Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭଦ୍ରକ ସାଂସଦ ମଞ୍ଜୁଲତା କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ପ୍ରାରମ୍ଭିକ ଲକ୍ଷଣ ଜଣାପଡିବା ପରେ କୋଭିଡ ଟେଷ୍ଟ କରାଇଥିଲି,ଏବେ ରିପୋର୍ଟ ପଜିଟିଭ ଆସିଛି । ତେବେ ମୋର ସୁସ୍ଥ ଭଲ ଅଛି । ଅନ୍ୟ!-->…
Read More...
Read More...
ଦିନକରେ ଟେଷ୍ଟ ଟପିଲା ୬୦ହଜାର ୨୮୧୯ ନୂଆ କରୋନା ପଜିଟିଭ ଚିହ୍ନଟ, ୯ ମୃତ୍ୟୁ
ଭୁବନେଶ୍ୱର : କରୋନା ସଂକ୍ରମଣର ସ୍ଥିତି କେବେ ରୋକିବ ଏହାକୁ ନେଇ ଏବେ ସାରା ଦେଶରେ ସଂଶୟ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ମଧ୍ୟ ଏହା ବଡ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଗଞ୍ଜାମ ପରେ ଏବେ ଖୋର୍ଦ୍ଧା ଜିଲ୍ଲାରେ ଏହାର ବିସ୍ଫୋରକାତ୍ମକ ସ୍ଥିତି ପହଞ୍ଚିଛି । ଏହାକୁ ପ୍ରତିହତ ପାଇଁ!-->…
Read More...
Read More...
ନୂଆଖାଇ ପାଇଁ ନିର୍ମାଣ ହେଲା କ୍ଷୁଦ୍ର ଚଳଚ୍ଚିତ୍ର “ସଲଖିଲା ଜୀବନ’
ବୌଦ୍ଧ - ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଭାଇଚାରାର ଗଣପର୍ବ ନୂଆଖାଇ । ଏହାକୁ ନେଇ ବୌଦ୍ଧ ଜିଲ୍ଲାରେ ନିର୍ମାଣ ହୋଇଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର "ସଲଖିଲା ଜୀବନ' । ପ୍ରାଚୀନ ପରମ୍ପରାକୁ ବଜାୟ ରଖିବା ସହିତ ଉଚ୍ଚ ନୀଚ ଭେଦ ଭାବ ନ ରଖି ଭାଇ ଭାଇ ସମ୍ପର୍କରେ ନୂଆଖାଇ ପାଳିବା ନେଇ ବାର୍ତ୍ତା!-->…
Read More...
Read More...
ହୀରାଞ୍ଚଳର ପ୍ରଭାବ : ପରିତ୍ୟକ୍ତ ନଳକୂପ ହେଲା ମରାମତି
ବୌଦ୍ଧ /ବାଉଁଶୁଣି- କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର ଦେଉଳି ଗ୍ରାମରେ ରାସ୍ତା କଡରେ ଥିବା ଗୋଟିଏ ନଳକୂପ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା । ଏ ସମ୍ପର୍କରେ ଖବର ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭ୍ରେ ପ୍ରସାରିତ ହେବାପରେ ପ୍ରଶାସନ!-->…
Read More...
Read More...
ସାମାଜିକ ଦୂରତା ରକ୍ଷା କରି ଗଣେଶ ପୂଜା ପାଳିତ
ବୌଦ୍ଧ /ବାଉଁଶୁଣି - କରୋନା ପାଇଁ ଜିଲ୍ଲାରେ ଗଣେଶ ପୂଜାର ମହକ ଫିକା ପଡି ଯାଇଥିବା ବେଳେ କେତେକ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ଗଣେଶ ପୂଜା ପାଳିତ ହୋଇଛି । ବାଉଁଶୁଣି ବୌଦିଆପଦା ଫ୍ରେଣ୍ଡସିପ ଅନ୍ ଲିମିଟେଡ ଗ୍ରୁପ୍ ତରଫରୁ ଆଜି ସାମାଜିକ ଦୂରତା ରକ୍ଷା କରି ଗଣେଶ ପୂଜା ପାରମ୍ପରିକ!-->…
Read More...
Read More...
