Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାମ୍ବାଦିକଙ୍କ ପିତୃ ବିୟୋଗ
ଦାରିଙ୍ଗବାଡ଼ି,୬/୯: ଦାରିଙ୍ଗବାଡ଼ି ବ୍ଲକର ଏକ ଦୈନିକ ଖବର କାଗଜର ସାମ୍ବାଦିକ ଅରୁଣ କୁମାର ସାହୁ ଙ୍କ ପିତା ପ୍ରଫୁଲ କୁମାର ସାହୁ(୮୨)ଙ୍କର ରବିବାର ଦିନ ସକାଳ ସମୟରେ ତାଙ୍କ ବାସଭବନ ସିମନବାଡ଼ି ଠାରେ ପରଲୋକ ହୋଇଛି । ତାଙ୍କ ବିୟୋଗରେ ଦାରିଙ୍ଗବାଡ଼ି ଅଂଚଳର ବହୁ ଲୋକ ଶୋକ ପ୍ରକାଶ କରିଛନ୍ତି ।!-->…
Read More...
Read More...
ଗଜପତିରେ ପୁଣି ୨୦ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୦ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଲକରୁ ୪ ଜଣ, କାଶୀନଗର ବ୍ଳକରୁ ୨ ଜଣ, ପାରଳା ପୌର ପରିଷଦରୁ ୩ ଜଣ,ମୋହନା ବ୍ଲକରୁ ୬ ଜଣ,ରାୟଗଡ ବ୍ଲକରୁ ୩ ଜଣ, ଆର ଉଦୟଗିରି ବ୍ଳକ ଜଣେ, ଆନ୍ଧ୍ରପ୍ରଦେଶରୁ ଜଣେ!-->…
Read More...
Read More...
ସଡକ ଦୁର୍ଘଟଣାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ୍
କ.ନୂଆଗାଁ-କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ରାମେଶ୍ୱର ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଆର୍.କେ.ଡି ଠିକା ସଂସ୍ଥାର OR02BA3165ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ କ.ନୂଆଗାଁ ପୁରୁଣା ସାହିର ଦିଲ୍ଲୀପ!-->…
Read More...
Read More...
ପକ୍କା ରାସ୍ତା ପାଇଁ ଗ୍ରାମବାସୀଙ୍କ ଦାବି
କଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଅନ୍ତର୍ଗତ ଲର୍କି କାଲକାଗୁଡ଼ି ହେଇ ସିମ୍ଳା ଗାଁ କୁ ସଂଯୋଗ କରୁଥିବା ରାସ୍ତାକୁ ପକ୍କା କରିବା ପାଇଁ ଗ୍ରାମଙ୍କ ଅଭିଯୋଗ ରହିଛି, ୧୮୦ ଫୁଟ ରାସ୍ତାକୁ ପଂଚାୟତ ସମିତି ଦ୍ୱାରା କଂକ୍ରିଟ୍ କରାଯାଇଥିଲା, କିନ୍ତୁ ଅବଶେଷ ପାଖାପାଖି ୨୦୦ ମିଟରକୁ!-->…
Read More...
Read More...
ଅଧାପନ୍ତରିଆ ରହିଛି ସହର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା
ବୌଦ୍ଧ : ବୌଦ୍ଧ ସହରର ପ୍ରତ୍ୟେକ ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ । ମହାନଦୀ ବ୍ରିଜ ଛକ ଓ ବୁଟୁପାଲି ଠାରେ ଦୁଇଟି ଉତ୍ତଳ ପାଣି ଟାଙ୍କି ମଧ୍ୟ ନିର୍ମାଣ ହୋଇଛି । ଠିକାଦାର ଜରିଆରେ ପ୍ରତି ଗରୀବ ପରିବାରକୁ ସଂଯୋଗ ଦେବା କାମ ଚଳିତ ବର୍ଷର ପ୍ରାରମ୍ଭରେ ଆରମ୍ଭ!-->…
Read More...
Read More...
ସୁବର୍ଣ୍ଣପୁର: ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ହଜାରମୁହାଁ, ଆଖି ବୁଜିଲେ ୪
ସୋନପୁର,୬/୯- ଦିନକୁଦିନ ସୁବର୍ଣ୍ଣପୁର ଜିଲ୍ଲାରେ ପଜିଟିଭ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଗତକାଲିର ସଂକ୍ରମିତ ୮୬ଜଣକୁ ମିଶାଇ ସଂଖ୍ୟା ବଢ଼ି ୯୯୫ରେ ପହଞ୍ଚି ଥିବା ବେଳେ ଶୁକ୍ରବାରରେ ଆଖି ବୁଜିଥିବା ଜଣେ ରୋଗୀକୁ ମିଶାଇ ଅଦ୍ୟାବଧି ମୋଟ ୪ଜଣଙ୍କ ଜୀବନ ନେଲାଣି କରୋନା । ତେବେ!-->…
Read More...
Read More...
ବୌଦ୍ଧ : ଜିଲ୍ଲାରେ ୮୦୦ ଡେଇଁଲା କରୋନା, ଆଜି ନୂତନ ୨୯ ପଜିଟିଭ ଚିହ୍ନଟ
ବୌଦ୍ଧ,୬/୯ - ଆଜି ବୌଦ୍ଧ ଜିଲ୍ଲାରେ ନୂତନ ଭାବେ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଚିହ୍ନଟ ଆକ୍ରାନ୍ତ ମାନଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧୫ ଜଣ, ହରଭଙ୍ଗା ବ୍ଲକ୍ ମଥୁରା ଗ୍ରାମ ପଂଚାୟତର!-->…
Read More...
Read More...
ଶତାୟୁଙ୍କ ପରଲୋକ
ବୌଦ୍ଧ, - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଦପଲା ଅଂଚଳର ସୁନାମଧନ୍ୟ ବୈଦ୍ୟ ରାମକୁମାର୍ ପ୍ରଧାନ ରବିବାର ଭୋର ୪ ଘଣ୍ଟା ସମୟରେ ୧୦୩ ବର୍ଷ ବୟସରେ ଦପଲାସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି । ସ୍ୱର୍ଗତ ରାମ କୁମାର୍ ପ୍ରଧାନ ସୋନପୁର ଗଡଜାତର ସେଲେଡି ଗ୍ରାମରେ ୧୯୧୭ ମସିହାରେ ଜନ୍ମ!-->…
Read More...
Read More...
ବୌଦ୍ଧର ଶିକ୍ଷକ ବସନ୍ତ ସାହୁ ପାଇଲେ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର
ବୈାଦ୍ଧ,୬/୯-ବୈାଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଠାରେ ଥିବା ସରକାରୀ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କୁ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ!-->…
Read More...
Read More...
ରାଜ୍ୟରେ ପୁଣି ୩୮୧୦ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୮୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୪୦୩୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...