Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନାରେ ବରିଷ୍ଠ ଆଇନଜୀବୀ ପ୍ରଦୀପ ହୋତାଙ୍କ ଦେହାନ୍ତ
ସୋନପୁର,୧୩/୧୦ : ସହରର ଗଡ଼ଭିତରର ବରିଷ୍ଠ ଆଇନଜୀବୀ ତଥା ସହକାରୀ ସରକାରୀ ଓକିଲ ପ୍ରଦୀପ କୁମାର ହୋତା (୬୨) ଙ୍କର ଗତକାଲି ଭୂବନେଶ୍ୱରର କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଦୀର୍ଘ ୧୨ଦିନଧରି ମହାମାରୀ କରୋନା ସହ ଲଢ଼ୁଥିବା ଅବସ୍ଥାରେ ଗତକାଲି ଅପରାହ୍ନ ୩ଟା!-->…
Read More...
Read More...
ରାଜ୍ୟରେ ପୁଣି ୨୨୭୫ କରୋନା ପଜିଟିଭ ଚିହ୍ନଟ, ୧୭ ମୃତ
ଭୁବନେଶ୍ୱର ୧୩ ।୧୦: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୨୨୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୬୯୩୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ!-->…
Read More...
Read More...
ବିଦ୍ୟାଳୟ ବନ୍ଦ ନ କରିବାକୁ ଜିଲାପାଳଙ୍କୁ ଦାବିପତ୍ର
ବୌଦ୍ଧ,୧୩/୧୦ - ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମ ପଂଚାୟତ ଅନ୍ତର୍ଗତ କୁଟିଝାର ଗ୍ରାମରେ 1992 ମସିହାରେ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟରେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଓ ଏକ କିଲୋମିଟର୍ ଦୁରରେ ଅନ୍ୟ ବିଦ୍ୟାଳୟ ଥିବାରୁ ଉକ୍ତ ସ୍କୁଲ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରକଳ୍ପ!-->!-->!-->…
Read More...
Read More...
ବୌଦ୍ଧ : ହୋଇ ପାରୁନାହିଁ ଶିକ୍ଷକ ପଦୋନ୍ନତି, ଆଶାୟୀ ହତାଶ !
ବୌଦ୍ଧ,୧୩/୧୦ - ଓଡିଶାର ଅନ୍ୟ ଜିଲ୍ଲା ମାନଙ୍କରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତି ହୋଇ ପାରୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି l ଲେଭେଲ୍ V (A )ରୁ V (B) କୁ ଓ ଲେଭେଲ୍ IV ରୁ ଲେଭେଲ୍ III କୁ ପଦୋନ୍ନତି ଦୀର୍ଘ ବର୍ଷ ଧରି ହେଉ ନଥିବାରୁ ପଦୋନ୍ନତି!-->…
Read More...
Read More...
ରାସ୍ତାରେ ଦବିଲା ସାର ବୋଝେଇ ଟ୍ରକ
ବୌଦ୍ଧ ,୧୩/୧୦- ଆଜି ସକାଳ ପ୍ରାୟ ଘ 6. 30 ମିନିଟ ସମୟରେ ବୌଦ୍ଧ ସହର ଉପକଣ୍ଠରେ ଥିବା ସରସରା ଗ୍ରାମ ପଂଚାୟତର ସାନ ବଙ୍କାପଡା ଗ୍ରାମ ରାସ୍ତାରେ ଗୋଟିଏ ସାର ବୋଝେଇ ଟ୍ରକ ଚକ ଦବି ଯିବାରୁ ଯାତାୟତରେ ପ୍ରତିବନ୍ଧକ ହେଉଛି l ମିଳିଥିବା ସୂଚନା ଅନୁଯାୟୀ ଦୁଇଟି ଟ୍ରକରେ 300 ବସ୍ତା!-->!-->!-->…
Read More...
Read More...
