Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୩୩ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁ୍ଣ୍ଡି : ଗଜପତିରେ ପୁଣି ୩୩ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଏମାନଙ୍କ ମଧ୍ୟରୁ ପାରଳା ପୌର ପରିଷଦରୁ ୧୧ ଜଣ,ନୂଆଗଡ଼ ବ୍ଳକରୁ ଜଣେ,ମୋହନା ବ୍ଲକରୁ ଜଣେ,ରାୟଗଡ ବ୍ଲକରୁ ୭ ଜଣ,ଗୋଶାଣୀ ବ୍ଳକରୁ ୪ ଜଣ,କାଶୀ ନଗର ବ୍ଲକରୁ ୭ ଆର ଉଦୟଗିରି!-->…
Read More...
Read More...
ଗାଶାଣୀ ବ୍ଳକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଭିଡ ଯୋଦ୍ଧାଙ୍କ ଦେହାନ୍ତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କାର୍ଯ୍ୟରତ ଥିବା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ସାହୁଙ୍କ ଗତକାଲି ସକାଳ ୧୧ ଟା ସମୟରେ ଦେହାନ୍ତ ହୋଇ ଯାଇଛି । ଗତ୨୬ ତାରିଖରେ କୋଭିଡ ପଜିଟିଭ ଆସିଥିବାରୁ ତାଙ୍କୁ ଆର ସୀତାପୁର ସ୍ଥିତ କୋଭିଡ ହସ୍ପିଟାଲରେ ପ୍ରଥମେ!-->…
Read More...
Read More...
ଭାରସାମ୍ୟ ହରାଇ ଘରକୁ ଧକ୍କା ଦେଲା ଟ୍ରକ
ବୌଦ୍ଧ : ଜାତୀୟ ରାଜପଥ ନମ୍ବର୍ ୫୭ର ଆଡେନିଗଡ ନିକଟରେ ଆଜି ଭୋର ସମୟରେ ଗୋଟିଏ ଥଣ୍ଡା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ବଲାଙ୍ଗୀରକୁ ଯାଉଥିବା କୋଲ୍ଡ ଡ୍ରିକ୍ସ ବୋଝେଇ ଟ୍ରକ ଓଡି ୦୨ ବିଏଫ ୬୮୭୭ ଭାରସାମ୍ୟ ହରାଇ ଆଡେନିଗଡ!-->…
Read More...
Read More...
ହୀରାଞ୍ଚଳ ପ୍ରଭାବ : କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା
କ.ନୂଆଗାଁ-କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ଅଧିନସ୍ଥ ବଣ୍ଡଗୁଡା ପଞ୍ଚାୟତର କୃଷ୍ଣଚନ୍ଦ୍ର ସାହୁଙ୍କ ବାସଗୃହଟି ଗତ ଲଘୁଚାପ ବର୍ଷାରେ କାନ୍ଥ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏ ସମ୍ପର୍କରେ ଗତ ୦୯/୦୮/୨୦୨୦ ତାରିଖରେ ହୀରାଞ୍ଚଳରେ ପ୍ରଥମେ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ!-->…
Read More...
Read More...
ରେଳ ଧାରଣାର ନିରୀକ୍ଷଣ ଓ ଜରୁରୀ ମରାମତି ପାଇଁ ସମ୍ବଲପୁର ମଣ୍ଡଳଦ୍ୱାରା ରେଳ ବାଇସାଇକଲର ବ୍ୟବହାର
ସମ୍ବଲପୁର: ରେଳଧାରଣାର ନିରୀକ୍ଷଣ, ଯାଞ୍ଚ ଓ ମରାମତି କରିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ଅଭିନବ ରେଳ ବାଇସାଇକଲ ପରିକଳ୍ପନା କରାଯାଇଅଛି । ରେଳଧାରଣାର ଦୈନିକ ମରାମତି ପାଇଁ ରେଳ କର୍ମଚାରୀମାନଙ୍କୁ କାର୍ଯ୍ୟରେ ସହାୟକ ହେବ । ଏହି ରେଳ ବାଇସାଇକଲ ସମ୍ବଲପୁର ମଣ୍ଡଳର ସମ୍ବଲପୁର,!-->…
Read More...
