Browsing Category

ରାଜ୍ୟ

ସମ୍ବଲପୁରରେ ଆଜି ପୁଣି ୮୩ ଜଣ ପଜିଟିଭ ଚିହ୍ନଟ: ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୬ ହେଲା

ସମ୍ବଲପୁର : ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୬ରେ ପହଞ୍ଚିଛି । ଗତ ଦୁଇଦିନ ଧରି ଦୈନିକ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା
Read More...

ରାଜ୍ୟରେ ପୁଣି ୩୦୨୫ ପଜିଟିଭ ଚିହ୍ନଟ, ୧୧ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଆଜି ରାଜ୍ୟରେ ୩୦୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୪୪ ଓ ସ୍ଥାନୀୟ ଅଂଚଳରୁ ୧୧୮୧ ଆକ୍ରାନ୍ତ ଅଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୬ ହଜାର ୫୬୧କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହିସବୁ
Read More...

ବୌଦ୍ଧ : ଆଜି ପୁଣି ୯ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଯେଉଁ ୯ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କଣ୍ଟାମାଳ ବ୍ଲକ୍ ଆମ୍ବଗାଆଁ ଗ୍ରାମ ପଂଚାୟତର ତେନ୍ତୁଳି ଖୁଣ୍ଟି ଗ୍ରାମରୁ ୨ ଜଣ,
Read More...

ଅଜଣା ଗାଡି ଧକାରେ ଜଣେ ଗୁରୁତର

ଦାରିଙ୍ଗବାଡ଼ି,୧/୯: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବଜାର ସାହି ୫୯ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଭାରତ ଗ୍ୟାସ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ଜଣକ ହେଲେ ବୁର୍ଜୁବାଡ଼ି ସାହିର ସିମନ ପ୍ରଧାନ(୫୨) । ସେ ଗୁରୁତର ହୋଇ
Read More...

ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ଭୃକ୍ଷେପ ନାହିଁ, ସାର କଳାବଜାର ଖୁଲମ୍ ଖୁଲା ଚାଲିଛି

ବୌଦ୍ଧ : ଗତ ଦୁଇ ଦିନ ତଳେ ସାର ବଣ୍ଟନରେ ଅନିୟମିତତା ଅଭିଯୋଗ ରେ ଜିଲ୍ଲାପାଳ ୬ ଜଣ ପ୍ୟାକ୍ସ ସମ୍ପାଦକ ଓ ୬ ଜଣ ଲାଇସେନ୍ସ ପ୍ରାପ୍ତ ଖୁଚୁରା ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତା ପରେ ଚାଷୀ ଆଶା କରୁଥିଲେ ସାର କଳାବଜାର କରୁଥିବା ଲୋକେ ଭୟ କରିବେ ଓ ଉଚିତ୍
Read More...

କରୋନାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବୌଦ୍ଧ - ବୌଦ୍ଧ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଆଜି ମୃତ୍ୟୁବରଣ କରିଥିବା ବେଳେ ପ୍ରଶାସନ ପ୍ରଚେଷ୍ଟାରେ ତାଙ୍କର ଶବ ସତ୍କାର କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହର ଖଲିଆବଗିଚା ର 44 ବର୍ଷ ବୟସ୍କ ଜଣେ ଯୁବକ କରୋନା ଆକ୍ରାନ୍ତ ଥାଇ ଆଜି ସକାଳେ ବୌଦ୍ଧ କୋଭିଡ
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ବୌଦ୍ଧ -ଆଜି ରାତି ପ୍ରାୟ 8 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ସରସରା ନିକଟରେ ଏକ ଅଜଣା ବୋଲେରୋ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ 8 ଘଣ୍ଟା ସମୟରେ ଚାରିଛକ ଅଭିମୁଖେ ଯାଉଥିବା ଗୋଟିଏ ଅଜଣା ବୋଲେରୋ ଚାଲି
Read More...

ପାଣିରେ ପଡି ମୃତ୍ୟୁ, ଥାନାରେ ମାମଲା ରୁଜୁ

ଫୁଲବାଣୀ,୩୦/୮- କନ୍ଧମାଳ ଜିଲ୍ଲାର ଖଜୁରିପଡା ଥାନା ସଦରମହକୁମା ଡଙ୍ଗିସାହି ଠାରେ ଏକ ଛୋଟପାଣି ଖାଲରେ ପଡି ଲାଇନପଡା ବପଲମେଣ୍ଡି ଗ୍ରାମର ସଭାଜନ ମଲିକ (୫୦) ଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି। ସଭାଜନ ଙ୍କ ପରିବାର ଜଣେ ଭାଇ ଖଜୁରୀପଡ଼ା ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ
Read More...

ଚାଲିଗଲେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା ।ଅଗଷ୍ଟ ୧୦ ତାରିଖ ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ
Read More...

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି । ବନ୍ୟାଞ୍ଚଳ ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ବହୁ ଜିଲ୍ଲା ଜଳମଗ୍ନ ହୋଇଛି । ଅନେକ ଗାଁ ବୁଡିଯାଇଥିବା ବେଳେ ଅସଂଖ୍ୟ
Read More...