Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଉଁଶୁଣୀରୁ ମିଲିଲା ଜାଲ୍ ଦୁଇହଜାର ଟଙ୍କିଆ ନୋଟ
ବୌଦ୍ଧ/ବାଉଁଶୁଣୀ,୨୬/୯- ଆଜି ସକାଳେ ବୌଦ୍ଧବ୍ଲକ୍ ବାଉଁଶୁଣୀ ଛକ ନିକଟରେ ଥିବା ଗୋଟିଏ ଭେରାଇଟି ଷ୍ଟୋରରେ କେହି ଜଣେ ଜାଲ୍ ଦୁଇ ହଜାର ଟଙ୍କିଆ ନୋଟ ଦେଇ ଫେରାର ମାରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ ଛକ ନିକଟରେ ଥିବା ମାହେଶ୍ୱରୀ ଭେରାଇଟି ଷ୍ଟୋରର ମାଲିକ ଚିତ୍ତ!-->…
Read More...
Read More...
ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ଅବସ୍ଥା ବେହାଲ
ହରଭଙ୍ଗା,୨୬/୯ –ରାସ୍ତାଘାଟ ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ନିୟମକୁ ଉଲ୍ଲଂଘନ କରି ଭାରିଯାନ ଚଳାଚଳ ଯୋଗୁଁ ଗ୍ରାମାଞ୍ଚଳ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ପ୍ରକାଶଥାଉକି ହରଭଙ୍ଗା ବ୍ଲକର ହରଭଙ୍ଗା-ଧଳପୁର ରାସ୍ତାଟି ଜଗନ୍ନାଥସଡକ ନାମରେ ପରିଚିତ ।!-->…
Read More...
Read More...
ବୌଦ୍ଧ: ଆଜି ନୂତନ ୪୯ କରୋନା ପଜିଟିଭ ଚିହ୍ନଟ, ପହଞ୍ଚିଲା ୧୭୨୬ରେ
ବୌଦ୍ଧ,୨୬/୯ - ଆଜି ବୌଦ୍ଧଜିଲ୍ଲାରେ ପୁଣି ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୭୨୬ ରେ ପହଞ୍ଚିଛି । ବୌଦ୍ଧ ସିଡିଏମଓ ଡାକ୍ତର ତ୍ରିଲୋଚନ!-->…
Read More...
Read More...
ହଜିଯାଇଥିବା ପୁଅକୁ ଫେରି ପାଇଲେ
କନ୍ଧମାଳ,୨୬/୯ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବବଡ଼ିଙ୍ଗିଆ ଗ୍ରାମର ବାପା ଜହଲ କହଁରଙ୍କ ପୁଅ ବଣ୍ଟି କହଁର ବୟସ ୮ ବର୍ଷ ହଜିଯାଇଥିବା ନେଇ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଫିରିଙ୍ଗିଆ ଥାନାଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଜୋରସୋରରେ ତନାଘନା!-->…
Read More...
Read More...
ଜାତୀୟ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,୨୬/୯- ୧ ବର୍ଷ ବୟସରୁ ୧୯ ବର୍ଷ ବୟସର ପିଲାମାନେ କରୋନା କି କୌଣସି ରୋଗରେ ଯେଭଳି ସଂକ୍ରମିତ ନ ହେବେ , ସେଥିପାଇଁ ସରକାରଙ୍କ ପକ୍ଷରୁ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ-୨୦୨୦ ସୋମବାର ଦିନ ଠାରୁ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୨୧ ତାରିଖ ଠାରୁ ଆରମ୍ଭ ହୋଇ ଆଜିଯାଏଁ!-->…
Read More...
Read More...
ଜବତ୍ ସାରକୁ ନେଇ ହରଡ ଘଣାରେ କୃଷି ବିଭାଗ !
ବୌଦ୍ଧ,୨୬/୯ - ଗତ ୬ ତାରିଖ ଦିନ କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ପଦରପଡା ଗ୍ରାମରୁ ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଜବତ୍ ହୋଇଥିବା ୨୮୦ ବସ୍ତା ସାରକୁ କୃଷି ବିଭାଗକୁ ହସ୍ତାନ୍ତର କରାଯାଇ ଟ୍ରକ ସହ ମନମୁଣ୍ଡା ଥାନାରେ ରଖାଯାଇଛି । ୧୫ ଦିନ ଧରି କୃଷି ବିଭାଗ ଚୁପ୍ ରହିବା ପରେ ଗତ ୨୪!-->…
Read More...
