ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

0 3,669

hiring

ବୌଦ୍ଧ -ଆଜି ରାତି ପ୍ରାୟ 8 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ସରସରା ନିକଟରେ ଏକ ଅଜଣା ବୋଲେରୋ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ 8 ଘଣ୍ଟା ସମୟରେ ଚାରିଛକ ଅଭିମୁଖେ ଯାଉଥିବା ଗୋଟିଏ ଅଜଣା ବୋଲେରୋ ଚାଲି ଚାଲି ଯାଉଥିବା ଜଣେ ଯୁବକଙ୍କୁ ପଛ ପାଖରୁ ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇ ଯାଇଛି l ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ମୃତ ଯୁବକଙ୍କ ପରିଚୟ ଜଣା ପଡ଼ିନାହିଁ ଓ ସେ ମଡେଲ୍ ଡ଼ିଗ୍ରୀ କଲେଜ୍ ରେ କାମ କରୁଥିବା କୁହାଯାଉଛି l

hiranchal ad1
Leave A Reply

Your email address will not be published.

eighteen + ten =