Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ବଲପୁର ରେଳବାଇ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜିତ
ସମ୍ବଲପୁର : ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜନ କରାଯାଇଅଛି । ୧୫ ସେପ୍ଟେମ୍ବର ୨୦୨୦ରେ ପୂର୍ବତଟ ରେଳପଥ!-->…
Read More...
Read More...
ଗଜପତିରେ ପୁଣି ୯ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ମୋହନା ବ୍ଲକରୁ ଜଣେ, ଗୋଶାଣୀ ବ୍ଳକରୁ୨ ଜଣ, ପାରଳା ପୌର ପରିଷଦରୁ ୨ ଜଣ, ଗୁମ୍ମା ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ଜଣେ, ନୂଆଗଡ ବ୍ଳକରୁ ଜଣେ!-->…
Read More...
Read More...
ପାରଳାଖେମୁଣ୍ଡିରେ ୧୬ରୁ ତିନିଦିନିଆ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,(ହୀ.ପ୍ର): କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କେତେଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳାଖେମୁଣ୍ଡି ପୌରାଞ୍ଚଳରେ ଆସନ୍ତାକାଲିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସେରୋ!-->…
Read More...
Read More...
ପରୀକ୍ଷାର୍ଥୀଙ୍କୁ ନେଇ ଫେରୁଥିବା କାର୍ ଦୁର୍ଘଟଣା
ବୌଦ୍ଧ / ବାଉଁଶୁଣି : ଆଜି ଦିନ ପ୍ରାୟ ଘ୧୨. ୩୦ ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ ର ସିଙ୍ଗାରୀ ଛକ ନିକଟରେ ଗୋଟିଏ ଓମିନି କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି : ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ପଦରପଡା ଅଂଚଳରୁ ୭ ଜଣ!-->…
Read More...
Read More...
ସମ୍ବଲପୁରରେ ୧୨୭ ଜଣ ନୂଆ ପଜିଟିଭ ଚିହ୍ନଟ: ଲଗାୟତ ୪ର୍ଥ ଦିନ କରୋନା ଶତକ ଯୋଗୁଁ ସ୍ଥିତି ସଙ୍କଟାପନ୍ନ
ସମ୍ବଲପୁର : ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟ ରେ ସମ୍ବଲପୁର ଜିଲ୍ଲାରେ ୧୨୭ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ବିଗତ ୪ଦିନ ହେଲା ପ୍ରତିଦିନ ଶତାଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହେଲା ପରେ ଏଠାରେ ସ୍ଥିତି ସଙ୍କଟାପନ୍ନ ହୋଇପଡିଛି । ପୁଣି ପ୍ରତିଦିନ କେହି ନା କେହି!-->…
Read More...
Read More...
ସଂସଦ ଭବନରେ ସମ୍ବଲପୁରୀ ମାସ୍କ ପହଞ୍ଚିଲା
ସମ୍ବଲପୁର : ବର୍ତ୍ତମାନ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ମୁହଁ ରେ ମାସ୍କ ପରିଧାନ ଅନିବାର୍ଯ୍ୟ ହୋଇ ପଡିଛି । ଏହାର ସୁଯୋଗ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ୫୦୦ ରୁ ଉର୍ଦ୍ଧ୍ୱ ସମ୍ବଲପୁରୀ ମାସ୍କ ସଂଗ୍ରହ କରି ଲୋକସଭା ସଦନର ସମସ୍ତ ସଦସ୍ୟମାନଙ୍କୁ ପ୍ରଦାନ କରିଛନ୍ତି । ବୟନିକା!-->…
Read More...
Read More...
ପାରଳାଖେମୁଣ୍ଡି ସହରରେ ବୁଲାକୁକୁର ଉପଦ୍ରବ
ପାରଳାଖେମୁଣ୍ଡି,୧୫/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁଦିନ ବୁଲା କୁକୁରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଯାହାଫଳରେ ଜନ ସାଧାରଣ ଯିବା ଆସିବା କରିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ବିଭିନ୍ନ ଛକ ଜାଗା ମାନଙ୍କରେ ମାଳ ମାଳ କୁକୁର ଦେଖିବାକୁ!-->…
Read More...
Read More...
ବୌଦ୍ଧରେ ଆଜି ୩୦ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୧୫/୯ - ଆଜି ବୌଦ୍ଧଜିଲ୍ଲାରେ ଆଉ ୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩୦ ପଜିଟିଭଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାରେ ପରୀକ୍ଷା କରିଥିବା ୨୯ ଜଣ ଅନ୍ତର୍ଭୁକ୍ତ ଥିବାବେଳେ ଜିଲ୍ଲା ବାହାରେ ପରୀକ୍ଷା କରାଇ ଅନ୍ୟ!-->…
Read More...
Read More...
ପାଲଝାର୍ ଫାର୍ମ, ଆଶ୍ୱିନ ମାସରେ ଚାଲିଛି ପଲ୍ହା ମରା କାମ
ବୌଦ୍ଧ,୧୫/୯ –ବୌଦ୍ଧବ୍ଲକ୍ ବଘିଆପଡା ନିକଟରେ ଥିବା କୃଷି ବିଭାଗର ପାଲଝାର୍ ଫାର୍ମ କିଛି ବର୍ଷ ହେଲା ସବୁବେଳେ ଚର୍ଚ୍ଚାରେ । ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଦୁର୍ନୀତି ହେଉ କି ଫାର୍ମ ପରିଚାଳନାରେ ଅବହେଳା ହେଉ ସବୁ ବେଳେ ଆଲୋଚନାର ଖୋରାକ୍ ଯୋଗାଇ ଆସୁଛି ଏ ସରକାରୀ ଫାର୍ମ ।!-->…
Read More...
Read More...
ଗାଆଁ ଦାଣ୍ଡରେ କେନାଲ ପାଣିର ସୁଅ ଛୁଟୁଛି !
ବୌଦ୍ଧ,୧୫/୯ - ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗାଆଁ ଦାଣ୍ଡରେ ଅନବରତ ବୋହି ଚାଲିଛି ସାଲୁଙ୍କୀ ଜଳ ସେଚନ ପ୍ରକଳ୍ପର କେନାଲ ପାଣି । କେନାଲ ମରାମତିରେ ଅବହେଳା ଓ ଜଳ ସେଚନ ବିଭାଗର ଖାମଖିଆଲି କାର୍ଯ୍ୟ ଯୋଗୁଁ ଦୀର୍ଘ ଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି!-->…
Read More...
Read More...