Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର
ବୌଦ୍ଧ,୧୪/୯ - ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ର ଚାରିଛକ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲା ନରସିଂହପୁର ନିକଟ ସାନ ଗାଆଁ ଗ୍ରାମର ଦୁଇଜଣ ବ୍ୟକ୍ତି!-->…
Read More...
Read More...
ସବୁ ରେକର୍ଡ ଭାଙ୍ଗିଲା କରୋନା : ରାଜ୍ୟରେ ୪୧୯୮ କରୋନା ପଜିଟିଭ ଚିହ୍ନଟ, ୧୧ ମୃତ
ଭୁବନେଶ୍ୱର ୧୪ ।୦୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୧୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୫୦୦୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ସେଲ୍ଫି ନେବା ମହଙ୍ଗା ପଡିଲା, ପାଣିରେ ବୁଡି ଯୁବ ଇଂଜିନିୟରଙ୍କ ମୃତ୍ୟୁ
ବୌଦ୍ଧ : ଆଜି ସକାଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲୁଙ୍କୀ ଉପରେ ହୋଇଥିବା ପାଲଝାର୍ ଆନିକଟ୍ ନିକଟରେ ଏକ ଦୁଃଖଦାୟକ ଘଟଣା ଘଟି ଯାଇଛି । ପ୍ରକଳ୍ପ ନିକଟରେ ସେଲ୍ଫି ନେଉଥିବା ବେଳେ ମୋବାଇଲ ଫୋନ ହାତରୁ ଖସିପଡି ଥିଲା । ଫୋନକୁ ଉଦ୍ଧାର ପାଇଁ ସାଲୁଙ୍କୀ ନଦୀକୁ ଡେଇଁ ପଡିବା ଫଳରେ ନଦୀରେ!-->…
Read More...
Read More...
ପିତୃ ପକ୍ଷରେ ଆକାଶ ଛୁଆଁ ପନିପରିବା ଦର
ପାରଳାଖେମୁଣ୍ଡି,୧୪/୯- ବର୍ତ୍ତମାନ ସବୁଠାରେ ପିତୃପକ୍ଷ ପାଳନ ଚାଲିଛି ରୋଷେଇ ହେଉ କି ଛଞ୍ଚ । ଦେବାପାଇଁ ହେଉ ପିତୃ ପକ୍ଷ ଶ୍ର ।ଦ୍ଧ ବେଳେ ଅଧିକା ପନିପରିବା ଆବଶ୍ୟକ ହୁଏ ଏଣୁ ବର୍ତ୍ତମାନ ସ୍ଥିତିରେ ପାରଳାଖେମୁଣ୍ଡି ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଯାଇଛି । ଆଳୁ କେଜି ୩୫, ପିଆଜ ୨୫!-->…
Read More...
Read More...
ପାରଳା ବିଧାୟକଙ୍କ ଦ୍ୱାରା ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା
ପାରଳାଖେମୁଣ୍ଡି,୧୪/୯- ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡି ସହରର ୱାଡ଼ ନମ୍ବର ୪ ମୁତ୍ୟାଲୁ ସାହି ଠାରେ ଏକ ତ୍ରିନାଥ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟରେ ପାରଳା ବିଧାୟକ କେ ନାରାୟଣ ରାଓ ଯୋଗ ଦେଇ ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ । ଏହି ସାହିରେ ସ୍ଥାନୀୟ!-->…
Read More...
Read More...
ଗଜପତିରେ ପୁଣି ୧୪ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୪/୯- ଗଜପତିରେ ପୁଣି ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଲକରୁ ୪ ଜଣ,ଗୋଶାଣୀ ବ୍ଳକରୁ ୪ ଜଣ ପାରଳା ପୌର ପରିଷଦରୁ ୬ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ!-->…
Read More...
Read More...
ବୌଦ୍ଧ: ଆଜି ନୂଆ ୧୯ ଆକ୍ରାନ୍ତ ଚିହ୍ନଟ, ୧୧ଶହ ପାର୍ହେଲା କରୋନା
ବୌଦ୍ଧ,୧୪/୯ - ଆଜି ପୁଣି ନୂତନ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ଆଜିପର୍ଯ୍ୟନ୍ତ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୨ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ ମାନଙ୍କ!-->…
Read More...
Read More...
ଚକ ରାସ୍ତାରେ ଦବି ଫସିଲା ଟ୍ରକ
ବୌଦ୍ଧ /ଜନ୍ହାପଙ୍କ ,୧୩/୯- ଜାତୀୟ ରାଜପଥ 57ର ଜନ୍ହାପଙ୍କ ହାଇସ୍କୁଲ ଆଗରେ ଆଜି ସକାଳ ପ୍ରାୟ 12.30ସମୟରେ ଏକ ଚିପସ ଵୋଝେଇ ଟ୍ରକ ଭାସିଯାଇଥିଲା।ସୂଚନାଯୋଗ୍ୟ ଯେ ସୋନପୁର ପଟୁ ବୌଦ୍ଧ ପଟକୁ ଯାଉଥିବା ବେଳେ ଏହା ଘଟିଥିଲା।ତେବେ ଏଥିରେ ଗାଡ଼ିର କୌଣସି କ୍ଷତି ହୋଇନାହିଁ।ସନ୍ଧ୍ୟା 6 ଟା!-->!-->!-->…
Read More...
Read More...
ଗଜପତିରେ ପୁଣି ୧୬ ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି୧୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ମୋହନା ବ୍ଲକରୁ ୨ ଜଣ, ନୂଆଗଡ ବ୍ଳକରୁ ୪ ଜଣ ପାରଳା ପୌର ପରିଷଦରୁ ୬ ଜଣ, ରାୟଗଡ ବ୍ଳକରୁ ୨ ଜଣ,ଆର ଉଦୟଗିରି ବ୍ଳକ ରୁ ୨ଜଣ ଚିହ୍ନଟ ହୋଇଛନ୍ତି ।!-->…
Read More...
Read More...
କନ୍ଧମାଳରେ ପୁଣି ୮୬ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୮୪୪ ରେ ପହଂଚିଛି ।ସେଥିରୁ ଆଜି ପର୍ଯ୍ୟନ୍ତ ୨୩୩୭ ଜଣ ସୁସ୍ଥ ହୋଇ ସେମାନଙ୍କ!-->…
Read More...
Read More...