Browsing Category

ରାଜ୍ୟ

ଜନ୍ହାପଙ୍କ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବୀ

ବୌଦ୍ଧ /ଜନ୍ହାପଙ୍କ - ୨୫/୦୯:- ବୌଦ୍ଧ ଜିଲ୍ଲା ସଦର ବ୍ଲକ ଜନ୍ହାପଙ୍କ ଡାକ୍ତର ଖାନା ରେ ବର୍ତ୍ତମାନ ଜଣେ ଆୟୁଷ ଡାକ୍ତର ଓ ଜଣେ ଅସ୍ଥାୟୀ ଡାକ୍ତର ରେ ରୋଗୀ ସେବା ଚାଲି ଥିଲା କିନ୍ତୁ ଜିଲ୍ଲା ରେ ଡାକ୍ତର ଅଭାବ ଥିବାରୁ ଆୟୁଷ ଡାକ୍ତର ଙ୍କୁ କୋଭିଡି ଡିଉଟି ଦେଇଥିବା ବେଳେ ଅସ୍ଥାୟୀ ଡାକ୍ତର…
Read More...

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

ବୌଦ୍ଧ /ବlଉଁଶୁଣି- କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ଗୋଛାପଡା ଶକ୍ତିକେନ୍ଦ୍ରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ 104 ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ ମୋର୍ଚ୍ଚା ନେତା ଦାମୋଦର ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଜୟନ୍ତୀ କାର୍ଯ୍ୟକ୍ରମରେ…
Read More...

ଟିଟଲାଗଡରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ଟିଟଲାଗଡ,୨୫/୯- ଟିଟଲାଗଡ ପୌରପରିଷଦର ସଫେଇ କର୍ମଚାରୀମାନଙ୍କ ଧର୍ମଘଟ ଯୋଗୁଁ ଏହାର ପରିମଳ ବ୍ୟବସ୍ଥା ଭୁଶୁଡି ପଡିଛି । ଆଜକୁ ପ୍ରାୟ ୧୫ଦିନ ହେବ କର୍ମଚାରୀଙ୍କର ପରିମଳର ଘରୋଇକରଣ ଠିକା ବ୍ୟବସ୍ଥାକୁ ବିରୋଧକରି ଅସହଯୋଗ ଏବଂ ଧର୍ମଘଟ ଯୋଗୁଁ ସହରର ମୁଖ୍ୟରାସ୍ତା ତଥା ଗଳିକନ୍ଦିରେ କୁଢକୁଢ…
Read More...

ସାଇକେଲ ଆରୋହୀଙ୍କୁ ଧକ୍କାଦେଇ ରାସ୍ତା ତଳକୁ ଖସିଲା ସ୍କର୍ପିଓ

ବୌଦ୍ଧ,୨୫/୯- ଆଜି ଅପରାହ୍ନ ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ବାଉଁଶୁଣି ଥାନା ଗଜରାଜପୁର ନିକଟରେ ଗୋଟିଏ ସ୍କର୍ପିଓ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କାଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି । ସାଇକେଲ ଆରୋହୀଙ୍କୁ ଧକ୍କା ଦେବାପରେ ସ୍କର୍ପିଓ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି…
Read More...

କନ୍ଧମାଳରେ ଆଜି ପୁଣି ୧୦୨ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୨୫/୯ (ହୀ.ପ୍ର)- କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୧୪୩ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୧୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା…
Read More...

ବlଉଁଶୁଣି : ମାରୁତି ବିହାର ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ /ବlଉଁଶୁଣି - ବୌଦ୍ଧ ବ୍ଲକ୍ ବlଉଁଶୁଣି ଗ୍ରାମର ମାରୁତି ବିହାର ଅଂଚଳରୁ ଜଣେ କରୋନା ପଜିଟିଭ ଚିନ୍ହଟ ହେବା ପରେ ସଂକ୍ରମଣ ଆଶଂକା କରି ସେହି ଅଂଚଳ ଓ ତତସଂଲଗ୍ନ 500 ମିଟର୍ ପରିଧି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ସରପଞ୍ଚ ପଙ୍କଜିନୀ ନାଏକ ଘୋଷଣା କରିଛନ୍ତି | ଆଜି ସକାଳ 9…
Read More...

