Browsing Category

ରାଜ୍ୟ

ଅନେକ ସ୍ଥାନରେ ଭାଙ୍ଗିଲା ସାଲୁଙ୍କୀ କେନାଲ, ଗାଆଁରେ ପଶିଲା ପାଣି

ବୌଦ୍ଧ,୧୬/୮ - ବୌଦ୍ଧ ସାଲୁଙ୍କୀ କେନାଲର ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଜାଗାରେ ଘାଇ ସୃଷ୍ଟି ହୋଇଥିବା ଖବର ମିଳୁଛି l ଗତକାଲି ସାଲୁଙ୍କୀ କେନାଲ ଭାଙ୍ଗି ଯିବାରୁ ବଉଦ ବ୍ଲକ୍ ତାଲସରଡା ଗ୍ରାମ ପଂଚାୟତର କନେକପୁର ଗ୍ରାମ ମଧ୍ୟରେ ପାଣି ପଶିଥିବା ଦେଖିବାକୁ ମିଳିଛି l ଗାଆଁ
Read More...

କୋଭିଡ କେୟାର ସେଣ୍ଟରରେ ଆଇସିୟୁ ଉଦଘାଟିତ

ବୌଦ୍ଧ,୧୫/୮- କରୋନାରେ ଗୁରୁତର ଭାବେ ଆକ୍ରାନ୍ତ ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଆଜି ୬ ଗୋଟି ଇନସେଣ୍ଟିଭ କେୟାର ୟୁନିଟ୍‌ ଉଦଘାଟିତ ହୋଇଯାଇଛି । ପୁରୁଣା ଜେଲ୍‌ ପରିସରରେ ପ୍ରତିଷ୍ଠା କରାଯାଇଥିବା ଏହି ଇନସେଣ୍ଟିଭ କେୟାର ୟୁନିଟର ସୁବିଧା ବୌଦ୍ଧଜିଲ୍ଲା ସମେତ
Read More...

କଣ୍ଟାବାଞ୍ଜିରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ

କଣ୍ଟାବାଞ୍ଜି, ୧୫/୮- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ରେ ଆଜି ୭୪ ତମ ସ୍ୱାଧୀନତା ଦିବସ ସରକାରଙ୍କ ମାର୍ଗଦର୍ଶନ ଅନୁସାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ବର୍ତ୍ତମାନ କରୋନା
Read More...

ବ୍ଲକ ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳନ

ଫୁଲବାଣୀ,୧୫/୮: କନ୍ଧମାଳ ଜିଲ୍ଲାର ଖଜୁରୀପଡା ସରକାରୀ ନୋଡାଲ ଉଚ୍ଚ଼ ବିଦ୍ୟାଳୟ ଖେଳପଡ଼ିଆ ଠାରେ ବ୍ଲକ ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ କୋଭିଡ ନିୟମ ଅନୁସାରେ ଏବଂ ପ୍ରବଳ ବର୍ଷା ସତ୍ତେ୍ୱ ପାଳନ କରାଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିରେନ୍ଦ୍ର କୁମାର କହଁର ମୁଖ୍ୟ ଅତିଥି ଭାବେ
Read More...

ପେଞ୍ଜିସାହି ଫୁଲବାଣୀ ଠାରେ ୭୪ ତମ ସ୍ୱାଧୀନତା ଦିବସ ପାଳନ

ଫୁଲବାଣୀ,୧୫/୮: ସ୍ଥାନୀୟ ପେଞ୍ଜିସାହି ଗ୍ରାମ୍ୟ କମିଟି ଓ ଜିଲ୍ଲା ଘାସି ସମାଜ କଲ୍ୟାଣ କମିଟି ଆନୁକୂଲ୍ୟରେ ପେଞ୍ଜିସାହି ଠାରେ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଚଳଚିତ୍ର ଅଭିନେତା ତଥା କଣ୍ଠଶିଳ୍ପୀ ଶ୍ରୀ ଜଳନ୍ଧର ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାର ଏକ ପରବର୍ତ୍ତୀ
Read More...

ପେଞ୍ଜିସାହି ଫୁଲବାଣୀ ଠାରେ ୭୪ ତମ ସ୍ୱାଧୀନତା ଦିବସ ପାଳନ

ଫୁଲବାଣୀ,୧୫/୮: ସ୍ଥାନୀୟ ପେଞ୍ଜିସାହି ଗ୍ରାମ୍ୟ କମିଟି ଓ ଜିଲ୍ଲା ଘାସି ସମାଜ କଲ୍ୟାଣ କମିଟି ଆନୁକୂଲ୍ୟରେ ପେଞ୍ଜିସାହି ଠାରେ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଚଳଚିତ୍ର ଅଭିନେତା ତଥା କଣ୍ଠଶିଳ୍ପୀ ଶ୍ରୀ ଜଳନ୍ଧର ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହାର ଏକ ପରବର୍ତ୍ତୀ
Read More...

ଭୀମ ପାହାଡରେ ବୃକ୍ଷରୋପଣ

ବୌଦ୍ଧ,୧୫/୮- ପବିତ୍ର ସ୍ୱାଧୀନତା ଦିବସ ଅବସରରେ ହରଭଙ୍ଗା ବ୍ଲକ୍‌ କେଲାକଟା ଗ୍ରାମସ୍ଥିତ ଭୀମ ପାହାଡରେ ଭଗବାନ ଗୌତମ ବୁଦ୍ଧ ଶାନ୍ତି ପରିଷଦ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ବିଶ୍ୱଜିତ
Read More...

ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର

ବୌଦ୍ଧ,୧୫/୮ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ବିଜୁ ଜନତା ଦଳର ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଉପଦେଷ୍ଟା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାର
Read More...

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ୭୪ ତମ ସ୍ୱାଧିନତା ଦିବସ ପାଳିତ

ବୌଦ୍ଧ,୧୫/୮- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୪ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ପତାକା ଉତ୍ତୋଳନ କରିଥିଲେ । ଶ୍ରୀ ମହାନ୍ତି ତାଙ୍କ ଅଭଭାଷଣରେ କରୋନାରୁ ମୁକ୍ତି ପାଇବା ପାଇଁ ସବୁ ପ୍ରକାର ନିୟମ ସରକାରଙ୍କ
Read More...

ସେଣ୍ଟ୍‌ ଜାଭିୟର୍ସ ସ୍କୁଲ ବୌଦ୍ଧରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବୌଦ୍ଧ,୧୫/୮ : ବୌଦ୍ଧସ୍ଥିତ ସେଣ୍ଟ୍‌ ଜାଭିୟର୍ସ ସ୍କୁଲ ପରିସରରେ ଆଜି ପବିତ୍ର ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି ଜାତୀୟ ପତାକା ଉତ୍ତୋଳନ କରିବାସହିତ ଉଦବୋଧନ ଦେଇଥିଲେ । ଚଳିତବର୍ଷ କୋଭିଡ-୧୯ କଟକଣା ଯୋଗୁଁ ବିନା ଛାତ୍ରଛାତ୍ରୀରେ
Read More...