Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୫୮ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୫୮ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀ ବ୍ଳକରୁ ୧୦ ଜଣ, ଗୁମ୍ମାବ୍ଳକରୁ ୩ ଜଣ,ପାରଳା ପୌର ପରିଷଦରୁ ୧୦ ଜଣ, ଆର ଉଦୟଗିରି ବ୍ଳକରୁ ୨୧ଜଣ, ରାୟଗଡ ବ୍ଳକରୁ ୮ଜଣ, ମୋହନା ବ୍ଳକରୁ!-->…
Read More...
Read More...
ସମ୍ବଲପୁର ଜିଲ୍ଲାରୁ ପୁଣି ୭୮ ଜଣ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର :ଆଜି ୭୮ ଜଣ ନୂଆ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୧୭୫୫ ହୋଇଛି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଓ ୧୦୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୭୦୩ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତକାଲି!-->…
Read More...
Read More...
ବାଉଁଶ ବନିକରଣ ପ୍ରକଳ୍ପକୁ ପରିଦର୍ଶନ କଲେ ବୌଦ୍ଧ ବନଖଣ୍ଡ ଅଧିକାରୀ
ହରଭଙ୍ଗା,(ହୀ.ପ୍ର): ବନ ସଂରକ୍ଷଣର ସଫଳ ଦୃଷ୍ଟାନ୍ତ ହେଉଛି, ବୌଦ୍ଧ ବନଖଣ୍ଡର ପୁରୁଣାକଟକ ବନାଞ୍ଚଳର ହରଭଙ୍ଗା ସେକ୍ସନର ଅରଖପଦର ରିଜର୍ଭ ଜଙ୍ଗଲରେ ୧୫ ହେକ୍ଟର ପରିଧିରେ ବାଉଁଶ ବନିକରଣ କରାଯାଇଛି । ଆଜି ବୌଦ୍ଧ ଡିଏଫ୍ଓ ଯଶୋବନ୍ତ ସେଠୀ ଏହି ପ୍ରକଳ୍ପକୁ ପରିଦର୍ଶନ ସହ ତଦାରଖ କରିଥିଲେ ।!-->…
Read More...
Read More...
କିମ୍ସରେ ଅତ୍ୟାଧୁନିକ ଆଇସିୟୁ ଓ କ୍ୟାଥୋଲାବ୍ ଉଦ୍ଘାଟିତ
ଭୁବନେଶ୍ୱର : କିମ୍ସରେ ୪୦ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଆଇସିୟୁ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ଆଜି କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, କିମ୍ସର ସିଇଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, କିମ୍ସ ମେଡିକାଲ୍ କଲେଜର ଅଧ୍ୟକ୍ଷ ମେଜର ଜେନେରାଲ୍!-->…
Read More...
Read More...
ଛାତ୍ର,ପ୍ରବାସୀଓ ଗ୍ରାମବାସୀ ମିଶି କେନାଲ ନିର୍ମାଣ କରି ଶୁଖିଲା ଜମିକୁ ଆଣିଲେ ପାଣି
ଦାରିଙ୍ଗବାଡ଼ି/ବାଲିଗୁଡ଼ା : ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲା । ଜିଲ୍ଲାରେ ଅଧିକାଂଶ ଆଦିବାସୀ ବର୍ଗର ବସବାସ କରନ୍ତି । ଜିଲ୍ଲାର ଦାରିଙ୍ଗବାଡ଼ି ଅଂଚଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ଦାରିଙ୍ଗବାଡ଼ି ବ୍ଲକର ଅଧିକାଂଶ ପଂଚାୟତ ଦୁର୍ଗମ ଅଂଚଳରେ ରହିଥିବାବେଳେ ଲୋକେ କାମ ନପାଇ ଦାଦନ!-->…
Read More...
Read More...
ବୌଦ୍ଧ : ୫ ଶହ ପାର୍ କଲା କରୋନା, ଆଜି ପୁଣି ୧୧ ପଜିଟିଭ
ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ୪୯୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧୧ ଜଣ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୫୧୦ ରେ ପହଞ୍ଚିଲା । ଆଜି!-->…
Read More...
Read More...
ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କରୋନା ସଚେତନତା
କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାରେ 7ଟି ବ୍ଳକରେ ନେହେରୁ ଯୁବ କେନ୍ଦ୍ର ସହାୟତାରେ କରୋନା ସଚେତନତା କାର୍ଯ୍ୟକ୍ରମ ଗୁଡିକ ପାଳନ କରାଯାଇଛି।ଏହି ସକାଶେ NKYର ଜିଲ୍ଲା ଯୁବ ଅଧିକାରୀଶ୍ରୀ ବିଜୟ କୁମାର!-->…
Read More...
Read More...
ସୁବର୍ଣ୍ଣପୁର :ନୂଆଁଖାଇ ପାଇଁ କରୋନା କଟକଣା କୋହଳ
ସୁବର୍ଣ୍ଣପୁର :ଚଳିତ ବର୍ଷର ଗଣେଶ ପୂଜା ଓ ନୂଆଁଖାଇ ପାଇଁ ଜିଲ୍ଲାରେ ଜାରି କରାଯାଇଥିବା କିଛି ପୁରୁଣା କଟକଣା କୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ତାଙ୍କ କାର୍ଯ୍ୟାଳୟ ର ପତ୍ର ସଂଖ୍ୟା ୧୭୦୮/୨୦,୮,୨୦ ଅନୁସାରେ କୋହଳ କରିଛନ୍ତି। ପୂର୍ବରୁ ଥିବା ଶନିବାର ଓ ରବିବାର ର ସଟଡାଉନ କୁ କୋହଳ!-->…
Read More...
Read More...
ଦହ୍ୟା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଦୁରାବସ୍ଥା
ବୌଦ୍ଧ - ବୌଦ୍ଧ ତହସିଲ୍ ଅନ୍ତର୍ଗତ ଦହ୍ୟା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଦୁଇ ମାସ ତଳେ ଆସିଥିବା ବାତ୍ୟାରେ ଭାଙ୍ଗି ଯାଇଥିଲା l କାର୍ଯ୍ୟାଳୟର ଟିଣ ଛପର ପବନରେ ଉଡି ଯାଇଥିଲା l ସେଗୁଡିକ ସଂଗ୍ରହ କରି ଉପରେ ଲଦି ଦିଆଯାଇ ଥିଲା | ବର୍ଷା ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର!-->…
Read More...
Read More...
ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବୌଦ୍ଧ - ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ନିକଟରେ ଗୋଟିଏ ବଲେରୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ କଳାହାଣ୍ଡି ଯାଉଥିବା ଏକ ବଲେରୋ ଓଡି 33 ସି 8604 ଗତକାଲିର ବିଳମ୍ବିତ ରାତିରେ ପୁରୁଣାକଟକ ଟିଭିଏସ ସୋ!-->…
Read More...
Read More...