ୍କ ୭୦ ତମ ଜନ୍ମ ଦିବସରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି,୧୭/୯- ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀଙ୍କ ୭୦ତମଜନ୍ମ ଦିନରେ ଏକ ରକ୍ତଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ଥିବା ରକ୍ତଭଣ୍ଡାର ଠାରେ ଅନୁଷ୍ଠିତ ହୋଇଯାଇଛି । ପାରଳା ବିଧାୟକ କେ ନାରାୟଣ ରାଓଙ୍କ ତତ୍ୱାବଧାନରେ ଓ ବିଜେପି ମୋର୍ଚ୍ଚାର ସହଯୋଗରେ
Read More...

ଗଜପତିରେ ପୁଣି ୨୩ ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୩ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ମୋହନା ବ୍ଲକରୁ ୪ ଜଣ,ଗୋଶାଣୀ ବ୍ଳକରୁ ୪ ଜଣ,ପାରଳା ପୌର ପରିଷଦରୁ ୯ ଜଣ, କାଶୀନଗର ବ୍ଳକରୁ ୧ଜଣ, ରାୟଗଡ ବ୍ଳକରୁ ୪ଜଣ ଗଜପତି ୧ଜଣ ଚିହ୍ନଟ
Read More...

କନ୍ଧମାଳରେ ଆଜି ପୁଣି ୧୧୬ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୨୦୬ ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୨୬୩୬ ଜଣ ସୁସ୍ଥ ହୋଇ
Read More...

ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକେତେ ଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳା ପୌରାଞ୍ଚଳରେ ତିନି ଦିନିଆସେରୋସର୍ଭିଲେନ୍ସ ଆରମ୍ଭ ହୋଇଛି ।ସେରୋ ସର୍ଭିଲେନ୍ସ
Read More...

ୟୁରିଆ ସାର ପାଇଁ ଚାଷୀ ହଟହଟା

ବୌଦ୍ଧ - ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ ଅଭାବ ପରିଲକ୍ଷିତ ହେଉଥିବା ଯୋଗୁଁ ଚାଷୀ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ସରକାର ଆବଶ୍ୟକ ୟୁରିଆ ସାର ଜିଲ୍ଲାକୁ ଯୋଗାଣ କରିପାରୁନଥିବା ଯୋଗୁଁ ଚାଷୀ ମାନଙ୍କ ଆବଶ୍ୟକତା ପୂରଣ ହୋଇ ପାରୁନଥିବା ସୂଚନା ମିଳିଛି । ବାମଣ୍ଡା ଗ୍ରାମ ପଂଚାୟତ
Read More...

ସୌଭାଗ୍ୟ ଯୋଜନାରୁ ବଞ୍ଚିତ ୩ ପରିବାର

ବୌଦ୍ଧ : ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ବ୍ରହ୍ମଚାରି ଗ୍ରାମରେ ୩ ଗୋଟି ଗରୀବ ପରିବାର କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ସେମାନେ ସାଉଥ କୋ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ନିଜର ଅଭିଯୋଗ ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ବ୍ରହ୍ମଚାରୀ ଗ୍ରାମର
Read More...

ବାଇକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

ଫୁଲବାଣୀ,୧୭/୯ - କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଦୁତିମେଣ୍ଢି ଗ୍ରାମପଞ୍ଚାୟତ ସ୍ଥିତ ଉଚ୍ଚ ବିଦ୍ୟାଳୟ ସମୁଖ ରାସ୍ତା ରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ଯୋଗୁଁ ବାଇକ ଆରୋହି ମହେଶ୍ବର ପାତ୍ର(୨୩)ଲଣ୍ଡାଙ୍କର ଘଟଣା ସ୍ଥଳରେ ମୃତ୍ୟୁଘଟିଛି।ଏହି ଘଟଣା ସଂପୃକ୍ତ
Read More...