Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହାନଦୀରେ ଦ୍ୱିତୀୟ ବନ୍ୟା : ଅଧା ହରଭଙ୍ଗା ବ୍ଲକ ଜଳମଗ୍ନ, ବ୍ୟାପକ କ୍ଷୟକ୍ଷତି
ହରଭଙ୍ଗା: ତିନିଦିନ ଧରି ହରଭଙ୍ଗା ବ୍ଲକ ଅଂଚଳରେ ଲଘୁଚାପଜନିତ ଲଗାଣ ବର୍ଷା ହେବା ସହ ତେଲନଦୀ ଓ ମହାନଦୀରେ ବନ୍ୟା ଆସି ହରଭଙ୍ଗା ବ୍ଲକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ ଏକର ଏକର ଧାନ ଜମି ଜଳମଗ୍ନ ହୋଇଛି । ବନ୍ୟା ଯୋଗୁଁ ହରଭଙ୍ଗା-ବୌଦ୍ଧ ମଧ୍ୟରେ ଥିବା ଜଗନ୍ନାଥ!-->…
Read More...
Read More...
ଚଳନ୍ତା ପିକଅପ୍ ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ୩ ଜଣ
ବୌଦ୍ଧ,୨୭/୮ - ଦୁଇଦିନ ଧରି ପ୍ରବଳ ବର୍ଷାରେ ବୌଦ୍ଧଜିଲ୍ଲାରେ ଜନଜୀବନ ଠପ୍ ହୋଇପଡିଛି । ଏଭଳି ପରିସ୍ଥିତିରେ ଗତକାଲି ଗୋଟିଏ ବିଶାଳ ଆମ୍ବ ଗଛ ରାସ୍ତାରେ ଯାଉଥିବା ଗୋଟିଏ ମହିନ୍ଦ୍ରା ପିକ୍ ଅପ୍ ଭେନ ଉପରେ ପଡି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନମ୍ବର୍!-->…
Read More...
Read More...
ନାହିଁ ନାହିଁର ଗାଁ ସିଂଜାକୁଟୀ ଦୀର୍ଘବର୍ଷ ଧରି ଅଭିଶପ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ୨୩…
ଦାରିଙ୍ଗବାଡ଼ି/ବାଲିଗୁଡ଼ା, 27/8: ସହରାଂଚଳରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଠି ବିକାଶ କରିବାପାଇଁ ରାଜ୍ୟ ସରକାର ଜୋରଦାର୍ ଉଦ୍ୟମ ଚଳାଇଛନ୍ତି ଓ କାଗଜପତ୍ରରେ ରାଜ୍ୟସରକାର ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିକାଶ କରିଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ।କିନ୍ତୁ କନ୍ଧମାଳ!-->…
Read More...
Read More...
ଲଗାଣ ବର୍ଷା ଯୋଗୁଁ ଚାଷଜମି ଜଳମଗ୍ନ, ଶଗଡିଆ ସେତୁ ଉପରେ ୨ ଫୁଟ ବନ୍ୟାଜଳ ପ୍ରବାହିତ ହରଭଙ୍ଗା-ଚାରିଛକ ଯୋଗାଯୋଗ…
ହରଭଙ୍ଗା,୨୬/୮- ଦୁଇଦିନ ଧରି ହରଭଙ୍ଗା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ମହାନଦୀ ଜଳ ବଢିବାରେ ଲାଗିଛି । ଫଳରେ ହରଭଙ୍ଗା ବ୍ଲକର ହରଭଙ୍ଗା, କୁଶଙ୍ଗ, ଧଳପୁର, ସଙ୍କୁଲେଇ, ମଥୁରା, ସାଂପୋଚ ଆଦି ପଞ୍ଚାୟତର ୩୩ଟି ରାଜସ୍ୱ ଗ୍ରାମର!-->…
Read More...
Read More...
୨୦ ଘଣ୍ଟା ଧରି ମନମୁଣ୍ଡା ଅଂଚଳର ୫୦ ଖଣ୍ଡ ଗାଆଁ ଅନ୍ଧାରରେ
ବୌଦ୍ଧ,୨୬/୮ - ଗତକାଲି ଅପରାହ୍ନ ସମୟରୁ ମନମୁଣ୍ଡା ଠାରୁ ଆରମ୍ଭକରି ପଲସାଗୋରା ଲମ୍ବସରୀ ଯାଏଁ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଗ୍ରାମରେ ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ମନମୁଣ୍ଡା ବିଦ୍ୟୁତ ଉପଖଣ୍ଡର କର୍ମଚାରୀମାନେ କାହିଁକି ଏଭଳି ପରିସ୍ଥିତି ହୋଇଛି ଓ!-->…
Read More...
Read More...
ସମ୍ବଲପୁର ରେଳମଣ୍ଡଳରେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ଆୟୋଜିତ
ସମ୍ବଲପୁର : ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳ ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ ଅକ୍ଟୋବର-୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ!-->…
Read More...
Read More...
ଗଜପତିରେ ଆଜି ପୁଣି ୪୧ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨୬/୮- ଗଜପତିରେ ପୁଣି ୪୧ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୫ ଜଣ, ଗୁମ୍ମାବ୍ଳକରୁ ୪ଜଣ, ପାରଳା ପୌର ପରିଷଦରୁ ୧୦ ଜଣ,ରାୟଗଡ ବ୍ଳକରୁ ୧୭ଜଣ, କାଶୀନଗର ବ୍ଳକରୁ ୪ ଜଣ,ନୂଆଗଡ଼ ବ୍ଲକରୁ ଜଣେ ଚିହ୍ନଟ ହୋଇଥିବାର!-->…
Read More...
Read More...
ବର୍ଷାରେ ବେହାଲ ସୁବର୍ଣ୍ଣପୁର
ସୋନପୁର,୨୬/୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ କ୍ରମାଗତ ବର୍ଷା ଯୋଗୁଁ ସମସ୍ତ ନାଳ ବର୍ଷା ପାଣିରେ ପୁରିଉଠି ସମସ୍ତ ତଳି ଅଞ୍ଚଳରେ ନାହିଁନଥିବା ପରିସ୍ଥିତି ସୃଷ୍ଟି କରିଛି । ଏପରିକି ସହରର ୱ ।ର୍ଡ଼ ନଂ-୧୦ ଅନ୍ତର୍ଗତ ପଟାଭାଡି ଅଞ୍ଚଳରେ!-->…
Read More...
Read More...
ବୌଦ୍ଧ : ଆଜି ୪ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୬/୮ - ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଯେଉଁ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଚାରିଛକର ୨ ଜଣ, ଗମ୍ଭାରୀ ପଦର ଗ୍ରାମର ୧ ଜଣ ଓ ବୌଦ୍ଧ!-->…
Read More...
Read More...
ହରଭଙ୍ଗା ବ୍ଲକରେ ଲଗାଣ ବର୍ଷାରେ ସ୍ଥିତି ବେହାଲ୍ ,୧୦ଟି ପରିବାର ଲୋକେ ଦୁଇଦିନ ହେଲା ଜଳବନ୍ଦୀରେ
ବୌଦ୍ଧ,୨୬/୮ - ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବର୍ଷା ବିତ୍ପାତରେ ବ୍ୟାପକ ପରିମାଣରେ ଘରଦ୍ୱାରା ଭାଙ୍ଗିବା ସହିତ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ହରଭଙ୍ଗା ବ୍ଲକର ବାମଣ୍ଡା!-->…
Read More...
Read More...