Browsing Category

ରାଜ୍ୟ

ଗଜପତି: ୧୩ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୫/୯- ଗଜପତିରେ ପୁଣି ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମାବ୍ଳକରୁ ଜଣେ, ନୂଆଗଡ଼ ବ୍ଳକରୁ ଜଣେ, ଆର ଉଦୟଗିରି ବ୍ଲକ ରୁ ୫ ଜଣ, ରାୟଗଡ ବ୍ଲକରୁ ୩ଜଣ, ଗଜପତିରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ…
Read More...

ବୌଦ୍ଧ : ନୂତନ ୨୯ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟାହେଲା ୧୬୭୭

ବୌଦ୍ଧ,୨୫/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ଭାବରେ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାରେ ସ୍ୱାବ ନମୂନା ଦେଇଥିବା ୨୭ ଜଣ ଓ ବାହାରେ ପରୀକ୍ଷା କରାଇ…
Read More...

ସମ୍ବଲପୁରରେ ୧୩୧ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର,୨୫/୯- ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ନୂଆ ପଜିଟିଭ ଭାବେ ପୁଣି ୧୩୧ଜଣଙ୍କୁ ଚିହ୍ନଟ କରାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ସମଗ୍ର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୩୫ରେ ପହଞ୍ଚିଛି । ଲଗାତାର ୧୫ଦିନରୁ ଅଧିକ ହେଲାଣି ଦୈନିକ ନୂଆ ପଜିଟିଭ ଚିହ୍ନଟଙ୍କ…
Read More...

ହାଇମାଷ୍ଟ୍‌ ଲାଇଟ୍‌ ସଜଡା ହେଉ ନ ଥିବାରୁ ବାଉଁଶୁଣୀ ଛକ ଅନ୍ଧାର

ବୌଦ୍ଧ /ବାଉଁଶୁଣୀ,୨୫/୯- ବୌଦ୍ଧ ବ୍ଲକ୍‌ ବାଉଁଶୁଣୀ ଛକ ନିକଟରେ ଥିବା ହାଇମାଷ୍ଟ ଲାଇଟ ଗତ ଦୁଇ ମାସ ତଳେ ଆସିଥିବା ଝଡ ତୋଫାନରେ ଭାଙ୍ଗି ଯାଇଛି । ଆଜି ପର୍ଯ୍ୟନ୍ତ ତାହା ମରାମତି ହୋଇ ପାରିନଥିବା ଯୋଗୁଁ ରାତିସାରା ବାଉଁଶୁଣୀ ଛକରେ ଅନ୍ଧାର ରାଜୁତି କରୁଛି । ଜାତୀୟ ରାଜପଥ ନମ୍ବର୍‌ ୫୭ ର…
Read More...

“ମରାକୁ କାଠ’ ଏ ଉକ୍ତିକୁ ପାଳନ କରନ୍ତି ପରିବେଶପ୍ରେମୀ ବାଦୁ ମିଶ୍ର

ବୌଦ୍ଧ,୨୫/୯ - କଥାରେ ଅଛି "ମରାକୁ କାଠ" ଅର୍ଥାତ୍‌ ସାହିପଡିଶା, ଆତ୍ମୀୟ ସ୍ୱଜନ ମଧ୍ୟରେ କେହି ମୃତ୍ୟୁବରଣ କଲେ ଶବ ପୋଡିବାପାଇଁ କାଠ ଖଣ୍ଡେଖଣ୍ଡେ ଦାନ କରିବା ଆମ ସଂସ୍କୃତିର ଏକ ଅଂଶ ବିଶେଷ ଥିଲା । କାଠର ଅଭାବ ଯୋଗୁଁ ବର୍ତ୍ତମାନର ପରିସ୍ଥିତିରେ ଏ ପରମ୍ପରା ବିଶେଷ ଭାବରେ ଦେଖିବାକୁ…
Read More...

ସମିତି ଉପରେ ସାର ବୋଝ ଦେଇ ଖସିବାକୁ କୃଷି ବିଭାଗର ଉଦ୍ୟମ !

ବୌଦ୍ଧ/ମନମୁଣ୍ଡା/ବାଉଁଶୁଣୀ,୨୫/୯ - ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ କଳାବଜାର ଓ ଅଭାବ ଯୋଗୁଁ ଚାଷୀ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ମୁହୁର୍ତ୍ତରେ କୃଷି ବିଭାଗ କିନ୍ତୁ ବେଫିକର୍‌ । ଗତ ୬ ତାରିଖରେ ମନମୁଣ୍ଡା ଥାନା ବିଳାସପୁର ଗ୍ରାମ ପଂଚାୟତ ପଦରପଡା ଗ୍ରାମରୁ…
Read More...

ଘଣ୍ଟାପଡା ବଜାର ଛକ କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,୨୫/୯ - କଣ୍ଟାମାଳ ବ୍ଲକ୍‌ ଘଣ୍ଟାପଡା ଗ୍ରାମର ବଜାର ଛକ ନିକଟରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୭୨ ଘଣ୍ଟା ପାଇଁ ବଜାର ଛକ ଠାରୁ ହସପିଟାଲ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଆଜି ସକାଳ ୭ ଘଣ୍ଟା…
Read More...

କନ୍ଧମାଳରେ ପୁଣି ୧୪୩ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୫୫ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୧୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୯୮୮ ରେ ପହଂଚିଛି…
Read More...

କୁମାରୀ ବଡଯୋର ନାଳ ଉପରେ ପୋଲ ନିର୍ମାଣ ଦାବି

ହରଭଙ୍ଗା : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟିକୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି । ହେଲେ ଅବହେଳିତ ହରଭଙ୍ଗା ବ୍ଲକର ହରଭଙ୍ଗାଠାରୁ ଅତଲସରା ଭାୟା କୁମାରୀ ଦେଇ ଯାଇଥିବା ଜଗନ୍ନାଥ ସଡକର ଆଜି ପର୍ଯ୍ୟନ୍ତ କୌମସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ । ଫଳରେ ଦେଶ…
Read More...

ଆମ୍ବଗହଣା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଘିକୁଣ୍ଡି ଗ୍ରାମ ପଂଚାୟତ ଆମ୍ବଗହଣା ଗ୍ରାମରେ ଅଧିକ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ଘିକୁଣ୍ଡି ସରପଞ୍ଚ ପ୍ରମିଳା ଷାଣ୍ଢ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଆଜି ସକାଳ ୮ ଘଣ୍ଟା ଠାରୁ ଆସନ୍ତା ୨୬ ତାରିଖ ମଧ୍ୟରାତ୍ରୀ…
Read More...