Browsing Category

ରାଜ୍ୟ

ସମ୍ବଲପୁରରେ ୧୨୭ ଜଣ ନୂଆ ପଜିଟିଭ ଚିହ୍ନଟ: ଲଗାୟତ ୪ର୍ଥ ଦିନ କରୋନା ଶତକ ଯୋଗୁଁ ସ୍ଥିତି ସଙ୍କଟାପନ୍ନ

ସମ୍ବଲପୁର : ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟ ରେ ସମ୍ବଲପୁର ଜିଲ୍ଲାରେ ୧୨୭ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ବିଗତ ୪ଦିନ ହେଲା ପ୍ରତିଦିନ ଶତାଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହେଲା ପରେ ଏଠାରେ ସ୍ଥିତି ସଙ୍କଟାପନ୍ନ ହୋଇପଡିଛି । ପୁଣି ପ୍ରତିଦିନ କେହି ନା କେହି
Read More...

ସଂସଦ ଭବନରେ ସମ୍ବଲପୁରୀ ମାସ୍କ ପହଞ୍ଚିଲା

ସମ୍ବଲପୁର : ବର୍ତ୍ତମାନ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ମୁହଁ ରେ ମାସ୍କ ପରିଧାନ ଅନିବାର୍ଯ୍ୟ ହୋଇ ପଡିଛି । ଏହାର ସୁଯୋଗ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ୫୦୦ ରୁ ଉର୍ଦ୍ଧ୍ୱ ସମ୍ବଲପୁରୀ ମାସ୍କ ସଂଗ୍ରହ କରି ଲୋକସଭା ସଦନର ସମସ୍ତ ସଦସ୍ୟମାନଙ୍କୁ ପ୍ରଦାନ କରିଛନ୍ତି । ବୟନିକା
Read More...

ପାରଳାଖେମୁଣ୍ଡି ସହରରେ ବୁଲାକୁକୁର ଉପଦ୍ରବ

ପାରଳାଖେମୁଣ୍ଡି,୧୫/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁଦିନ ବୁଲା କୁକୁରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଯାହାଫଳରେ ଜନ ସାଧାରଣ ଯିବା ଆସିବା କରିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ବିଭିନ୍ନ ଛକ ଜାଗା ମାନଙ୍କରେ ମାଳ ମାଳ କୁକୁର ଦେଖିବାକୁ
Read More...

ବୌଦ୍ଧରେ ଆଜି ୩୦ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୫/୯ - ଆଜି ବୌଦ୍ଧଜିଲ୍ଲାରେ ଆଉ ୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩୦ ପଜିଟିଭଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାରେ ପରୀକ୍ଷା କରିଥିବା ୨୯ ଜଣ ଅନ୍ତର୍ଭୁକ୍ତ ଥିବାବେଳେ ଜିଲ୍ଲା ବାହାରେ ପରୀକ୍ଷା କରାଇ ଅନ୍ୟ
Read More...

ପାଲଝାର୍‌ ଫାର୍ମ, ଆଶ୍ୱିନ ମାସରେ ଚାଲିଛି ପଲ୍‌ହା ମରା କାମ

ବୌଦ୍ଧ,୧୫/୯ –ବୌଦ୍ଧବ୍ଲକ୍‌ ବଘିଆପଡା ନିକଟରେ ଥିବା କୃଷି ବିଭାଗର ପାଲଝାର୍‌ ଫାର୍ମ କିଛି ବର୍ଷ ହେଲା ସବୁବେଳେ ଚର୍ଚ୍ଚାରେ । ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଦୁର୍ନୀତି ହେଉ କି ଫାର୍ମ ପରିଚାଳନାରେ ଅବହେଳା ହେଉ ସବୁ ବେଳେ ଆଲୋଚନାର ଖୋରାକ୍‌ ଯୋଗାଇ ଆସୁଛି ଏ ସରକାରୀ ଫାର୍ମ ।
Read More...

ଗାଆଁ ଦାଣ୍ଡରେ କେନାଲ ପାଣିର ସୁଅ ଛୁଟୁଛି !

ବୌଦ୍ଧ,୧୫/୯ - ବୌଦ୍ଧ ବ୍ଲକ୍‌ ମୁଣ୍ଡିପଦର ଗାଆଁ ଦାଣ୍ଡରେ ଅନବରତ ବୋହି ଚାଲିଛି ସାଲୁଙ୍କୀ ଜଳ ସେଚନ ପ୍ରକଳ୍ପର କେନାଲ ପାଣି । କେନାଲ ମରାମତିରେ ଅବହେଳା ଓ ଜଳ ସେଚନ ବିଭାଗର ଖାମଖିଆଲି କାର୍ଯ୍ୟ ଯୋଗୁଁ ଦୀର୍ଘ ଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି
Read More...

ରାଜ୍ୟରେ ପୁଣି ୩୬୪୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮୬୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ପ୍ରତିଦିନ ଦୁର୍ଘଟଣା, କରଡାକୋଠା ପାଲଟିଛି ଡେଥ୍‌ ଜୋନ !

ବୌଦ୍ଧ,୧୫/୯ - ଜାତୀୟ ରାଜପଥ ନମ୍ବର୍‌ ୫୭ ର ପୁରୁଣାକଟକ ଥାନା ଅନ୍ତର୍ଗତ କରଡାକୋଠା ନିକଟରେ ପ୍ରତିଦିନ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ସେଥିପାଇଁ କରଡାକୋଠାକୁ ଦୁର୍ଘଟଣା ପ୍ରବଣ ଅଂଚଳ ବା ଡେଥ ଜୋନ ଭାବେ ଲୋକେ ଅଭିହିତ କଲେଣି ।ଗତକାଲି ସକାଳେ ଭାରସାମ୍ୟ
Read More...

ଡିକି ଭାଙ୍ଗି ୭୬ ହଜାର ଲୁଟ

ବୌଦ୍ଧ,୧୪/୯ - ଆଜି ଅପରାହ୍ନ ସମୟରେ ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର ବଜାର ନିକଟରୁ ଜଣେ ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ୭୬ ହଜାର ୩ ଶହ ଟଂକା ଦୃବୁର୍ତ୍ତମାନେ ଲୁଟି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଶିକ୍ଷକ ପ୍ରତାପ କିଶୋର ବେହେରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଟଂକା
Read More...

ଆଶୀର୍ବାଦଙ୍କୁ ସୁପ୍ରିମକୋର୍ଟରୁ କ୍ଲିନ୍‌ଚିଟ୍‌ ସତ୍ୟ, ନ୍ୟାୟ ଓ ଧର୍ମର ବିଜୟ- ଆଶୀର୍ବାଦ

କଟକ : ବହୁଚର୍ଚ୍ଚିତ କଟକ ବାରବାଟୀ ପ୍ୟାଲେସ ମାମଲାରେ ଆଶୀର୍ବାଦଙ୍କୁ ସୁପ୍ରିମକୋର୍ଟରୁ କ୍ଲିନଚିଟ୍‌ ମିଳିଛି । ଏକ ଲମ୍ବା ଆଇନଗତ ଲଢେଇପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହି ରାୟ ଆଶୀର୍ବାଦଙ୍କୁ ଆଶ୍ୱସ୍ତି ଦେଇଛି । ବିଳମ୍ବ ହେଲେ ବି ଶେଷରେ ସତ୍ୟର ବିଜୟ ହୋଇଛି । ଭାରତୀୟ ଆଇନ ବ୍ୟବସ୍ଥା
Read More...