Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ଫୁଲବାଣୀ,୧୬/୮- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯିଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ଜିଲ୍ଲା ପରିଷଦ ସଭ୍ୟ ଜୁଲିଲତା ଲେଙ୍କା ଖଜୁରୀପଡ଼ା ଓ ସାଂସଦ ପ୍ରତିନିଧି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ!-->…
Read More...
Read More...
ନଟବର ପ୍ରଧାନଙ୍କ ୯୯ ତମ ଜୟନ୍ତୀ ପାଳିତ
ବୌଦ୍ଧ,୧୬/୮.- ପୂର୍ବତନ ମନ୍ତ୍ରୀ ତଥା ବୌଦ୍ଧର ପୂର୍ବତନ ବିଧ।।ୟକ ସ୍ୱର୍ଗତ ନଟବର ପ୍ରଧାନଙ୍କ ୯୯ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫ୍ରେଣ୍ଡସିପ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
କିଟ୍ ଓ କିସ୍ରେ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର, ୧୫ ।୮: କିଟ୍ ବିଶ୍ୱବିଦ୍ୟାଳୟ ଓ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ରେ ଶନିବାର ୭୪ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ସହ ପାଳିତ ହୋଇଯାଇଛି । କିଟ୍ ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ!-->…
Read More...
Read More...
୭୪ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ପାରଳାଖେମୁଣ୍ଡି,୧୬/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ୭୪ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର!-->…
Read More...
Read More...
ନାଲକୋର ମୁଖ୍ୟ କାର୍ଯ୍ୟାଳୟଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର :ନବରତ୍ନ କମ୍ପାନୀ ନାଲକୋର ଭୁବନେଶ୍ୱର ସ୍ଥିତ ମୁଖ୍ୟକାର୍ଯ୍ୟାଳୟଠାରେ ଦେଶର ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଅଛି।ଏହି ଅବସରରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ନିର୍ଦ୍ଦେଶକମାନଙ୍କ ଗହଣରେ ଜାତୀୟପତାକା!-->…
Read More...
Read More...
ବୌଦ୍ଧରେ ଅଟଳ ବିହାରୀ ବାଜପେୟୀଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ
ବୌଦ୍ଧ ,୧୬/୦୮ - ଆଜି ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ଦଳର ବରିଷ୍ଠ ନେତା!-->!-->!-->…
Read More...
Read More...
ବୃଦ୍ଧଙ୍କ ତଣ୍ଟିକୁ କାମୁଡି ହତ୍ୟା ଉଦ୍ୟମ ଅଭିଯୋଗ
ବୌଦ୍ଧ ,୧୬/୮- ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ମନମୁଣ୍ଡା ଥାନା କୁର୍ତ୍ତିପାଲି ଗ୍ରାମରେ ଜଣେ ଯୁବକ କବାଟ ଭାଙ୍ଗିବା ଘଟଣାକୁ କେନ୍ଦ୍ର କରି ବୃଦ୍ଧଙ୍କ ତଣ୍ଟିକୁ କାମୁଡ଼ି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।!-->!-->!-->…
Read More...
Read More...
ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତିଲେ ପରିବାର
ଜନ୍ହାପଙ୍କ,୧୬/୮;ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମର ଶ୍ୟାମ ଗାଇଗଉରିଆଙ୍କ ଘର ଗତ କାଲି ଲଗାଣ ବର୍ଷା ରେ ଘରର ଗୋଟିଏ କାନ୍ଥ ଭାଙ୍ଗିଯାଇଛି। କିନ୍ତୁ ଏଥିରୁ ଅଳ୍ପକେ ପରିବାର ବର୍ତି ଯାଇଛନ୍ତି।ସୂଚନା ମତେ ଗତକାଲି ଖାଇ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲା।ସେ ଏକ!-->…
Read More...
Read More...
ବୌଦ୍ଧ : ଆସନ୍ତାକାଲିଠାରୁ ଆହୁରି କୋହଳ ହେବ ଲକଡାଉନ୍ ସମୟ
ବୌଦ୍ଧ -ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତ ସପ୍ତାହଠାରୁ ଜିଲ୍ଲାରେ ଲାଗୁ ହୋଇଥିବା ଲକଡାଉନ୍ କଟକଣାକୁ ଟିକିଏ କୋହଳ କରିଥିଲେ । ଗତ ଅଗଷ୍ଟ ୧୦ ତାରିଖ ଠାରୁ ଆଜି ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସକାଳ ୭!-->…
Read More...
Read More...
ଭାରତରତ୍ନ ଅଟଳଜୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ଦିବସରେ ବୃକ୍ଷରୋପଣ
ସମ୍ବଲପୁର :ଆଜି ସମ୍ବଲପୁର ଭାଜପା ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଜୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ପାର୍ଟି ପକ୍ଷରୁ ନିଜସ୍ଵ କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା । ଉକ୍ତ ପୁଣ୍ୟାତ୍ମା ଙ୍କ!-->…
Read More...
Read More...