Browsing Category

ରାଜ୍ୟ

ସମ୍ବଲପୁର ଜିଲ୍ଲାରେ ୭୯ ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୭୯ ନୂଆ ପଜିଟିଭ ଚିହ୍ନଟ କରାଯାଇଛି ଓ ଏମାନଙ୍କୁ ମିଶାଇ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୫୩୯ ହୋଇଛି । ତାଜା ସ୍ଥିତି ଅନୁସାରେ ଏମାନଙ୍କ ମଧ୍ୟରୁ ୧୫ ଜଣ ମୃତ ଓ ୨୬୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିବା
Read More...

ବୌଦ୍ଧ : ଗୋଟିଏ ଦିନରେ ଅର୍ଦ୍ଧଶତକ ଡେଇଁଲା କରୋନା, ପହଞ୍ଚିଲା ୯୨୬ରେ

ବୌଦ୍ଧ : ଆଜି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ଅର୍ଦ୍ଧ ଶତକ ଡେଇଁଛି କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା
Read More...

ରାଜ୍ୟରେ ଆଉ ୩୭୪୮ ପଜିଟିଭ ଚିହ୍ନଟ, ପୁଣି ୧୧ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ୩୭୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୫୧୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ଦୁଇ ଦିନ ପାଇଁ ସଟଡାଉନ୍ ହେଲା କୋର୍ଟ ବିଲଡିଂ

ବୌଦ୍ଧ : ବୌଦ୍ଧ ସହରରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଗତ ସପ୍ତାହରେ ବୌଦ୍ଧ ବିଚାର ବିଭାଗୀୟ ଅଦାଲତର ଦୁଇ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଫଳରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିଜ କ୍ଷମତା ବଳରେ ବୌଦ୍ଧ କୋର୍ଟ ବିଲଡିଂକୁ ଦୁଇଦିନ ପାଇଁ ସଟଡାଉନ୍
Read More...

ଦାଦନ ଖଟି ଯାଇଥିଲେ ଶବ ହୋଇ ଫେରିଲେ

ବୌଦ୍ଧ : ହରଭଙ୍ଗା ବ୍ଲକ୍ ତିଲେଶ୍ୱର ନିକଟସ୍ଥ ବୁରୁବୁଡା ଗ୍ରାମର ବିଚ୍ଛନ୍ଦ ଡଙ୍ଗୀ (୨୪ ବର୍ଷ)କାମ ଧନ୍ଦା ଓ ରୋଜଗାର ଅନ୍ୱେଷଣରେ ଗୁଜୁରାଟ ରାଜ୍ୟର ଜାମନଗରକୁ ପତ୍ନୀ ଅମ୍ବିକାଙ୍କ ସହ ଯାଇଥିବା ବେଳେ ଗତକାଲି ଶବ ହୋଇ ଗାଆଁକୁ ଫେରିଥିବା ଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମିଳିଥିବା
Read More...

ବୌଦ୍ଧଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ସାଂସଦ ଅନୁଭବଙ୍କ କୁଶପୁତ୍ତଳିକା ଦାହ

ବୌଦ୍ଧ,୮/୯ – ବୌଦ୍ଧଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ନମିତାରାଣୀ ଦାଶଙ୍କ ନେତୃତ୍ୱରେ ଗୋପବନ୍ଧୁ ଛକଠାରେ ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ବିବାଦ ଭିତରେ ରହିଥିବା ବିଜେଡିର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା, ଗିରଫ ଦାବୀରେ ସାଂସଦ ଅନୁଭବ
Read More...

ଗ୍ରାମରକ୍ଷୀଙ୍କ ଘରୁ ୨୫ କେ.ଜି. ଗଞ୍ଜେଇ ଜବତ

ବୌଦ୍ଧ -ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଖୁଣ୍ଟବନ୍ଧ ଗ୍ରାମର ଗ୍ରାମରକ୍ଷୀ ଗୌର ମହାନନ୍ଦିଆଙ୍କ ଘରୁ ୨ଟି ବସ୍ତାରେ ଥିବା ୨୫ କିଲୋଗ୍ରାମ ଓଜନର ଗଂଜେଇ ଜବତ କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ
Read More...

ଅସହାୟ ବ୍ୟକ୍ତିଙ୍କ ଶବସତ୍କାର ସ୍ୱେଚ୍ଛାସେବୀ ସଂଗଠନ

ବୌଦ୍ଧ : ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଏକ ଅସହାୟ ବ୍ୟକ୍ତିଙ୍କର ଶବସତ୍କାର କରାଯାଇଛି । ଉକ୍ତ ବ୍ୟକ୍ତିଙ୍କର ନାମ ଭାସ୍କର ପ୍ରଧାନ ସେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ଅଂଚଳରେ ଭିକ୍ଷାବୃତ୍ତି କରି ଚଳୁଥିଲେ । ଗତ ତା ୧୭, ୦୮ ,୨୦ ରିଖ ରେ ତାଙ୍କର
Read More...

ଗଜପତିରେ ପୁଣି 53ଟି କରୋନା ପଜିଟିଭ ଚିହ୍ନଟ

ଗଜପତିରେ ପୁଣି 53ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପାରଳା ପୌର ପରିଷଦରୁ 21 ଜଣ,ନୂଆଗଡ଼ ବ୍ଳକରୁ 8 ଜଣ,ମୋହନା ବ୍ଲକରୁ 10ଜଣ,ରାୟଗଡ ବ୍ଲକରୁ 6 ଜଣ,ଗୋଶାଣୀ ବ୍ଳକରୁ 4 ଜଣ,କାଶୀ ନଗର ବ୍ଲକରୁ 4  ଜଣ, ଚିହ୍ନଟ ହୋଇ ଥିବାର ଜଣାପଡିଛି। ପଜିଟିଭି ଚିହ୍ନଟ
Read More...

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱରା ପାଠ୍ୟଉପକରଣ ବଣ୍ଟନ

ଭୁବନେଶ୍ୱର : ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଭିଏସସନଗରର ବିଭିନ୍ନ ବସ୍ତି ଅଂଚଳରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ୧୦୦ରୁ ଉର୍ଦ୍ଧ୍ୱ ସ୍କୁଲ୍ ପିଲାମାନଙ୍କୁ ବହି, ଖାତା, କଲମ, ପେନ୍ସିଲ, ରବର ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ
Read More...