Read More...
ଅଁଳାପାଲି ଓ ମାରୁତି ବିହାରକୁ ସାନିଟାଇଜ୍ ହେଲା
ବୌଦ୍ଧ /ବlଉଁଶୁଣି,୨୬/୯ - ବୌଦ୍ଧ ବ୍ଲକ୍ ଅଁଳାପାଲି ଗ୍ରାମ ଓ ମାରୁତି ବିହାର (ବlଉଁଶୁଣି) ଅଂଚଳରୁ କରୋନା ପଜିଟିଭ ଚିନ୍ହଟ ହେବା ପରେ ଆଜି ବlଉଁଶୁଣି ଦମକଳ ବାହିନୀ ତରଫରୁ ସେ ଅଞ୍ଚଳକୁ ସାନିଟାଇଜ୍ କରାଯାଉଛି l ଗତକାଲି ମାରୁତି ବିହାର ଅଂଚଳରୁ କରୋନା ପଜିଟିଭ ଚିନ୍ହଟ ହୋଇଥିବା ବେଳେ!-->!-->!-->…
Read More...
Read More...
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପ ପୁଅଙ୍କ ମୃତ୍ୟୁ
ବୌଦ୍ଧ,୨୬/୯ - ହରଭଙ୍ଗା ବ୍ଲକ୍ ସାମ୍ପୋଚ ଗ୍ରାମ ପଂଚାୟତର ହରେକୃଷ୍ଣପୁର ଗ୍ରାମରେ ଗତକାଲି ଅପରାନ୍ହରେ ଗୋଟିଏ ଦୁଃଖଦ ଘଟଣା ଘଟି ଯାଇଛି l ପୋଖରୀରୁ ମାଛ ମାରିବା ପାଇଁ କେହି ବିଛାଇଥିବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପ ପୁଅଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା!-->…
Read More...
Read More...
ପୂର୍ବ ଶତ୍ରୁତାକୁ ନେଇ ବାଇକ ଧକ୍କା, 3 ଆହତ
ବୌଦ୍ଧ ,୨୬/୯ - ମନମୁଣ୍ଡା ଥାନା ଅଞ୍ଚଳରେ ପୁର୍ବ ଶତ୍ରୁତାକୁ ନେଇ କେଶବ ନାଏକ (35)ନାମକ ଜଣେ ଯୁବକ ଗୋଟିଏ ପରିବାରର 3 ଜଣ ବ୍ୟକ୍ତିଙ୍କୁ ବାଇକ ଧକ୍କା କରି ଆହତ କରିଥିବା ଅଭିଯୋଗ ହୋଇଛି | ମନମୁଣ୍ଡା ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ସାନ ରାହାଯୋର୍ ଗ୍ରାମର ଦିଲ୍ଲିପ ପ୍ରଧାନଙ୍କ!-->!-->!-->…
Read More...
Read More...
ବଲେରୋ ଓ କାର୍ ମଧ୍ୟରେ ଦୁର୍ଘଟଣା
ବୌଦ୍ଧ ତା ୨୫/୯ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର କରଡା କୋଠା ନିକଟରେ ଆଜି ସକାଳେ ଦଶପଲ୍ଲା ପଟୁ ଚାରିଛକ ଆଡକୁ ଦ୍ରୁତ ଗତିରେ ଆସୁଥିବା ଡିଏଲ ୯ସିୟୁ ୯୭୪୨ନଂ ବିଶିଷ୍ଟ ଏକ କାର ନିୟନ୍ତ୍ରଣ ହରାଇ ସମ୍ନାପଟୁ ଚାରିଛକ ଆଡୁ ଯାଉଥିବା ଓଆର ୦୨ ଏୱାଇ ୨୬୯୩ ନଂ ବଲେରୋର ପଛ ଚକରେ ଧକ୍କା!-->…
Read More...
Read More...