Browsing Category

ରାଜ୍ୟ

କାର୍ ଧକ୍କାରେ ବାଇକ ଆରୋହୀ ଗୁରୁତର

ବୌଦ୍ଧ /ବାଉଁଶୁଣି - ଆଜି ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ ର ମନମୁଣ୍ଡା ଥାନା ଗୁଦୁଗୁଦା ନିକଟରେ ଗୋଟିଏ ଇନୋଭା କାର୍ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ମନମୁଣ୍ଡା ପଟରୁ ବାଇକ…
Read More...

ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ କର୍ମଚାରୀ ପୁଣି କରନା ପଜିଟିଭ ଚିହ୍ନଟ : ୪୮ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହେଲା ବ୍ୟାଙ୍କ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଶାଖାର ପରିଚାଳକଙ୍କ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଦାରିଙ୍ଗ ବାଡ଼ି ଶାଖାକୁ ଆଜି ଠାରୁ ୪୮ଘଣ୍ଟା ପାଇଁ ଶାଖାକୁ ବନ୍ଦ କରି ଦିଆଯାଇଛି। ଗତ କିଛିଦିନ ତଳୁ ଶାଖା ପରିଚାଳକ ଙ୍କ ଶରୀର ଅସୁସ୍ଥ ହେବା…
Read More...

କନ୍ଧମାଳରେ ଆଜି ପୁଣି ୭୭ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ:କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୭୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୨୮୩ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୨୬୫୨ ଜଣ ସୁସ୍ଥ ହୋଇ ସେମାନଙ୍କ ର…
Read More...

ସମ୍ବଲପୁର ରେଳମଣ୍ଡଳରେ ସ୍ୱଚ୍ଛତା ପାକ୍ଷିକ ଅବସରରେ ସ୍ୱଚ୍ଛ ସମ୍ବାଦ ଅଭିଯାନ

ସମ୍ବଲପୁର : ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେଉଛି ।ସମ୍ବଲପୁର ମଣ୍ଡଳର ବିଭିନ୍ନ ଷ୍ଟେସନରେ ୧୭ ଓ ୧୮ ତାରିଖରେ ସ୍ୱଚ୍ଛ ସମ୍ବାଦ ପାଳନ କରାଯାଇଛି । ଏନଜିଟି, ସ୍ୱଚ୍ଛତା ଓ ପର୍ଯ୍ୟାବରଣ…
Read More...

ହୀରାଞ୍ଚଳ ପ୍ରଭାବ : କିଡ୍‌ନୀ ରୋଗୀଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ

ହରଭଙ୍ଗା: ଦୈନିକ "ହୀରାଞ୍ଚଳ'ର ଗତ ୧୭ ତାରିଖର ସଂସ୍କରଣରେ 'କିଡନୀ ରୋଗରେ ଦେବାର ଶଯ୍ୟାଶାୟୀ' ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା । ଏହି ଖବର ପାଇଁ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ହରଭଙ୍ଗା ପଞ୍ଚାୟତର ବୁକେଶିଙ୍ଗା ଗ୍ରାମରେ ଥିବା ଦେବାରଙ୍କ ଘରକୁ ଯାଇଥିଲେ । ସେ ତାଙ୍କ ସଂପର୍କରେ…
Read More...

ଦୁର୍ଗମ ଅଞ୍ଚଳରେ ଅନଲାଇନ ପଢା ଫେଲ୍: ଗାଈ ଚରାଇଲେଣି ପିଲା, ନାହିଁ ନେଟୱାର୍କ ସୁବିଧା

ହରଭଙ୍ଗା: ମହାମାରୀ କରୋନା ପାଇଁ ଦୀର୍ଘ ୭ମାସ ହେଲାଣି ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିଛି । କେବେ ଖୋଲିବ ତାହା ବି ନିଶ୍ଚିତ ହୋଇନି । କିନ୍ତୁ ଅନଲାଇନରେ ପାଠପଢା ଜାରି ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଭାଗ୍ୟର କଥା ଯେ ସରକାରଙ୍କ ଅନଲାଇନ ପାଠପଢା…
Read More...

ପୁଣି ରାସ୍ତାରେ ଦବିଲା ଟ୍ରକର ଚକ, ରାସ୍ତା ଜାମ୍‌

ବୌଦ୍ଧ /ଜହ୍ନାପଙ୍କ,୧୮/୯- ବୌଦ୍ଧ ବ୍ଳକ ଲାଷ୍ମୀପ୍ରସ ।ଦ ପଂଚାୟତ ହାଟପଦା ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକର ଆଗ ଚକ ଦବି ଯିବାରୁ ରାସ୍ତା ଅବରୋଧ ଯୋଗୁଁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ସୂଚନାମତେ ଗୁରୁବାର ସନ୍ଧ୍ୟାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଡି ୦୫ ଏକେ ୪୯୩୦ ରାମପୁରରେ ଚାଲୁଥିବା…
Read More...

ଆବଶ୍ୟକରୁ କମ୍‌ ୟୁରିଆ ଯୋଗାଣ, କେମିତି ବାଣ୍ଟିବେ ଚିନ୍ତାରେ ପେକ୍ସ ସମ୍ପାଦକ

ବୌଦ୍ଧ,୧୮/୯ – ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ । ଆବଶ୍ୟକତା ଠାରୁ କମ୍‌ ସାର ଆସିଥିବାରୁ ସାର ବସ୍ତାଟେ କିଣିବା ପାଇଁ ଚାଷୀକୁ ସଙ୍ଘର୍ଷ କରିବାକୁ ପଡୁଛି । ଚଳିତ ସପ୍ତାହରେ ଜିଲ୍ଲାକୁ କିଛି ସାର ଆସିଛି ଯାହା ସମୁଦ୍ରକୁ ଶଙ୍ଖୀଏ ପରି । ସାର ୩୦୦ ବସ୍ତାରେ ହଜାରେ ଚାଷୀ । ଏଭଳି…
Read More...

କ୍ଷୁଦ୍ର ଚଳଚ୍ଚିତ୍ର “କାଁଏଜେ ନାଇଁଦେମି ରକତ”ର ସୁଟିଂ ଆରମ୍ଭ

ବୌଦ୍ଧ,୧୮/୯- ପ୍ରିୟମ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ସଚେତନତା ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର" କାଁଏଜେ ନାଇଁ ଦେମି ରକତ’ ର ସୁଟିଂ ଆରମ୍ଭ ହୋଇଯାଇଛି । ଏଥିରେ ସୁବର୍ଣପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଇ ଜିଲ୍ଲା ସ୍ଥାନୀୟ କଳାକାରମାନଙ୍କୁ ନେଇ ସୁଟିଂ କାର୍ଯ୍ୟକ୍ରମ ଯୋଗୁଁ…
Read More...

ପାରଳାଖେମୁଣ୍ଡିରେ ଦ୍ୱିତୀୟ ଦିନରେ ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୧୮/୯- କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କେତେଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳା ପୌର ।ଞ୍ଚଳରେ ଆଜି ଦ୍ୱିତୀୟ ଦିନରେ ସେରୋ ସର୍ଭିଲେନ୍ସ ଆରମ୍ଭ ହୋଇଛି ।…
Read More...