Browsing Category

ରାଜ୍ୟ

ସମ୍ବଲପୁର ମଣ୍ଡଳର ଇଞ୍ଜିନିୟରିଂଗ ବିଭାଗ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜିତ

ସମ୍ବଲପୁର : ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ, ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ ଅକ୍ଟୋବର-୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ
Read More...

ସମ୍ବଲପୁରରେ ଆଜି ୬୩ ଜଣ ନୂଆ ପଜିଟିଭ ଚିହ୍ନଟ: ଦିନକରେ ୩ ଜଣଙ୍କ ମୃତ୍ୟୁ ଓ ୧୪୯ ସୁସ୍ଥ

ସମ୍ବଲପୁର : ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୬୩ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ଓ ୧୪୯ ଜଣ ସୁସ୍ଥ ହୋଇ ଘରକୁ ଫେରି ଆସିଛନ୍ତି । ଏହାସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୫୯୩ ରେ ପହଞ୍ଚିଛି, ଏମାନଙ୍କ
Read More...

ଗଜପତିରେ ପୁଣି ୨୦ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୯/୮- ଗଜପତିରେ ପୁଣି ୨୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମାବ୍ଳକରୁ ଜଣେ, ଗୋଶାଣି ବ୍ଲକରୁ ଜଣେ, କାଶୀ ନଗର ବ୍ଳକରୁ ୩ ଜଣ, ମୋହନା ବ୍ଲକରୁ ଜଣେ, ପାରଳା ପୌର ପରିଷଦରୁ ୬ଜଣ ରାୟଗଡ ବ୍ଲକରୁ ୫ ଜଣ, ନୂଆଗଡ ଼ବ୍ଲକରୁ
Read More...

ବୌଦ୍ଧ : ଆଜି ୩୮ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୯/୮ - ଆଜି ବୌଦ୍ଧ ଜିଲ୍ଲାରେ ନୂତନ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ପୋଲିସ କଲୋନୀର ୪ ଜଣ, ବୌଦ୍ଧ ସହର ମଧ୍ୟରୁ ୧୨ ଜଣ, ବୌଦ୍ଧ ବ୍ଲକ୍‌
Read More...

ପୁଣି ୩୨୫୨ ନୂଆ ପଜିଟିଭ ଚିହ୍ନଟ, ରାଜ୍ୟରେ ଦିନକରେ ସର୍ବାଧିକ ୧୪ ମୃତ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୨୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୯୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ଏବେବି ସ୍ମୃତିରୁ ଲିଭିନି ୧୯୮୨ର ବନ୍ୟା ବିଭୀଷିକା : ପ୍ରବଳ ବର୍ଷା ଓ ବନ୍ୟାରେ ଭାସିଲା ହରଭଙ୍ଗା ବ୍ଲକ

ହରଭଙ୍ଗା : ୧୯୯୯ ମହାବାତ୍ୟା ପୂର୍ବରୁ ୧୯୮୨ ଅଗଷ୍ଟ ମାସରେ ଓଡିଶାରେ ହୋଇଥିଲା ପ୍ରଳୟଙ୍କରୀ ବନ୍ୟା । ପ୍ରଳୟ ପ୍ରୟୋଧୀ ଜଳରେ ଭାସିଥିଲା ସାରା ଓଡିଶା । ଘଟାଇଥିଲା ଅଦ୍ଭୁତପୂର୍ବ କ୍ଷୟକ୍ଷତି । ବନ୍ୟା ସୁଅରେ ଭାସି ଯାଇଥିଲା ଲକ୍ଷଲକ୍ଷ ଘର, ଉଜୁଡି ଯାଇଥିଲା ଲକ୍ଷଲକ୍ଷ ହେକ୍ଟର ଜମିର ଫସଲ ।
Read More...

କରୋନା ପଜିଟିଭ ଚିହ୍ନଟ ପରେ ଶିମିଳିଯୋରା ସଟ୍‌ଡାଉନ ଘୋଷିତ

ବୌଦ୍ଧ,୨୯/୮ - ଗତକାଲି କଣ୍ଟାମାଳ ବ୍ଲକ୍‌ ବରଗାଆଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଶିମିଳିଯୋରା ଗ୍ରାମରୁ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ପ୍ରଶାସନ ଠାରୁ ସୂଚନା ପାଇବା ପରେ ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚ ବେଲମତୀ ସେଠୀ ଶିମିଳିଯୋରା ଗ୍ରାମକୁ ଗତକାଲି ସକାଳ ୧୧ ଘଣ୍ଟା ଠାରୁ ଆସନ୍ତା
Read More...

କାର୍ – ବାଇକ ମୁହଁlମୁହିଁ ଧକ୍କା, ଜଣେ ଗୁରୁତର

ବୌଦ୍ଧ,୨୮/୮- ଆଜି ସନ୍ଧ୍ୟା ପ୍ରାୟ ଘ 6. 45 ମିନିଟ ସମୟରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ପଲସାଗୋରା କଲେଜ୍ ଛକ ବୁଲାଣି ନିକଟରେ କାର୍ ଓ ବାଇକ ମଧ୍ୟରେ ମୁହଁlମୁହିଁ ଧକ୍କା ହେବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା
Read More...

ସହାୟତା ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ

ବୌଦ୍ଧ,୨୮/୮ - ଆଜି ଦିନ ୧୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ ର ସିଙ୍ଗାରୀ ଢାବା ନିକଟରେ ହୋଇଥିବା ଦୁର୍ଘଟଣା ପରେ ମୃତକ ପରିବାରକୁ ସହାୟତା ଯୋଗାଇ ଦେବା ଦାବିରେ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡି ମାଲିକଙ୍କ ପ୍ରତିନିଧି ସହାୟତା ପ୍ରଦାନ ପାଇଁ
Read More...