Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳରେ ଆଜି ପୁଣି ୧୭୮ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୧୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୫୬୩ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୨୭୯୨ ଜଣ ସୁସ୍ଥ ହୋଇ ସେମାନଙ୍କ ର!-->…
Read More...
Read More...
ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର
ଭୁବନେଶ୍ୱର : ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନମ୍ୱର-୪ , ପାହାଳ ସେବା ସମବାୟ ସମିତି ଅତିଥି ଭବନ ପରିସରରେ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ମୋ ପରିବାର ରାଜ୍ୟ ସଂଯୋଜକ ଅରୁପ ପଟ୍ଟନାୟକ ଉଦଘାଟନ!-->…
Read More...
Read More...
ସମାଜସେବାରେ ନିଜକୁ ସର୍ମପଣ କରିଦେଇଛନ୍ତି ମିଲନ ପାଇକରାୟ
ଭୁବନେଶ୍ୱର : ଶ୍ରୀ ମହାବୀର ସାମାଜିକ ସଂଗଠନ ର ସଦସ୍ୟ ମାନେ ସବୁବେଳେ ବିଭିନ୍ନ ସାମାଜିକ କାମରେ ନିଜକୁ ନିୟୋଜିତ କରିଥାନ୍ତି, କେତେବେଳେ ରକ୍ତଦାନ କରି କାହା ଜୀବନ ବଞ୍ଚାଇଥାନ୍ତି ତ କେତେବେଳେ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି, ପରିବେଶ କୁ ଭଲ ରଖିବା ପାଇଁଁ ବିଭିନ୍ନ ସ୍ଥାନରେ ବୃକ୍ଷ!-->…
Read More...
Read More...
ସର୍ବସାଧାରଣ ଜମିରୁ ଜବରଦଖଲ ଉଚ୍ଛେଦ ଦାବୀ
ବୌଦ୍ଧ : ବୌଦ୍ଧ ତହସିଲ୍ ଦହ୍ୟା ରାଜସ୍ୱ ସର୍କଲ ଅନ୍ତର୍ଗତ ସାନ ଡୁଙ୍ଗୁରିପାଲି ମୌଜାରେ କିଛି ପ୍ରଭାବଶାଳୀ ମୁଷ୍ଟିମେୟ ବ୍ୟକ୍ତି ସର୍ବ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଜମିକୁ ଜବରଦଖଲ କରିଥିବା ହେତୁ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖିନ୍ନ ହେଉଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ!-->…
Read More...
Read More...
ପଥରଖଣ୍ଡି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ
ବୌଦ୍ଧ,୨୦/୯ - କଣ୍ଟାମାଳ ବ୍ଲକ୍ ଘିକୁଣ୍ଡି ଗ୍ରାମ ପଂଚାୟତର ପଥରଖଣ୍ଡି ଗ୍ରାମରେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ସଂକ୍ରମଣ ରୋକିବା ପାଇଁ ଘିକୁଣ୍ଡି ସରପଞ୍ଚ ପ୍ରମିଳା ଷାଣ୍ଢ ପଥରଖଣ୍ଡି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଆଜି ସକାଳ ୮ ଘଣ୍ଟା ଠାରୁ!-->…
Read More...
Read More...
ହରଭଙ୍ଗା ବ୍ଲକର ଉପାନ୍ତ ଗାଁର ସମସ୍ୟା : ୭ଟି ପାହାଡ ଓ ୩କୋସ ବାଟ ପାରି ହେଲେ ମିଳେ ଭତ୍ତା, ରାସନ ଓ ସ୍ୱାସ୍ଥ୍ୟସେବା
ହରଭଙ୍ଗା : ବୌଦ୍ଧ ଜିଲ୍ଲାର ବଣପାହାଡ ଘେରା ଦୁର୍ଗମ ପଞ୍ଚାୟତ ଆଡେନିଗଡର ଉପାନ୍ତ ଅଂଚଳ ହେଉଛି କଣ୍ଡରା, କାଚୁପଦୁ, ସୁଲକେଟି, ବାଙ୍କୁପାଜୁ, ରସାଦି ଆଦି ୫ ଖଣ୍ଡ ଆଦିବାସୀ ଗ୍ରାମ । ଏହି ବନବାସୀମାନେ ଭତ୍ତା ଓ ଟଙ୍କାକିଆ ଚାଉଳ ପାଇଁ ୭ଟି ପାହାଡ ଚଢି ୩କୋସ ବାଟ ଦେଇ ପାଦରେ ଚାଲିଚାଲି!-->…
Read More...
Read More...
ଗଜପତିରେ ପୁଣି ୧୬ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨୦/୯- ଗଜପତିରେ ପୁଣି ୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ମୋହନା ବ୍ଲକରୁ ୩ ଜଣ,ଗୋଶାଣୀ ବ୍ଳକରୁ ୪ ଜଣ,କାଶୀନଗର ବ୍ଳକରୁ ଜଣେ, ରାୟଗଡା ବ୍ଳକରୁ ଜଣେ ,ପାରଳା ପୌର ପରିଷଦରୁ ୩ ଜଣ, ଆର ଉଦୟଗିରି ବ୍ଳକରୁ ୪ଜଣ ଚିହ୍ନଟ!-->…
Read More...
Read More...
ସମ୍ବଲପୁରରେ ପୁଣି ୧୦୭ ନୂଆ ପଜିଟିଭ ଚିହ୍ନଟ: ମହାନଗର ଅଞ୍ଚଳରେ ଶବସତ୍କାର ପାଇଁ ସ୍ଥାନାଭାବରୁ ଉଦବେଗ
ସମ୍ବଲପୁର :ଆଜିକୁ ମିଶାଇ ଲଗାୟତ ୯ ଦିନ ହେଲା ପ୍ରତିଦିନ ଶତାଧିକ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଜନସାଧାରଣଙ୍କ ମନରେ ଛନକା ପଶିବା ସହିତ ପ୍ରଶାସନିକ ସ୍ତରରେ ମଧ୍ୟ ଉଦବେଗ ପ୍ରକାଶ ପାଇଛି । ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ପୁଣି ୧୦୭ ଜଣ ନୂଆ ପଜିଟିଭ!-->…
Read More...
Read More...
ବୌଦ୍ଧ : ଚିହ୍ନଟ ହେଲେ ନୂଆ ୪୭ କରୋନା ଆକ୍ରାନ୍ତ, ଡେଇଁଲା ୧୪୦୦
ବୌଦ୍ଧ: ଆଜି ପୁଣି ନୂତନ ୪୭ ଜଣ କରୋନା ଆକ୍ରାନ୍ତ ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ୪୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆଜି ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୪୧୬ ରେ ପହଞ୍ଚିଲା । ଜିଲ୍ଲାରେ ମୋଟ୍ ୯୪୧ ଜଣ!-->…
Read More...
Read More...
ରାଜ୍ୟରେ ପୁଣି ୪୩୩୦ କରୋନା ପଜିଟିଭ ଚିହ୍ନଟ, ୧୦ ମୃତ
ଭୁବନେଶ୍ୱର : ଓଡିଶାରେ ଗତ ୨୪ ଘଣ୍ଟାରେ ୪୩୩୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡିକ ମଧ୍ୟରୁ ୧୭୭୪ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୫୫୬ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ!-->…
Read More...
Read More...