ସମ୍ବଲପୁର ମହାନଗର ଅଞ୍ଚଳରେ ସ୍ଥିତି ପୁଣି ସଙ୍କଟାପନ୍ନ: ଆଜିକାର ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୪୫ ରହିଛି
ସମ୍ବଲପୁର:ଆଜିକାର ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୪୫ ଘୋଷଣା କରାଯାଇଛି ଓ ଏହା ସହିତ ସମ୍ବଲପୁର ମହାନଗର ଅଂଚଳର ପୁଣି ସଙ୍କଟାପନ୍ନ ହୋଇଛି । ଏଠାରେ ଗତ ପ୍ରାୟ ଦଶ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଅନେକାଂଶରେ ନିୟନ୍ତ୍ରଣରେ ରହିଲା ପରେ ସ୍ଥିତି ପୁଣି ସଙ୍କଟାପନ୍ନ ଆଡ଼କୁ ଗତି କରୁଛି । ଆଜି ଗଣେଶ!-->…
Read More...
Read More...
ଗଜପତିରେ ପୁଣି ୬୨ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୬୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୫ ଜଣ, ଗୁମ୍ମାବ୍ଳକରୁ ୭ ଜଣ, ପାରଳା ପୌର ପରିଷଦରୁ ୨୨ ଜଣ, ଆର ଉଦୟଗିରି ବ୍ଳକରୁ ୧୦ଜଣ, ରାୟଗଡ ବ୍ଳକରୁ ୪ଜଣ, ମୋହନା ବ୍ଳକରୁ ୫ ଜଣ, କାଶୀନଗର!-->…
Read More...
Read More...
ବୌଦ୍ଧ : ଆଜି ନୂଆ ୬ ପଜିଟିଭକୁ ମିଶାଇ ଜିଲ୍ଲାର ମୋଟ ପଜିଟିଭ ସଂଖ୍ୟା ୫୧୬ ହେଲା
ବୌଦ୍ଧ,୨୨/୮ - ବୌଦ୍ଧଜିଲ୍ଲାରେ ଆଜି ନୂଆ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୬ ଜଣ ନୂତନ ପଜିଟିଭକୁ ମିଶାଇଲେ ଜିଲ୍ଲାରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୫୧୬ ହେଲା । ଆଜି ଚିହ୍ନଟ ହୋଇଥିବା ୬ ଜଣ ମଧ୍ୟରୁ ବୌଦ୍ଧ!-->…
Read More...
Read More...
କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଦମ୍ପତି
ଜନହାପଙ୍କ: ବୌଦ୍ଧ ବଲାଙ୍ଗୀର ଜାତୀୟ ରାଜପଥ ୫୭ର ତେଲିବନ୍ଧ ବାହାଲ ପୋଲ ନିକଟରେ ଆଜି ସକାଳ ଭୋର ୪ ଟା ରେ ଏକ କାର ଓଡି ୩୩ ଜେଡ ୫୬୬୭ ଭାରସାମ୍ୟ ହରାଇ ରାସ୍ତା କଡରେ ବିଲ ମଧ୍ୟକୁ ପଶି ଯାଇଛି । ଏଥିରେ ଥିବା ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । କେହି ଆହତ ହୋଇନଥିବା ଜଣାଯାଇଛି!-->…
Read More...
Read More...
ବ୍ୟକ୍ତିଗତ ଘରୋଇ ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ
ବୌଦ୍ଧ: ଜିଲ୍ଲାରେ ସଚ୍ଛ ଭାରତ ଅଭିଯାନ ଯୋଜନାରେ ଗ୍ରାମାଞ୍ଚଳର ଗରୀବ ପରିବାରକୁ ସମ୍ପୁର୍ଣ୍ଣ ମାଗଣାରେ ସରକାର ୧୨ ହଜାର ଟଙ୍କାରେ ବ୍ୟକ୍ତିଗତ ଘରୋଇ ପାଇଖାନା ଯୋଗାଇ ଦେଉଛନ୍ତି । ଏ ଯୋଜନା ମାଧ୍ୟମରେ ଜିଲ୍ଲାର ସମସ୍ତ ପରିବାରକୁ ପାଇଖାନା ଯୋଗାଇଦେବାକୁ ନିଷ୍ପତ୍ତି ସରକାର ନେଇଥିଲେ ମଧ୍ୟ!-->…
Read More...
Read More...