କାର୍ ଧକ୍କାରେ ବାଳକ ମୃତ
ବୌଦ୍ଧ,୧୩/୧୦- ପୁରୁଣାକଟକ ଥାନା ଚାରିଛକ ଦମକଳ କେନ୍ଦ୍ର ସମ୍ମୁଖରେ ଗୋଟିଏ କାର୍ ଧକ୍କାରେ ଜଣେ 5 ବର୍ଷୀୟ ବାଳକର ଗତକାଲି ମ୍ରୁତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଚାରିଛକର ସରୋଜ ବେହେରାଙ୍କ ପୁଅ ରଣଜିତ୍ (5 ବର୍ଷ) ରାସ୍ତା ପାର ହେଉଥିବା ସମୟରେ ଫୁଲବାଣୀରୁ!-->!-->!-->…
Read More...
Read More...
ଡକରବାଡ଼ି ଗ୍ରାମର ଗୋଟିଏ କିଲୋମିଟର ରାସ୍ତା ଖରାପ ୩ କିଲୋମିଟର ବଦଳରେ ୭ କିଲୋମିଟରରାସ୍ତାରେ ଯାଉଛନ୍ତି ଗ୍ରାମବାସୀ
ଦାରିଙ୍ଗବାଡ଼ି,୧୨/୧୦- ଉପାନ୍ତ ଅଂଚଳର ରାସ୍ତା ଅବସ୍ଥା ଆଜି ପର୍ଯ୍ୟନ୍ତ ସୁଧୁରୀ ପାରିଲାନାହିଁ । ରାସ୍ତା ନଥିବା ଯୋଗୁଁ ବହୁ ସମୟରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ ସୁଦ୍ଧା ଲୋକମାନଙ୍କ ଗମନାଗମନ ପାଇଁ ମନରେଗା ଯୋଜନାରେ ରାସ୍ତା ସଂଯୋଗୀକରଣ ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ!-->…
Read More...
Read More...
ଆହତ କାରଣରୁ ବାଦ୍ ପଡ଼ିଲେ ପନ୍ଥ
ଆବୁଧାବି: ଦିଲ୍ଲୀ କ୍ୟାପିଟାଲ୍ସକୁ ଦୁଇଟି ଧକ୍କା ଲାଗିଛି । ପଏଣ୍ଟ ଟେବୁଲ୍ରେ ଏହା ଦ୍ୱିତୀୟ ସ୍ଥାନକୁ ଖସିଥିବା ବେଳେ ଏହାର ଜଣେ ନିର୍ଭରଯୋଗ୍ୟ କ୍ରିକେଟର ଋିଷଭ ପନ୍ଥ ଆହତ ହୋଇଛନ୍ତି । ଆହତ କାରଣରୁ ତାଙ୍କୁ କେତୋଟି ମ୍ୟାଚ୍ ପାଇଁ ବାଦ୍ ଦିଆଯାଇଛି । ଅତିକମ୍ରେ ଗୋଟିଏ ସପ୍ତାହ ତାଙ୍କୁ!-->…
Read More...
Read More...
ସ୍ୱରୂପ ଓ ବିଜୟ ବିଜେଡିର ପ୍ରାର୍ଥୀ
ଭୁବନେଶ୍ୱର: ଗତକାଲି ଭାରତୀୟ ଜନତା ପାର୍ଟି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଉପ ନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛନ୍ତି । ବାଲେଶ୍ୱର ସଦର ପାଇଁ ଆଦୌ ଚର୍ଚ୍ଚାରେ!-->…
Read More...
Read More...
ବାତ୍ୟା ଆଶଙ୍କା : ୫ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋସାଗର ଉପରେ ଲଘୁଚାପ ବଳୟ ଅଧିକ ଘନିଭୂତ ହୋଇ ଅବପାତର ରୂପ ନେଇଛି । ଏବେ ଏହା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ଗମ୍ଭୀର ଅବପାତରେ ପରିଣତ ହୋଇ!-->…
Read More...
Read More...