ସଂକ୍ରମଣ ଆଶଙ୍କାରେ ଗଛ ପକାଇ ରାସ୍ତା ଅବରୋଧ କଲେ କଣ୍ଟିସର ବାସୀ

ବୌଦ୍ଧ - ଗତ କିଛି ଦିନ ମଧ୍ୟରେ ହରଭଙ୍ଗା ବ୍ଲକ୍ ତଳଗାଆଁ ଅଂଚଳରେ କିଛି କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି l ସେମାନଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରହିବା ପାଇଁ ପ୍ରଶାସନ ତରଫରୁ କୁହାଯାଇଛି | ପଜିଟିଭ ଚିନ୍ହଟ ହୋଇଥିବା ଆକ୍ରାନ୍ତ ମାନେ ହୋମ୍ କ୍ବାରେଣ୍ଟାଇନରେ ନ ରହି ଏଣେତେଣେ…
Read More...

କିଟରେ କୋଭିଡ୍‍-୧୯ରେ ଏନ୍‍ଏସ୍‍ଏସ୍‍ର ଭୂମିକା ଉପରେ ୱେବ୍‍ନାର

ଭୁବନେଶ୍ୱର : କିଟ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା(ଏନଏସ୍‍ଏସ୍‍) ବ୍ୟୁରୋ ପକ୍ଷରୁ କୋଭିଡ୍‍-୧୯ରେ ଏନ୍‍ଏସ୍‍ଏସ୍‍ର ଭୂମିକା ଉପରେ ଭର୍ଚୁଆଲ୍‍ ଜାତୀୟ ସମ୍ମିଳନୀ ଏବଂ କୋଭିଡ୍‍-୧୯ରେ ଏନ୍‍ଏସ୍‍ଏସ୍‍ ସ୍ୱେଚ୍ଛାସେବୀଙ୍କ ପାଇଁ ଚ୍ୟାଲେଞ୍ଜ ଉପରେ ସମ୍ମିଳନୀ ପୂର୍ବରୁ ଏକ କର୍ମଶାଳା…
Read More...

କୃମିନାଶକ ଔଷଧ ସେବନ ଅଭିଯାନ ଆରମ୍ଭ

ବୌଦ୍ଧ/ବାଉଁଶୁଣୀ,୨୫/୯- ବୌଦ୍ଧବ୍ଲକ ବାଉଁଶୁଣୀ ଅନ୍ତର୍ଗତ ଜମଘାଟି ଗ୍ରାମରେ ଜାତୀୟ କୃମିନାଶକ ଔଷଧ ସେବନ ଅଭିଯାନ ଆରମ୍ଭ ହୋଇଯାଇଛି । ଏକବର୍ଷରୁ ୫ବର୍ଷ ଶିଶୁକୁ ସିରଫ ଓ ୬ବର୍ଷରୁ ୧୯ ବର୍ଷ ପିଲାଙ୍କୁ ବଟିକା ମାଗଣାରେ ବଣ୍ଟନ କରାଯାଇଛି । ଜମଘାଟି ଅଙ୍ଗନୱାଡି କର୍ମୀ ଓ ମିନି ଅଙ୍ଗନୱାଡି…
Read More...

ରାସ୍ତାରେ ପାଚେରୀ ନିର୍ମାଣ କୁ ଗ୍ରାମବାସୀଙ୍କ ବିରୋଧ ପୂରାତନ ରାସ୍ତାରେ ଓ ଟି ଡ଼ି ସି ତରଫରୁ ସତୁରୀ ଲକ୍ଷ ଟଙ୍କାରେ…

ଦାରିଙ୍ଗବାଡ଼ି,୨୫/୯- କନ୍ଧମାଳ ଜିଲ୍ଲାର ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଠାରେ ୨୪ ଜାନୁଆରୀ ୨୦୦୩ ମସିହାରେ ଶୁଭାରମ୍ଭ ହୋଇଥିଲା ଟ୍ୟୁରିଷ୍ଟି କମ୍‌ପ୍ଲେକ୍ସ । ତେବେ ସେହି ସମୟରେ ଗ୍ରାମବାସୀଙ୍କ ସହ ବିଧାୟକ ସାଲୁଗା ପ୍ରଧାନ ଗ୍ରାମକୁ ଆସି ଗ୍ରାମରେ ଅଲୋଚନା କରି ଅଳ୍ପ ଜାଗାକୁ ଓ ଟି ଡ଼ି…
Read More...