Browsing Category

ରାଜ୍ୟ

ଅଙ୍ଗନବାଡି ବାରଣ୍ଡାରେ ଦିନ କାଟୁଛନ୍ତି କରୋନା ଆକ୍ରାନ୍ତ

ବୌଦ୍ଧ,୧୬/୯ - ସରକାର କରୋନା ପଜିଟିଭ ଚିହ୍ନଟମାନଙ୍କୁ ହୋମ୍‌ ଆଇସୋଲେସନରେ ରହିବାପାଇଁ ନିୟମ କରିଛନ୍ତି । ଲକ୍ଷଣ ନଥିବା କିମ୍ବା ଗୁରୁତର ନଥିବା ଆକ୍ରାନ୍ତଙ୍କୁ ଆଉ ପୂର୍ବଭଳି କୋଭିଡ ଡାକ୍ତରଖାନା ନିଆଯାଉନାହିଁ । ଫଳରେ ନିଜ ଘରେ ସୁବିଧା ନଥିବା ରୋଗୀ ନାନାଦି ହଇରାଣ ହେଉଥିବା ଦେଖିବାକୁ
Read More...

ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି, 2 ପେକ୍ସ ସମ୍ପାଦକ ଆହତ

ବୌଦ୍ଧ,୧୬/୯ - ଜାତୀୟ ରାଜପଥ ନମ୍ବର୍ 57 ର ତେଲିବନ୍ଧ ଗ୍ରାମ ପଂଚାୟତ ପୋଡାବଲସ୍ ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ବାଇକରେ ଯାଉଥିବା ଦୁଇ ଜଣ ପେକ୍ସ ସମ୍ପାଦକ ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବୌଦ୍ଧ ସହକାରୀ ନିବନ୍ଧକ ସମବାୟ
Read More...

ରାମଜାଙ୍ଗୀ ପୋଲ ନିକଟରେ ବାଇକ ଦୁର୍ଘଟଣା, ୨ ଗୁରୁତର

ବୌଦ୍ଧ,୧୫/୯ - ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ ର ବୁଟୁପାଲି ନିକଟସ୍ଥ ରାମ ଜାଙ୍ଗୀ ପୋଲ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଦୁର୍ଘଟଣା ହେବାରୁ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଥାନା ବାଲିପଟା ଗ୍ରାମର ୩ ଜଣ
Read More...

ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ବୌଦ୍ଧ /ବାଉଁଶୁଣୀ,୧୫/୯ - ଆଜି ସନ୍ଧ୍ୟାରେ ଜମଟାଙ୍ଗି - ଋଷିବନ୍ଧ ରାସ୍ତାର ଷାଣ୍ଢପାଲି ଗ୍ରାମ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଅଜଣା ବାଇକ ଧକ୍କା ଦେବାରୁ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଋଷିବନ୍ଧ ଗ୍ରାମର ସୁରେଶ ମେହେର
Read More...

ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ, ଦୁଇ ଗୁରୁତର

ବୌଦ୍ଧ - ଆଜି ସନ୍ଧ୍ୟା ପ୍ରାୟ 6 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ସରଣ୍ଡା ଗ୍ରାମ ନିକଟରେ ଜଣେ ବୃଦ୍ଧଙ୍କୁ ବାଇକ ଧକ୍କା ଦେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ 6 ଘଣ୍ଟା ସମୟରେ ସରଣ୍ଡା ଗ୍ରାମର ପୁରସ୍ତମ ଷlଣ୍ଢ (80 ବର୍ଷ)ବର୍ଷ ରାସ୍ତା
Read More...

କନ୍ଧମାଳରେ ପୁଣି ୯୫ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ:କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୦୧୭ ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୨୪୬୭ ଜଣ ସୁସ୍ଥ ହୋଇ ସେମାନଙ୍କ
Read More...

ସମ୍ବଲପୁର ରେଳବାଇ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜିତ

ସମ୍ବଲପୁର : ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜନ କରାଯାଇଅଛି । ୧୫ ସେପ୍ଟେମ୍ବର ୨୦୨୦ରେ ପୂର୍ବତଟ ରେଳପଥ
Read More...

ଗଜପତିରେ ପୁଣି ୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ମୋହନା ବ୍ଲକରୁ ଜଣେ, ଗୋଶାଣୀ ବ୍ଳକରୁ୨ ଜଣ, ପାରଳା ପୌର ପରିଷଦରୁ ୨ ଜଣ, ଗୁମ୍ମା ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ଜଣେ, ନୂଆଗଡ ବ୍ଳକରୁ ଜଣେ
Read More...

ପାରଳାଖେମୁଣ୍ଡିରେ ୧୬ରୁ ତିନିଦିନିଆ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,(ହୀ.ପ୍ର): କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କେତେଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳାଖେମୁଣ୍ଡି ପୌରାଞ୍ଚଳରେ ଆସନ୍ତାକାଲିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସେରୋ
Read More...

ପରୀକ୍ଷାର୍ଥୀଙ୍କୁ ନେଇ ଫେରୁଥିବା କାର୍ ଦୁର୍ଘଟଣା

ବୌଦ୍ଧ / ବାଉଁଶୁଣି : ଆଜି ଦିନ ପ୍ରାୟ ଘ୧୨. ୩୦ ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ ର ସିଙ୍ଗାରୀ ଛକ ନିକଟରେ ଗୋଟିଏ ଓମିନି କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି : ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ପଦରପଡା ଅଂଚଳରୁ ୭ ଜଣ
Read More...