Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହରଭଙ୍ଗାରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର
ହରଭଙ୍ଗା: ହରଭଙ୍ଗା ୟୁଥ୍ କ୍ଲବଠାରେ ଓଡିଶା ମୋ ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ସ୍ୱେଚ୍ଛାକୃତ ଭାବେ ୫୩ଜଣ ରକ୍ତଦାନ!-->…
Read More...
Read More...
ଗଜପତିରେ ପୁଣି ୯୩ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯୩ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୭ ଜଣ, ଗୁମ୍ମା ବ୍ଳକରୁ ୯ଜଣ, ପାରଳାପୌର ପରିଷଦରୁ ୩୯ ଜଣ, କାଶୀନଗର ବ୍ଳକରୁ ୨୫, ଆର ଉଦୟଗିରି ବ୍ଲକରୁ ୧୧ ଜଣ, ମୋହନା ବ୍ଳକରୁ ୩ ଜଣ ଚିହ୍ନଟ!-->…
Read More...
Read More...
“ଜୀବନ ବିନ୍ଦୁ’ର ପଞ୍ଚମ ଦିବସରେ ୭୦ ୟୁନିଟ ରକ୍ତ ସଂଗ୍ରହିତ
ସମ୍ବଲପୁର,:ଓଡିଶା "ମୋ ପରିବାର" ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସମ୍ବଲପୁର ଅଇଁଠାପାଲି ଛକ ନିକଟସ୍ଥ କାଇଁଶିର ରୋଡ଼ ସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ କ୍ରମାଗତ ଭାବେ ପଞ୍ଚମ ଦିନ ପାଇଁ ରକ୍ତଦାନ ଶିବିର ସଫଳ ଭାବେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି!-->…
Read More...
Read More...
ସମ୍ବଲପୁରରେ ପୁଣି ଫୁଟିଲା ସହସ୍ରଦଳ ପଦ୍ମଫୁଲ
ସମ୍ବଲପୁର :ସମ୍ବଲପୁରରେ ପୁଣି ଥରେ ସହସ୍ରଦଳ ପଦ୍ମଫୁଲ ଫୁଟାଇବାରେ ଜଣେ ସ୍ଥାନୀୟ ଉଦ୍ୟମୀ ସଫଳ ହୋଇଛନ୍ତି । ଏଥର ଏହି ଶ୍ରେୟର ଅଧିକାରୀ ହେଲେ ସ୍ଥାନୀୟ ପ୍ରଧାନପଡା ନିବାସୀ ସାର୍ଥକ ପଣ୍ଡା । ସେ ନିଜ ଉଦ୍ୟମ ବଳରେ ତାଙ୍କ "ଇକୋ ନର୍ସରୀ'ରେ ଏହାକୁ ଫୁଟାଇବାରେ ସଫଳତା ହାସଲ କରିଛନ୍ତି ।!-->…
Read More...
Read More...
ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଟ୍ରକ
ବୌଦ୍ଧ : ଜାତୀୟ ରାଜପଥ ନମ୍ବର୍ ୫୭ ର ପୁରୁଣାକଟକ ଥାନା ଆଡଣିଗଡ ଫାଣ୍ଡି ଅନ୍ତର୍ଗତ ରାଣୀଗଞ୍ଜ ନିକଟରେ ଏକ କେବୁଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଗୋଟିଏ କେବୁଲ ବୋଝେଇ ଆଇଚର୍!-->…
Read More...
Read More...
ବୌଦ୍ଧ: ଆଜି ପୁରୁଣାକଟକରୁ ୪ ଓ ନାରାୟଣ ନଗରରୁ ୧ ପଜିଟିଭ ଚିହ୍ନଟ
ବୌଦ୍ଧ, ୧୪/୮ - ଆଜି ବୌଦ୍ଧ ଜିଲ୍ଲାରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ୨୫୨ ଜଣ ଓ ଆଜିର ୫ କରୋନା ପଜିଟିଭ ସଂଖ୍ୟା ମିଶାଇଲେ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୨୫୭ ରେ ପହଞ୍ଚିଲା । ଆଜି ଯେଉଁ ୫ ଜଣ!-->…
Read More...
Read More...
ବର୍ଷାରେ ଘର ଭାଙ୍ଗିଲା ସହାୟତା ହାତ ବଢାଇଲେ ସରପଞ୍ଚ
ଖପ୍ରାଖୋଲ,୧୪/୮- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଭାନୁପୁର ପଞ୍ଚାୟତ ବୁରୋମାଲ ଗାଁର ଶ୍ରୀକର ଭୋଇଙ୍କ ଅଦିନିଆ ବର୍ଷା ଯୋଗୁଁ ଘର ସଂପୂର୍ଣ୍ଣ ଭାବେ ଭାଙ୍ଗିି ପଡ଼ିଥିବା ଦେଖିବାକୁ ମିଳିଛି । ଫଳରେ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ସରପଞ୍ଚ ତ୍ରିନାଥ ବାରିକ!-->…
Read More...
Read More...
ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର
ବୌଦ୍ଧ/ଜହ୍ନାପଙ୍କ,୧୪/୮- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ପିତ୍ତ ଛତ୍ରଙ୍କ ଚାଳ ଛପର ଘର ଗତ ବିଳମ୍ବିତ ରାତିରେ ଲଘୁଚାପଜନିତ ବର୍ଷାରେ ଏକ କାନ୍ଥ ଭାଙ୍ଗିଯାଇଛି । ତେବେ ଘରେ ଶୋଇଥିବା ପରିବାରର ୬ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ!-->…
Read More...
Read More...
ପୁଣି ରାଜ୍ୟରେ ୧୯୭୭ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର ୧୪ ।୮: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୯୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୬୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ!-->…
Read More...
Read More...
ଜିଲ୍ଲାରେ ଆଣ୍ଟିଜେନ ସ୍ୱାବ ଟେଷ୍ଟିଂ ପାଇଁ ଲମ୍ବାଲାଇନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ସକାଶେ ଜିଲ୍ଲା ପ୍ରଶାସନ ବିଭିନ୍ନ ସଚେତନତା ଓ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସହରବାସୀ ମଧ୍ୟ ଜିଲ୍ଲା ପ୍ରଶାସନକୁ ସହଯୋଗ କରି!-->…
Read More...
Read More...