Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତାରାପ୍ରସାଦ ବାହିନୀପତିଙ୍କ ଦିନିକିଆ ଗଜପତି ଗସ୍ତ
ପାରଳାଖେମୁଣ୍ଡି,୬/୯-ଗଜପତି ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଗଜପତି ଜିଲ୍ଲାର କାଶୀ ନଗର ବ୍ଳକର ବୃହତ ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ପରେ ପାରଳାଖେମୁଣି ଠାରେ ଥିବା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ!-->…
Read More...
Read More...
ଲଗାଣ ବର୍ଷାରେ ବ୍ୟାପକ ମୁଗ ଫସଲ ନଷ୍ଟ
ବୌଦ୍ଧ,୬/୯ - ଗତ ଅଗଷ୍ଟ ମାସ ୨୫ ତାରିଖରୁ ଆରମ୍ଭ ହୋଇ ତିନିଦିନ ଧରି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଫସଲର କ୍ଷୟକ୍ଷତି ହୋଇଛି । ଖରିଫ ଧାନ ଚାଷ ବ୍ୟତୀତ ଢିପ ଓ ଆଟ ଜମି ମାନଙ୍କରେ ହୋଇଥିବା ବର୍ଷା ଦିନିଆ ମୁଗ ଫସଲର ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା!-->…
Read More...
Read More...
ମୁଣ୍ଡାପଡାରେ ଛତୁ ଚାଷ ତାଲିମ ଶିବିର
ବୌଦ୍ଧ,୬/୯ - ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ପଞ୍ଚାୟତର ପରିସରରେ ଥିବା ଅସ୍ଥାୟୀ କରୋନା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏସ.ବି.ଆଇ. ଆରସେଟି ଦ୍ୱାରା ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ୨୮ ଜଣ ମହିଳା ସଦସ୍ୟା ମାନଙ୍କ ୧୦ ଦିନିଆ ଛତୁ ଚାଷ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ସମୟରେ!-->…
Read More...
Read More...
ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା
ବୌଦ୍ଧ /ଜନ୍ହାପଙ୍କ,୬/୯- ବୋୖଦ୍ଧ ବ୍ଲକ୍ ପଦ୍ମନପୁର ଗ୍ରାମର ବାସିନ୍ଦା ତଥା ବରଗଡ ଜିଲ୍ଲାରେ କର୍ତବ୍ୟରତ ପୋଲିସ ଏ.ଏସ.ଆଇ. ମନୋଜ କୁମାର ହୋତା କରୋନାରେ ପ୍ରାଣ ହରାଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତ ଅଗଷ୍ଟ 19 ତାରିଖରେ ମନୋଜ ଶାରିରୀକ ଅସୁସ୍ଥତା ଅନୁଭବ କରିବାରୁ!-->!-->!-->…
Read More...
Read More...
ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର କୋଭିଡ ଡାକ୍ତରଖାନା ପରିଦର୍ଶନ
ଭାଜପା ପକ୍ଷରୁ ଅବ୍ୟବସ୍ଥା ଓ ଚିକିତ୍ସା ଅବହେଳା ଅଭିଯୋଗ ରଖାଗଲାସମ୍ବଲପୁର,୫/୯- ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ସମ୍ବଲପୁର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ । ତାଙ୍କ ସହିତ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ!-->…
Read More...
Read More...
ନୂଆ ୮୩ ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ଯା ୩୨୧୫ ହେଲା
ସମ୍ବଲପୁର,୫/୯- ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୩ ଜଣ ପଜିଟିଭ ଚିହ୍ନଟ ହେବା ପରେ ସମ୍ବଲପୁର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ଙ୍କ ସ°ଖ୍ଯା ୩୨୧୫ ହୋଇଛି । ଏମାନଙ୍କ ମଧ୍ୟରୁ ୧୫ ମୃତ ଓ ୨୩୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ଝ ହୁଅନ୍ତା, ଯଦି ଲୋକଙ୍କ ମଧ୍ୟରେ ସଚେତନତା ର ସ୍ତର ଆଉ!-->…
Read More...
Read More...
କନ୍ଧମାଳରେ ଆଜି ୩୮ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ,୫/୯ - କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୩୬୬ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୨୦୮୭ ଜଣ ସୁସ୍ଥ ହୋଇ!-->!-->!-->…
Read More...
Read More...
ଗଜପତିରେ ପୁଣି ୨୯ ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୫/୯- ଗଜପତିରେ ପୁଣି ୨୯ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା > ଗୋଶାଣି ବ୍ଲକରୁ ୪ ଜଣ, ଗୁମ୍ମା ବ୍ଳକରୁ ଜଣେ,କାଶୀ ନଗର ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୮ ଜଣ,ମୋହନା ବ୍ଲକରୁ ୯ ଜଣ,ନୂଆଗଡ ବ୍ଲକରୁ ୨ ଜଣ, ଆର ଉଦୟଗିରି ବ୍ଳକ!-->…
Read More...
Read More...
ବୌଦ୍ଧ : ଆଜି ୬୭ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟାହେଲା ୭୯୨
ବୌଦ୍ଧ,୫/୯ - ଆଜି ବୌଦ୍ଧଜିଲ୍ଲାରେ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହର ସମେତ ଜିଲ୍ଲାର ୧୯ ଗୋଟି ଗ୍ରାମରୁ ଉକ୍ତ କୋରନା ପଜିଟିଭମାନେ ଚିହ୍ନଟ ହୋଇଛନ୍ତି । ସିଡିଏମଓ ଡାକ୍ତର!-->…
Read More...
Read More...
ନିଲମ୍ବିତ ହେଲେ ବଲାଙ୍ଗୀର ଉପ ଜିଲ୍ଲାପାଳ
ବଲାଙ୍ଗୀର,୪/୯- ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ଜଣେ ଅଧସ୍ତନ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ ସରକାର ବଲାଙ୍ଗୀର ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କୁ ନିଲମ୍ବନ କରାଯିବା ସହ ଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାଟର ନ ଛାଡିବାକୁ ନିର୍ଦ୍ଦେର୍ଶ ଦିଆଯାଇଛି । ଅଭିଯୋଗ ଅନୁସାରେ ଉପ ଜିଲ୍ଲାପାଳ!-->…
Read More...
Read More...