Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ-କୋଭିଡ୍ ଡାକ୍ତରଖାନାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ବୌଦ୍ଧ,୧୩/୯ - ବୌଦ୍ଧ କୋଭିଡ ଡାକ୍ତରଖାନାରେ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇ ନିଜ ଘର ହରଭଙ୍ଗା ବ୍ଲକ ମାଉଳିସିଙ୍ଗାରେ ହୋମ୍ ଆଇସୋଲେସନରେ ଥିବା ଜଣେ ଯୁବକ ଗତ ରାତିରେ ଗୁରୁତର!-->…
Read More...
Read More...
ଚର୍ଚ୍ଚାରେ ଲୋଇସଂହା ବିଧାୟକ ଡ. ମହାଲିଙ୍ଗ
ବଲାଙ୍ଗୀର,୧୩/୯- ବିଧାନସଭା ଅଧିବେଶନକୁ ଆଉ ଅଳ୍ପ ବାକି ଅଛି । ଏହି ଅଧିବେଶନ ପୂର୍ବରୁ ଲୋଇସଂହା ନିର୍ବାଚନ ମଣ୍ଡଳୀର ସାମୂହିକ ସମସ୍ୟା ଯାହା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ହେଲେ ଜନସାଧାରଣ ଉପକୃତ ହେବେ,ବୁଦ୍ଧିଜୀବୀଙ୍କ ଠାରୁ ପ୍ରସ୍ତାବ, ପରାମର୍ଶ ଲୋଡିଛନ୍ତି ଲୋଇସଂହା ବିଧାୟକ!-->…
Read More...
Read More...
ବୌଦ୍ଧ- କୋଭିଡ୍ ଡାକ୍ତରଖାନାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ବୌଦ୍ଧ,୧୩/୯ - ବୌଦ୍ଧ କୋଭିଡ ଡାକ୍ତରଖାନାରେ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇ ନିଜ ଘର ହରଭଙ୍ଗା ବ୍ଲକ ମାଉଳିସିଙ୍ଗାରେ ହୋମ୍ ଆଇସୋଲେସନରେ ଥିବା ଜଣେ ଯୁବକ କୌଣସି କାରଣରୁ ଗତ!-->…
Read More...
Read More...
୩ଟି ନଳକୂପ ଅଚଳ : ପାନୀୟ ଜଳ ପାଇଁ ଗାଁ ଲୋକେ ହନ୍ତସନ୍ତ
ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ମୁଣ୍ଡୋମହୁଲ ଗାଁରେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗ୍ରାମର ଜନସଂଖ୍ୟା ପ୍ରାୟ ଏକହଜାରରୁ ଅଧିକ ଥିବାବେଳେ ଗ୍ରାମରେ ମାତ୍ର ୪ଟି ନଳକୂପ ଅଛି । କିନ୍ତୁ ଏବେ ତିନୋଟି ନଳକୂପ ଖରାପ ଥିବାରୁ ପାନୀୟ!-->…
Read More...
Read More...
୧୪୧ ଜଣ ନୂଆ ପଜିଟିଭ ଚିହ୍ନଟ ସହ ସମ୍ବଲପୁର ଜିଲ୍ଲାରେ ସ୍ଥିତି ଗମ୍ଭୀର
ସମ୍ବଲପୁର : ବିଗତ ୨୪ଘଣ୍ଟା ମଧ୍ୟରେ ୧୪୧ ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ ସ୍ଥିତି ଗମ୍ଭୀର ଆଡକୁ ଗତିକରୁଛି । ଇତି ମଧ୍ୟରେ ଗତକାଲି ୩ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ସତ୍ତ୍ୱେ ପ୍ରଶାସନିକ ସ୍ତରରେ ମୃତକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୧୬ରେ ଅଟକି ରହିଛି । ଏପର୍ଯ୍ୟନ୍ତ ତାଜା!-->…
Read More...
Read More...
ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷାରେ ସଫଳତା
ପାରଳାଖେମୁଣ୍ଡି : ସଦ୍ୟ ପ୍ରକାଶିତ ଜେଇଇ ମେନ୍ ପରୀକ୍ଷାରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ବର୍ଷ ବିଦ୍ୟାଳୟର ୮ ଜଣ ଛାତ୍ର ଛାତ୍ରୀ ଜେଇଇ ଆଡ଼ଭାନ୍ସ ପାଇଁ କୃତକାର୍ଯ୍ୟ ହାସଲ କରିଛନ୍ତି । ଚଳିତ ବର୍ଷ ଜେଇଇ!-->…
Read More...
Read More...
ବୌଦ୍ଧ: ଆଜି ନୂତନ ୬୧ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୧୩/୯ - ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୬୧ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜିର ୬୧ ଜଣ ନୂତନ ପଜିଟିଭକୁ ମିଶାଇ ଜିଲ୍ଲାରେ ଆଜି ସୁଦ୍ଧା ୧୦୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଆଜି ଯେଉଁ ୬୧ ଜଣ!-->…
Read More...
Read More...
ବିଜେଡି ମହିଳା ପର୍ଯ୍ୟବେକ୍ଷକଙ୍କ ଗଜପତି ଗସ୍ତ
ପାରଳାଖେମୁଣ୍ଡି,୧୩/୯- ଗଜପତି ଜିଲ୍ଲାକୁ ବିଜେଡିର ମହିଳା ପର୍ଯ୍ୟବେକ୍ଷକ ବାସନ୍ତୀ ମହାପାତ୍ର ଗଜପତି ଗସ୍ତ କରିଛନ୍ତି । ଗଜପତିର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗୁମ୍ମା ବ୍ଳକ ଗସ୍ତ କରି ସେଠାକାର ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସହ ଆଲୋଚନା କରିଛନ୍ତି ।!-->…
Read More...
Read More...
ମୋଟର କର୍ମଚାରୀ ସଂଘର ସଭାପତି ହେଲେ ନୃସିଂହ ଚରଣ ପଟ୍ଟନାୟକ
ପାରଳାଖେମୁଣ୍ଡି,୧୩/୯- ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘର ନୂତନ ସଭାପତି ଭାବେ ପୂର୍ବତନ ନଗର ପାଳ ନୃସିଂହ ଚରଣ ପଟ୍ଟନାୟକ ଚୟନ ହୋଇଛନ୍ତି । ପୂର୍ବତନ ସଭାପତି ପି କ୍ରିଷ୍ଣାଙ୍କ ଦେହାନ୍ତ ପରେ ଏହି ପଦବୀଟି ଖାଲି ପଡିଥିଲା । ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ ନାରାୟଣ ରାଓ ଯୋଗ!-->…
Read More...
Read More...
ଗଦାପୁରଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ କାଉଣ୍ଟର ଉଦଘାଟନ
ଦାରିଙ୍ଗବାଡି,୧୩/୯: ଦାରିଙ୍ଗବାଡି ବ୍ଲକ ଗଦାପୁର ଠାରେ ଗତକାଲି ସନ୍ଧ୍ୟାରେ ଷ୍ଟେଟବ୍ୟାଙ୍କ ଏଟିଏମ୍ କାଉଣ୍ଟର ଶୁଭ ଉଦଘାଟନ ହୋଇଛି । ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀଗାଁ ଅଞ୍ଚଳରେ ଥିବା ଆଠଟି ଗ୍ରାମ ପଞ୍ଚାୟତ କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡ଼ା, ବ୍ରାହ୍ମଣୀଗାଁ, ଗଦାପୁର,!-->…
Read More...
Read More...