Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ ବିଧାନସଭାରେ ପାରିତ
ଭୁବନେଶ୍ୱର: ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ ଆଜିବିଧାନସଭାରେ ପାରିତ ହୋଇଛି । ଭାରତୀୟ ଜନତା ପାର୍ଟିର ସଦସ୍ୟ ଏହି ବିଲ୍ ଆଲୋଚନା ସମୟରେ ଭାଗ ନେଇନଥିବା ବେଳେ କଂଗ୍ରେସ ସଦସ୍ୟମାନେ ଏହି ବିଲକୁ କଳା ବିଲ୍ କହିଛନ୍ତି । ଏହି ବିଲ୍କୁ ସଂଶୋଧନ ପାଇଁ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ!-->…
Read More...
Read More...
ଅକ୍ଟୋବର ଶେଷ ସପ୍ତାହରେ ହେବ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି
ଭୁବନେଶ୍ୱର: ପୂଜା ଛୁଟି ପରେ ରାଜ୍ୟରେ ସ୍କୁଲଗୁଡିକ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିଷ୍ପତ୍ତି ନେଇଥିବାରୁ ଚଳିତ ମାସ ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି । ତେବେ ଅକ୍ଟୋବର ଶେଷ ସୁଦ୍ଧା କରୋନା ସ୍ଥିତିକୁ!-->…
Read More...
Read More...
ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର
ଭୁବନେଶ୍ୱର : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ " ରକ୍ତ ଅଭାବରୁ ଜୀବନ ହାନି ନ ହେଉ" ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୧୦ ମଞ୍ଚେଶ୍ଵର ଶିଳ୍ପାଞ୍ଚଳ ଜଗନ୍ନାଥ ଲେପୋର୍ଶୀ କଲୋନୀ!-->…
Read More...
Read More...
କୋଟଗଡ ଠାକୁରାଣୀ ମନ୍ଦିର ରେ ମଦୁଆଙ୍କ ଉନ୍ମତକାଣ୍ଡ, ମନ୍ଦିର ର ମୁଖ୍ୟ ଦ୍ୱାର ମୁହଁରେ ପକାଇଲେ ଅଇଁଠା ମଦବୋତଲ
ବାଲିଗୁଡା,୬/୧୦- କୋଟଗଡ ବ୍ଲକ ଅବସ୍ଥିତ ବହୁ ପୁରାତନ ଠାକୁରାଣୀ ମନ୍ଦିର ଏବେ ମଦୁଆଙ୍କ ଚରାଭୂମି ପାଲଟିଛି |ପ୍ରକାଶ ଥାଉକି,ବହୁ ବର୍ଷ ପୂର୍ବରୁ ଗ୍ରାମବାସୀଙ୍କ ଦ୍ୱାରା ରାଜା ରାଜୁଡା ସମୟ ରୁ ପୂଜା ପାଇ ଆସୁଛନ୍ତି ମା ବୁଢ଼ୀ ଠାକୁରାଣୀ ଓ ଗ୍ରାମବାସୀ ଏହାର ରକ୍ଷଣ ବେକ୍ଷଣ କରୁଛନ୍ତି ହେଲେ!-->…
Read More...
Read More...
ବିଜୁଳି ଶୁକ୍ଲ ବୃଦ୍ଧି ପ୍ରତ୍ୟାହାର ଓ ଘନ ଘନ ବିଜୁଳି ବିଭ୍ରାଟକୁ ନେଇ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ
ପାରଳାଖେମୁଣ୍ଡି,୬/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିଜୁଳି ଶୁକ୍ଳ ବୃଦ୍ଧି ପ୍ରତ୍ୟାହାର, ଜିଲ୍ଲାରେ ବାରମ୍ବାର ବିଜୁଳି ବିଭ୍ରାଟ ଓ ଅଘୋଷିତ ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦରେ ପାରଳାଖେମୁଣ୍ଡିସ୍ଥିତ!-->…
Read More...
Read More...