Read More...
ଘର ଭିତରୁ ଉଦ୍ଧାର ହେଲା ଗୋଖର ନାଗ
ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନ ରେଞ୍ଜ ଅନ୍ତର୍ଗତ ଭାଲିଆପଦର ଗ୍ରାମର ଉତ୍ତମ ମହଲାଙ୍କ ଘରୁ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ତଥା ସାପ ଧରାଳୀ ଦାଶରଥି ମେହେର ଗୋଟିଏ ଗୋଖର ନାଗ ସାପ ସାପ ଉଦ୍ଧାର କରିଛନ୍ତି । ପରେ ମନମୁଣ୍ଡା ରେଞ୍ଜ ଅଧିକାରୀ ନାରୟଣ ସ୍ୱାଇଁଙ୍କ ତତ୍ୱାବଧାନରେ ସାପକୁ!-->…
Read More...
Read More...
କନ୍ଧମାଳରେ ପୁଣି ୮୫ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୮୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୬୦୫ ରେ ପହଂଚିଛି ।ସେଥିରୁ ଆଜି ପର୍ଯ୍ୟନ୍ତ ୨୧୮୯ ଜଣ ସୁସ୍ଥ ହୋଇ ସେମାନଙ୍କ!-->…
Read More...
Read More...
ସାର ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିଲେ ଚାଷୀ
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ କଳାବଜାର ଯୋଗୁଁ ଚାଷୀ ସାର ପାଉନଥିବା ଅଭିଯୋଗ କରିବା ସହ ଆବଶ୍ୟକ ସାର ଯୋଗାଇ ଦେବା ଦାବିରେ ଆଜି ଶତାଧିକ ଚାଷୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ହରଭଙ୍ଗା ବ୍ଲକ୍!-->…
Read More...
Read More...
କ୍ଷୟକ୍ଷତି ଆକଳନ କଲେ ହରଭଙ୍ଗା ତହସିଲଦାର, କହିଲେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ
ହରଭଙ୍ଗା : ସଂପ୍ରତି ହରଭଙ୍ଗା ବ୍ଲକ ଅଂଚଳରେ ଘଟିଯାଇଥିବା ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟାରେ ହରଭଙ୍ଗା ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଆଜି ହରଭଙ୍ଗା ତହସିଲଦାର ହରିଓଁ ଭୋଇ ହରଭଙ୍ଗା ତହସିଲ ଅଂଚଳର ହରଭଙ୍ଗା, କୁଶଙ୍ଗ, ସାମ୍ପୋଚ, ଧଳପୁର ଆଦି ୯ଟି ପଞ୍ଚାୟତର କ୍ଷତିଗ୍ରସ୍ତ!-->…
Read More...
Read More...
ସୁରେନ ଓରାମ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଓଡିଶା ମାନବାଧିକାର ଆୟୋଗକୁ ଅନୁରୋଧ
ସମ୍ବଲପୁର : ସ୍ଥାନୀୟ ବରେଇପାଲି (ତେନ୍ତେଲପଡା) ନିବାସୀ ସୁରେନ ଓରାମ (୫୩)ର ଗତକାଲି ଲିଭର ରୋଗରୁ ମୃତ୍ୟୁ ହୋଇଯାଇଛି । ସେ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଗରିବ ଥିବାରୁ ବହୁଦିନରୁ ଲିଭର ରୋଗରେ ପଡି ଯନ୍ତ୍ରଣା ଭୋଗ କରୁଥିଲେ ସୁଦ୍ଧା ତାଙ୍କର!-->…
Read More...
Read More...