Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚାରା ଫିଙ୍ଗା ଘଟଣାରେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କଲେ ଡି.ଏଫ.ଓ
ବୌଦ୍ଧ,୨୪/୯ - ଚାରା ରୋପଣ ନକରି ନାଳରେ ଫିଙ୍ଗି ଦେଇଥିବା ଅଭିଯୋଗରେ ଫରେଷ୍ଟ ଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡି. ଏଫ. ଓ. ଯଶୋବନ୍ତ ସେଠୀ l କଣ୍ଟାମାଳ ଓ ସିମିଲିଜୋରା ବିଟ ଦାଇତ୍ବରେ ଥିବା ଅଭିଯୁକ୍ତ ଗାର୍ଡ ଟିଙ୍କୁ ବେହେରାଙ୍କୁ ନିଲମ୍ବିତ କରାଯାଇଥିବା!-->…
Read More...
Read More...
ହରେକୃଷ୍ଣପୁର ପୋଲ ଉପରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା
ବୌଦ୍ଧ,୨୩/୯ - ଆଜି ସନ୍ଧ୍ୟା ପ୍ରାୟ ଘ. ୭. ୩୦ ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ର ହରେକୃଷ୍ଣପୁର ନିକଟ ଅଣ ଓସାରିଆ ଚିଲାଖଣ୍ଡି ପୋଲ ଉପରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ମାଲ୍ ବୋଝେଇ ଟ୍ରକ ପୋଲ ତଳକୁ ଖସି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି!-->…
Read More...
Read More...
ଶ୍ରମିକ ସଂଗଠନ ପକ୍ଷରୁ ପ୍ରତିବାଦ ଦିବସ
ବୌଦ୍ଧ,୨୩/୯ - ମୋଦୀ ସରକାରଙ୍କ କୃଷକ ବିରୋଧୀ, ଶ୍ରମିକ ବିରୋଧୀ ଓ ସର୍ବୋପରି ଜନବିରୋଧୀ ନୀତିକୁ ବିରୋଧ କରି ଓଡିଶାର 6 ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ତରଫରୁ ଆଜି ପାଳିତ ହେଉଥିବା ସର୍ବ ଭାରତୀୟ ପ୍ରତିବାଦ ଦିବସ ଅବସରରେ ଆଜି ବୌଦ୍ଧ ଠାରେ ମଧ୍ୟ ପ୍ରତିବାଦ ଦିବସ ପାଳନ!-->!-->!-->…
Read More...
Read More...
ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଉଲ୍ଲଂଘନ : ବାହାଘର ଉତ୍ସବ ପାଳନ ବେଳେ ପୋଲିସର ଚଢ଼ାଉ
ବାଲିଗୁଡ଼ା: କୋଭିଡ-୧୯ ନିୟମ ଉଲ୍ଲଂଘନ କରି ପୁଅ ବାହାଘର କରିବା ମହଙ୍ଗା ପଡ଼ିଲା । ବାଲିଗୁଡ଼ା ଥାନା ତଗାକିଆରେ ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ମେଳି କରି ପୁଅ ଘରେ ବାହାଘର ଚାଲିଥିବା ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ମାଇକ୍ ସେଟ୍ ସହ ବର ପିତା ଥାନାରେ ଅଟକ । ବାପ ପୁଅଙ୍କ ନାମରେ ମାମଲା!-->…
Read More...
Read More...
ନୂତନ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ
ବୌଦ୍ଧ : ହରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ ଷ୍ଟେଟ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ର ଓଡିଶା ଜୀବିକା ମିଶନର ଆନୁକୂଲ୍ୟରେ ଏକ ନୂତନ ଗ୍ରାହକ ସେବା କେନ୍ଦ୍ରର ଉଦଘାଟନ ହୋଇଯାଉଛି । ସ୍ଥାନୀୟ ବିଡ଼ିଓ ନୀଳକଣ୍ଠ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବିପି.ଏମ୍ ବେଣୁଧର!-->…
Read More...
