Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦାରିଙ୍ଗବାଡି ଅଂଚଳରେ ଚୋର ଦେଶୀ ମଦ କାରବାର ବୃଦ୍ଧି : ଅବକାରୀ ବିଭାଗ ଚୁପ,ତାତିଲେ ଯୁବକ ଓ ନାରୀ ସଂଘ
ଦାରିଙ୍ଗବାଡି : କରୋନା ଭଳି ଏକ ମହାମାରୀ ସମୟରେ ଦାରିଙ୍ଗବାଡି ଅଂଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଚୋରା ଦେଶୀ ମଦ କାରବାରକୁ ରୋକିବା ଦିଗରେ ଅବକାରୀ ବିଭାଗ ହାତବାନ୍ଧି ବସିଥିବା ବେଳେ ସ୍ଥାନୀୟ ଯୁବକ ସଂଘ ଓ ନାରୀ ସଂଘ ମାନେ ମଦ ବନ୍ଦ କରିବାକୁ ପ୍ରୟାସ!-->…
Read More...
Read More...
ପିକଅପ୍ ଧକ୍କାରେ ବାଇକ ଚାଳକ ଆହତ
ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ ୫୭ର ଚାରିଛକଠାରେ ଗତକାଲି ଅପରାହ୍ନରେ ଗୋଟିଏ ପିକଅପ୍ ସହ ବାଇକର ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କୋଭିଡ୍ ଭୁବନେଶ୍ୱରର କିମସ କିମ୍ସ କୋଭିଡ୍ ହସପିଟାଲର ଗୋଟିଏ ପିକଅପ୍ ଭେନ ଓଡି୦୨ ବି ଏ ୮୨୪୪!-->…
Read More...
Read More...
ନୁଆଁଖାଇ ପାଇଁ ଗରୀବ ପରିବାରକୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ବୌଦ୍ଧ - କଣ୍ଟାମାଳ ବ୍ଲକ୍ ସ୍ଥିତ ଖଟଖଟିଆ ଗ୍ରାମର ଦାମୋଦର ନନ୍ଦଙ୍କ ସୁପୁତ୍ର ବାଙ୍ଗାଲୋର ସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନର ପ୍ରଫେସର୍ ଡ କରୁଣାକର ନନ୍ଦ ଏବଂ ତାଙ୍କର ସହଯୋଗୀ ଡ ରବିନନ୍ଦନଙ୍କ ସହାୟତାରେ ଗରୀବ ପରିବାରକୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଉଭୟଙ୍କ ମିଳିତ ସହଯୋଗରେ!-->…
Read More...
Read More...
ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟ ଆକାଉଣ୍ଟେଣ୍ଟ
ଫୁଲବାଣୀ:୨୧/୮ :୩ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନ୍ଧମାଳ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଆକାଉଣ୍ଟେଣ୍ଟ ସୂଚନା ଅନୁଯାୟୀ ଟିକାବାଲିର ପ୍ରମୋଦ କୁମାର ପାଣିଗ୍ରାହୀ ଫୁଲବାଣୀ ସ୍ଥିତ ଜିଲ୍ଲା ଫିସେରୀ ଅଫିସରେ ସହକାରୀ ଫିସେରୀ ଅଫିସର ଭାବେ ୨୦୧୪ରେ ଅବସର ଗ୍ରହଣ!-->…
Read More...
Read More...
ବାଇକ ଧକ୍କାରେ ଜଣେ ଗୁରୁତର
ବୌଦ୍ଧ - ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ମଧୁପୁର ଛକ ନିକଟରେ ବାଇକ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ରାସ୍ତାରେ ଚାଲି ଚାଲି ଯାଉଥିବା ଅରକ୍ଷିତ କାରିଗର ନାମକ ଜଣେ ବ୍ୟକ୍ତିଙ୍କୁ KA04 JL 9507!-->!-->!-->…
Read More...
Read More...
ସାଇକେଲକୁ ଧକ୍କା ଦେଲା ବାଇକ, ୩ ଆହତ
ବୌଦ୍ଧ,୨୧/୮ - ଆଜି ସନ୍ଧ୍ୟା ୭ଘଣ୍ଟା ସମୟରେ ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଖଟଖଟିଆରୁ ଜାଲପାଲି ମଝିରେ ସାଇକେଲ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି lମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ କଣ୍ଟାମାଳ ଠାରୁ ସୋନପୁର!-->!-->!-->…
Read More...
Read More...
ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢୀ ନିଲାମ ନେଲେ ଓଡିଆ ଝିଅ
ଭୁବନେଶ୍ୱର : ବଲିଉଡ ତାରକା ବିଦ୍ୟା ବାଲନ ଫିଲ୍ମ ସକୁନ୍ତଳା ଦେବୀରେ ପରିଧାନ କରିଥିବା ସମ୍ବଲପୁର ଶାଢୀର ନିଲାମ ହୋଇଛି । ଏହାକୁ ନିଲାମରେ କିଣିଛନ୍ତି ଗୌହାଟୀ ଆଇଆଇଟିରେ ଅଧ୍ୟାୟନରତା ଭଦ୍ରକର ଓଡିଆ ଝିଅ ଦେବାଂଶୀ ମିଶ୍ର । ଦେବାଂଶୀ ୫୫ହଜାର ଟଙ୍କାରେ ଏହି ଶାଢୀକୁ କିଣିଛନ୍ତି ।!-->…
Read More...
Read More...
ଯୁକ୍ତଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଯୁକ୍ତଦୁଇ ଶ୍ରେଣୀରେ ନାମ ଲେଖା ପ୍ରକ୍ରିୟା ଅନଲାଇନରେ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ସାମ୍ସର ୱେବସାଇଟ୍ www.samsodisha.gov.in ୱେବସାଇଟକୁ ଯାଇ ଫର୍ମ ପୂରଣ କରିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ସେପ୍ଟେମ୍ବର ୪ ତାରିଖ ଯାଏ!-->…
Read More...
Read More...
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ସିମନବାଡ଼ି ଜିଆରଏସ
ଦାରିଙ୍ଗବାଡି :୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଜିଆରଏସ (ଗ୍ରାମ ରୋଜଗାର ସେବକ)ଦିଲୀପ କୁମାର ସାହୁ । ସୂଚନା ପ୍ରକାରେ ଦାରିଙ୍ଗବାଡି ଗ୍ରାମର ଦିଲୀପ କୁମାର ସାହୁ ସିମନବାଡି ପଞ୍ଚାୟତରେ କାର୍ଯ୍ୟାଳୟରେ!-->…
Read More...
Read More...
ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ କାର୍ଯ୍ୟକ୍ରମ
ଭୁବନେଶ୍ୱର:ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଭୁବନେଶ୍ୱରର ୟୂନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କରୋନା ଯୋଦ୍ଧା(ସାମ୍ବାଦିକ)ଙ୍କୁ ସମ୍ମାନିତ କରାଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି!-->!-->!-->!-->!-->…
Read More...
Read More...