ସୂଚନା ଫଳକ ଲାଗିଛି, ଗୋଷ୍ଠୀ କେନ୍ଦ୍ର ନାହିଁ
ବୌଦ୍ଧ/ଜହ୍ନାପଙ୍କ,୬/୧୦- ବୌଦ୍ଧ ବ୍ଳକର ବିଭିନ୍ନ ପଂଚାୟତର ଉନ୍ନୟନ କାର୍ଯ୍ୟରେ ସୂଚନା ଫଳକ ଲାଗୁନଥିବା ବେଳେ ଏହି ବ୍ଳକର ପଦ୍ମନପୁର ପଂଚାୟତ ପୂର୍ଣ୍ଣ ଚନ୍ଦ୍ର ହାଇସ୍କୁଲ ପଡିଆ ନିକଟରେ ସୂଚନା ଫଳକ ଲାଗିଥିବା ବେଳେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।!-->…
Read More...
Read More...
ସୁବର୍ଣ୍ଣପୁର: ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ବିରୁଦ୍ଧରେ ମହିଳାଙ୍କ ବିକ୍ଷୋଭ
ସୋନପୁର,୬/୧୦ : ଉତ୍ତର ପ୍ରଦେଶର ହାଥରସ୍ ଠାରେ ୧୯ବର୍ଷର ଦଳିତ ଝିଅପ୍ରତି ହୋଇଥିବା ଅମାନୁଷିକ ଗଣଦୁଷ୍କର୍ମ ଓ ପରିଶେଷରେ ହତ୍ୟା ଭଳି ଏକ ଘୃଣିତ କାର୍ଯ୍ୟ କରିଥିବା ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ!-->…
Read More...
Read More...
କାଠ ଚୋରାଚାଲାଣ ବେଳେ ବନ ବିଭାଗର ଚଢ଼ାଉ ଲକ୍ଷାଧିକ ଟଙ୍କାର ଶାଳ କାଠ ସହ ପିକ୍ଅପ୍ ଭ୍ୟାନ୍ ଜବତ
ବାଲିଗୁଡ଼ା,୬/୧୦: ଶାଳ ଚଉକାଠ ଚୋରାଚାଲାଣ ବେଳେ ବାଲିଗୁଡ଼ା ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବାଲିଗୁଡ଼ା ବନାଞ୍ଚଳର ସୁଡ୍ରା ଅଞ୍ଚଳରେ ଏସିଏଫ ଡ.ରୁଦ୍ର ପ୍ରସାଦ ରଥଙ୍କ ନେତୃତ୍ୱରେ ରାତ୍ରୀକାଳୀନ ପେଟ୍ରୋଲିଂ ଚାଲିଥିଲା । ସେହି ସମୟରେ କାଠ ଚୋରାଚାଲାଣ!-->…
Read More...
Read More...
ସଂକ୍ରମଣ କମିବା ସହିତ ସୁସ୍ଥତାହାର ବଢିଛି: ସମ୍ବଲପୁର ଜିଲ୍ଲାରେ ନୂଆ ୭୩ ପଜିଟିଭ ଚିହ୍ନଟ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ସ୍ଥିତିରେ ସାମାନ୍ୟ ଉନ୍ନତି ସହ ସଂକ୍ରମଣ କମିଛି ଓ ସୁସ୍ଥତାହାର ବଢିଛି, ଯାହାକି ବର୍ତ୍ତମାନ କରୋନା ସଂକଟକାଳରେ କିଛି ଆଶ୍ୱସ୍ତି ଆଣି ଦେଇଛି । ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲା ରେ ନୂଆ ପଜିଟିଭ!-->…
Read More...
Read More...
ବୌଦ୍ଧ : ଧୀରେ ଧୀରେ କମୁଛି ଆକ୍ରାନ୍ତ ସଂଖ୍ୟା, ଆଜି ୧୩ ଚିହ୍ନଟ
ବୌଦ୍ଧ,୬/୧୦ - ଦିନକୁଦିନ ବୌଦ୍ଧଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବାବେଳେ ଚଳିତ ସପ୍ତାହରେ ଏଥିରେ ଟିକିଏ ବ୍ରେକ୍ ଲାଗିଛି । ଆଜି ଜିଲ୍ଲାରେ ମୋଟ୍ ୧୩ ଜଣ ନୂତନ ଭାବରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।!-->…
Read More...
Read More...