Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରେଳଷ୍ଟେସନରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର
ସମ୍ବଲପୁର,୪/୯- ସ୍ଥାନୀୟ ସମ୍ବଲପୁର ରୋଡ ରେଲଷ୍ଟେସନ ପାଖରୁ ଗତକାଲି ପୁଲିସ ଏକ ବୃଦ୍ଧ ବ୍ଯକ୍ତିଙ୍କ ଶବ ଉଦ୍ଧାର କରିଛି, ଯାହାର ସଠିକ ପରିଚୟ ମିଳିନାହିଁ । ଏହି ବିଷୟରେ ମିଡିଆରେ ଫଟୋ ସହିତ ଖବରଦେଇ ଟାଉନ ଥାନା ପକ୍ଷରୁ ସେବିଷୟରେ ଜନସାଧାରଣଙ୍କ ଠାରୁ ସୂଚନା ଆମନ୍ତ୍ରଣ କରାଯାଇଛି । ଜଣେ!-->…
Read More...
Read More...
କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ
ସୁବର୍ଣ୍ଣପୁର,୪/୯- ଜିଲ୍ଲାରେ ୟୁରିଆ ସାରର ଅଭାବୀ ଯୋଗାଣ ସାଂଗକୁ କଳା ବଜାରକୁ ନେଇ ଆଜି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ସହ ଅଫିସ ଘେରାଉ କରାଯାଇଛି । ଜିଲ୍ଲା କୃଷକ ସଂଗଠନର ଶତାଧିକ ଚାଷୀ ଜିଲ୍ଲା କୃଷି କାର୍ଯ୍ୟାଳୟରେ ସାରର ଅଭାବୀ!-->…
Read More...
Read More...
ସମ୍ବଲପୁରରେ ଆଜି ୮୦ ଜଣ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର,୪/୯- ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୮୦ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୨ ହୋଇଛି, ଏମାନଙ୍କ ମଧ୍ୟରୁ ୧୫ଜଣଙ୍କ ମୃତ୍ୟୁ ଓ ୨୩୦୭ ଜଣ!-->…
Read More...
Read More...
ଗଜପତିରେ ପୁଣି ୧୮ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୪/୯- ଗଜପତିରେ ପୁଣି ୧୮ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ଗୋଶାଣି ବ୍ଲକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୨ ଜଣ, ମୋହନା ବ୍ଲକରୁ ୮ ଜଣ ,ନୂଆଗଡ ବ୍ଲକରୁ ୪ ଜଣ, ଗଜପତି ଜିଲ୍ଲାର ୨ଜଣ!-->…
Read More...
Read More...
ବୌଦ୍ଧ : ୭୦୦ ପାର୍କଲା କରୋନା, ଆଜି ଦିନକରେ ୪୪ ଚିହ୍ନଟ
ବୌଦ୍ଧ,୪/୯ - ଆଜି ବୌଦ୍ଧ ଜିଲ୍ଲାରେ କରୋନା ୭୦୦ ପାର୍କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ଜିଲ୍ଲାରେ ୪୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ହରଭଙ୍ଗା ବ୍ଲକ୍ କୁଶଙ୍ଗ ଗ୍ରାମରୁ ୧୭!-->…
Read More...
Read More...
କରୋନା ସମୟରେ ଚିତ୍ରକାରଙ୍କୁ ରୋଜଗାରକ୍ଷମ କରାଇଛି ଚିତ୍ରକଳା
ପାରଳାଖେମୁଣ୍ଡି,୪/୯- ରାଜ୍ୟ ସରକାର କରୋନା ସମୟରେ ଲୋକଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ବିଭାଗ ପକ୍ଷରୁ ପାରଳା ପୌରପରିଷଦରେ ଆର୍ବନ ୱେଜେସ ଏମପ୍ଲଇ ସ୍କିମ ଜରିଆରେ ସହର ସୌନ୍ଦର୍ଯ୍ୟକରଣ ପାଇଁ ପୌରପରିଷଦ ପକ୍ଷରୁ ଆରମ୍ଭ ହୋଇଛି!-->…
Read More...
Read More...
ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ ଦିଗହରା !
ବୌଦ୍ଧ,୪/୯ - କୃଷି ପାଇଁ ଜଳ ସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ସରକାର ଆରମ୍ଭ କରିଥିଲେ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ l ଉଠା ଜଳ ସେଚନ ବିଭାଗ ଜରିଆରେ ଏ କାର୍ଯ୍ୟକ୍ରମ ରୁପlୟନ କରାଯାଉଛି l ବୌଦ୍ଧ ଜିଲ୍ଲାରେ ଏ କାର୍ଯ୍ୟକ୍ରମ କିଭଳି ଚାଲିଛି ତାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି ବଉଦ!-->…
Read More...
Read More...
ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ମହାନ ଜନନାୟକ ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କୁ…
ପାରଳାଖେମୁଣ୍ଡି,୩/୯- ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡିରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ମହାନ ଜନନାୟକ ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଜିଲ୍ଲା!-->…
Read More...
Read More...
ବୌଦ୍ଧସହରର ରାମେଶ୍ୱର ବିହାର କଣ୍ଟେନମେଣ୍ଟ ଜୋନ ଘୋଷିତ
ବୌଦ୍ଧ,୩/୯ – ବୌଦ୍ଧ ସହରରେ କରୋନା ତାର କାୟା ବିସ୍ତାର କରି ଚାଲିଛି । କିଛି ଦିନ ହେଲା ନିୟମିତ ଅନେକ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଆଜି ବୌଦ୍ଧ ସହରରେ ୧୪ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ସେଥିପାଇଁ!-->…
Read More...
Read More...
କନ୍ଧମାଳରେ ଆଜି ୪୪ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ:୩/୯ କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୩୦୧ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୧୯୬୬ଜଣ ସୁସ୍ଥ ହୋଇ ସେମାନଙ୍କ ର!-->…
Read More...
Read More...