Read More...
ଗଜପତିରେ ପୁଣି ୪୨ଟି କରୋନା ପଜିଟିଭ ଚିହ୍ନଟ
ଗଜପତିରେ ପୁଣି ୪୨ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀ ବ୍ଳକରୁ ୮ ଜଣ,ଗୁମ୍ମା ବ୍ଳକରୁ ୬ ଜଣ କାଶୀ ନଗର ବ୍ଳକରୁ ଜଣେ, ନୂଆଗଡ଼ ବ୍ଳକରୁ ୫ଜଣ, ମୋହନା ବ୍ଳକ ରୁ ଜଣେ ପାରଳା ପୌର ପରିଷଦରୁ ୧୦ ଜଣ,ଆର ଉଦୟଗିରି ବ୍ଳକରୁ!-->…
Read More...
Read More...
ସମ୍ବଲପୁରରେ ନୂଆ ୧୧୧ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର :ଦୁଇ ସପ୍ତାହରୁ ଅଧିକ ହେଲା ସମ୍ବଲପୁର ଜିଲ୍ଲାରେ ଦୈନିକ ଚିହ୍ନଟ ହାର ଶତାଧିକ ରହି ଆସୁଛି, ଯାହାକି ପ୍ରଶାସନ ସହିତ ଜନସାଧାରଣ ଙ୍କ ଚିନ୍ତା ବଢାଉଛି । ଏହି କ୍ରମରେ ବିଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲା ରେ ୧୧୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ!-->…
Read More...
Read More...
କୂଳ ଖାଉଛି ମହାନଦୀ,ଲୀନ ହେବ ହରଭଙ୍ଗା !
ହରଭଙ୍ଗା,(ହୀ.ପ୍ର): ସଂପ୍ରତି ୧୯୮୨ ମହାନଦୀ ବନ୍ୟାର ବିଭିଷୀକା ଆଜି ବି ଲୋକଙ୍କ ମନରୁ ଲିଭି ନଥିବା ବେଳେ ସେତେବେଳେ ଲୋକଙ୍କ ହୋଇଥିବା କ୍ଷୟକ୍ଷତି ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଏହା ସତ୍ତ୍ୱେ ହରଭଙ୍ଗା ନଦୀକୂଳିଆ ଲୋକମାନେ ନିଜର ଜନ୍ମମାଟିର ମୋହ ନ ଛାଡି ନପାରି ସେଠାରେ ରହିଛନ୍ତି ।!-->…
Read More...
Read More...
ପୋଷଣଯୁକ୍ତ ଖାଦ୍ୟ ନିରାପତ୍ତା ସମ୍ପର୍କିତ ଜିଲ୍ଲାସ୍ତରୀୟ ଅଭିଯାନ
ଦାରିଙ୍ଗବାଡି,୨୩/୯: ଜିଲ୍ଲାସ୍ତରୀୟ ଲୋକ ସଙ୍ଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚ, କନ୍ଧମାଳ ପକ୍ଷରୁ ଖାଦ୍ୟସୁରକ୍ଷା ଯୋଜନାରେ ଡାଲି, ଖାଇବା ତେଲ ଓ ଲୁଣକୁ ଅନ୍ତର୍ଭୁକ୍ତ କରିବା ଦାବିରେ ଏକ ଜିଲ୍ଲାସ୍ତରୀୟ ଅଭିଯାନ“କୁପୋଷଣ ଯଦି କରିବା ଦୂର, ଡାଲି-ତେଲ-ଲୁଣ!-->…
Read More...
Read More...
ବୌଦ୍ଧ: ଆଜି ନୂତନ ୪୩ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୨୩/୯ - ଆଜି ବୌଦ୍ଧଜିଲ୍ଲାରେ ନୂତନ ଭାବରେ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୭ ଜଣ, ହରଭଙ୍ଗା ବ୍ଲକ୍!-->…
Read More...
Read More...