Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଝରାଣୀ ସରପଞ୍ଚ ଓ ତାଙ୍କ ସ୍ୱାମୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ : ସାମ୍ବାଦିକ ସୁରକ୍ଷା ପାଇଁ ଦାବୀପତ୍ର
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓଟିଭି ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ଝରାଣୀ ପଂଚାୟତ ସରପଞ୍ଚ, ତାଙ୍କ ସ୍ୱାମୀ ଓ ସହଯୋଗୀଙ୍କ ଦ୍ୱାରା ଆକ୍ରମଣ ଓ ପାଲଟା କେଶ ଙ୍କୁ ସାମ୍ବାଦିକ ସଙ୍ଘ ନିନ୍ଦା କରିଛି । ଏହା ବିରୁଦ୍ଧରେ ତୀବ୍ର କାର୍ଯ୍ୟାନୁଷ୍ଠାନ ସହ!-->…
Read More...
Read More...
ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି
ବୌଦ୍ଧ,୧୯/୯ – ଏକ ମାମଲାରେ ଖାଉଟି ଅଦାଲତର ଆଦେଶକୁ କାର୍ଯ୍ୟକାରୀ ନକରିବାରୁ ବୌଦ୍ଧ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀଙ୍କ ନାମରେ ଗିରଫ ପରୱାନା ଜାରି କରାଯାଇଥିବା ଜଣାପଡିଛି । ଏନେଇ ଅଭିଯୋଗକାରୀ ସଞ୍ଜିବ କୁମାର ଅଗ୍ରୱାଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ!-->…
Read More...
Read More...
ଗୌତମପାଲିକୁ ୭୨ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କଲେ ସରପଞ୍ଚ
ବୌଦ୍ଧ/ଜହ୍ନାପଙ୍କ,୧୯/୯ - ଆଜି ବୌଦ୍ଧବ୍ଲକ ତେଲିବନ୍ଧ ପଞ୍ଚାୟତ ଗୌତମପାଲିରେ ୧୫ କରୋନା ପଜିଟିଭ ବାହାରିବା ପରେ ଜିଲ୍ଲାପାଳ କ୍ଷମତା ବଳରେ ସରପଞ୍ଚ ନଳିନୀ ପଲିଆ ଗୌତମପାଲି ଓ ଏହାର ୨୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । କୌଣସି ଜରୁରୀ କାମ ନଥିଲେ କେହି ଘରୁ ନବାହାରିବାକୁ!-->…
Read More...
Read More...
ବୌଦ୍ଧ: ଆଜି ଚିହ୍ନଟ ହେଲେ ନୂଆ ୫୫ କରୋନା ଆକ୍ରାନ୍ତ
ବୌଦ୍ଧ,୧୯/୯ - ଆଜି ପୁଣି ନୂତନ ୫୫ ଜଣ କରୋନା ଆକ୍ରାନ୍ତ ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ୫୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆଜି ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୩୬୯ରେ ପହଞ୍ଚିଲା । ଜିଲ୍ଲାରେ ମୋଟ୍ ୯୦୩!-->…
Read More...
Read More...
ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା
ବୌଦ୍ଧ ,୧୯/୯- ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ମଧୁପୁର ଛକ ନିକଟରେ ଗୋଟିଏ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଓଡ଼ି 15 ଏନ 2514 ଇକୋ ଗାଡ଼ି ସୋନପୁର ଆଡୁ ବୌଦ୍ଧ ପଟକୁ ଆସୁଥିବା ବେଳେ ଜାତୀୟ ରାଜପଥ ନମ୍ବର୍ 57 ର!-->…
Read More...
Read More...
ସାପ କାମୁଡାରେ ମହିଳା ମୃତ
ବୌଦ୍ଧ,୧୯/୯ -ଆଜି ସକାଳେ ବୌଦ୍ଧ ଡାକ୍ତରଖାନାରେ ସାପ କାମୁଡାରେ ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ଶୋଇଥିବା ବେଳେ ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତ ମଧୁପୁର ଗ୍ରାମର!-->!-->!-->…
Read More...
Read More...
ପୋଲ ନଥିବା ଯୋଗୁଁ ଘଟିଲା ଅଭାବନୀୟ ଘଟଣା କାଠଗଣ୍ଡିରେ ଯିବା ସମୟରେ ଖସି ପଡି ଭାସି ଗଲେ ବୃଦ୍ଧ
ଦାରିଙ୍ଗବାଡ଼ି,୧୮/୯: ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ଗ୍ରାମପଂଚାୟତ ଅନ୍ତର୍ଗତ ସୁନାପାଙ୍ଗା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଖଡଗ ନଦୀ ଉପରେ ଥିବା ଏକ କାଠଗଣ୍ଡି ଦେଇ ନଦୀ ପାର ହେବା ସମୟରେ ଜଣେ ୬୦ ବର୍ଷର ବୃଦ୍ଧ ଖସି ଯାଇ ନଦୀରେ ନିଖୋଜ ଥିବା ଦେଖିବାକୁ ମିଳିଛି । ବୃଦ୍ଧ ଜଣକ ହେଲେ!-->!-->!-->…
Read More...
Read More...
ଏନ.ଏଚ. ଉପରେ ପଡିଲା ଗଛ, ଘଣ୍ଟାଏ ଧରି ରାସ୍ତା ଜାମ୍
ବୌଦ୍ଧ ୧୮/୯ - ୫୭ ନମ୍ବର ଜାତୀୟ ରାଜପଥର ଚାରିଛକ ଫରେଷ୍ଟ ବଙ୍ଗଳା ନିକଟରେ ଆଜି ରାତି ୮ ଟାରେ ସେଠାରେ ଥିବା ଏକ ବିଶାଳ କାୟ ଗଛ ବର୍ଷାରେ ଉପୁଡି ଯାଇ ଜାତୀୟ ରାଜପଥ ଉପରେ ପଡିଯାଈଥିବା ବେଳେ ୧ ଘଣ୍ଟା ପଯ୍ୟନ୍ତ ଜାତିୟ ରାଜପଥ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା । ଆଜି ସନ୍ଧ୍ୟାରେ!-->…
Read More...
Read More...
ଭାରତୀୟ ଜନତା ଯୁବ ମୋର୍ଚ୍ଚା କନ୍ଧମାଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଫୁଲବାଣୀ,୧୮/୯:କରୋନା ମହାମାରୀ କବଳରେ ସମଗ୍ର ଦେଶ କବଳିତ।ଏପରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପଡୁଥିବା ଯୋଗୁଁ ଭାଜପା ପକ୍ଷରୁ କୌଣସି ଉଚ୍ଚବ ମୁଖର କାର୍ଯ୍ୟକ୍ରମ ପାଳନ ନକରି ଚଳିତ ସପ୍ତାହ କୁ ସେବା ସପ୍ତାହ ରୁପେ ପାଳନ କରୁଥିବା ଉପଲକ୍ଷେ ଭାରତୀୟ ଜନତା!-->…
Read More...
Read More...
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, 3 ଆହତ
ବୌଦ୍ଧ - ଆଜି ଅପରାହ୍ନ ପ୍ରାୟ 3 ଘଣ୍ଟା ସମୟରେ କଣ୍ଟାମାଳ - ମନମୁଣ୍ଡା ରାସ୍ତାର ଜାଲପାଲି ଛକ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଦୁର୍ଘଟଣା ହେବା ଫଳରେ 3 ଜଣ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଠାରୁ କଣ୍ଟାମାଳ ପଟକୁ ଯାଉଥିବା ଓଡି 19 ଏସ 0120 ନମ୍ବର!-->…
Read More...
Read More...