Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୨୫ ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୮/୯- ଗଜପତିରେ ପୁଣି ୨୫ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ମୋହନା ବ୍ଲକରୁ ୧୦ ଜଣ, ଗୋଶାଣୀ ବ୍ଳକରୁ ୨ ଜଣ, ପାରଳା ପୌର ପରିଷଦରୁ ୯ ଜଣ, ଆର ଉଦୟଗିରି ବ୍ଳକରୁ ଜଣେ, ନୂଆଗଡ ବ୍ଳକରୁ ୩ଜଣ ଚିହ୍ନଟ ହୋଇଛନ୍ତି । କରୋନା!-->…
Read More...
Read More...
ବନ୍ୟାପରେ ଧାନ ଫସଲରେ ପତ୍ରପୋଡା ରୋଗ : ଚାଷୀ ଚିନ୍ତାରେ, କୃଷି ବିଭାଗର ନିଘା ନାହିଁ
ହରଭଙ୍ଗା : ଗତ ଅଗଷ୍ଟ ମାସରେ ଲଗାଣ ବର୍ଷା ତତ୍ଜନିତ ବନ୍ୟା ଯୋଗୁଁ ହରଭଙ୍ଗା ବ୍ଲକ ଅଂଚଳରେ ୮ଶହ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମିର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାକି ରହିଥିବା ଏକର ଏକର ଜମିରେ ଧାନ ଫସଲରେ ଏବେ ପତ୍ରପୋଡା ରୋଗ ଲାଗିଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି!-->…
Read More...
Read More...
ସମ୍ବଲପୁରରେ ନୂଆ ୧୨୭ଜଣ ପଜିଟିଭ ଚିହ୍ନଟ: ଘରେ ଚିକିତ୍ସା ପାଇଁ ବଜାରରେ ଔଷଧ ଉପଲବ୍ଧ କରାଯାଉଛି
ସମ୍ବଲପୁର :ସମ୍ବଲପୁର ଜିଲ୍ଲାରେ ବିଗତ ୨୪ଘଣ୍ଟା ମଧ୍ୟରେ ପୁଣି ୧୨୭ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହିତ ଗତକାଲି ଦିନେ ଛାଡି ପୁରା ୭ ଦିନ ପର୍ଯ୍ୟନ୍ତ ଲଗାୟତ ଶତାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୪୫୭୬!-->…
Read More...
Read More...
ଶଗଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ
ବୌଦ୍ଧ,୧୮/୯ - ବୌଦ୍ଧବ୍ଲକ ଶଗଡା ଗ୍ରାମରେ ଓ ସେଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସରପଞ୍ଚ ବାସନ୍ତୀ ଦନ୍ତା ଶଗଡା ଗ୍ରାମ ଓ ତତସଂଲଗ୍ନ ୫୦୦ ମିଟର୍ ପରିଧିକୁ ଗତକାଲି କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଡମପଡା ଠାରୁ ବାଲିଗୋରା ଛକ!-->…
Read More...
Read More...
ଦୁଃସ୍ଥ ପରିବାର ନିକଟରେ ପହଞ୍ଚିଲେ ବିଡିଓ
ବୌଦ୍ଧ,୧୮/୯ - ଗତକାଲି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ପରିତ୍ୟକ୍ତ ଘରେ ଦୟନୀୟ ଅବସ୍ଥାରେ ରହୁଥିବା ଅରକ୍ଷିତ କାରିଗରଙ୍କ ପରିବାର ସମ୍ପର୍କରେ ' ହୀରାଞ୍ଚଳ ଲାଇଭ୍ 'ରେ ଆଠ ବର୍ଷର ନାବାଳିକା ଉପରେ ପରିବାରର ବୋଝ ଶିରୋନାମାରେ ଏକ ଖବର!-->…
Read More...
Read More...
ବୌଦ୍ଧ: ଆଜି ପୁଣି ୫୬ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୧୮/୯ - ଆଜି ପୁଣି ନୂତନ ଭାବରେ ବୌଦ୍ଧ ଜିଲ୍ଲାରେ ୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ୍ ୧୩୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସିଡିଏମଓ ଡାକ୍ତର!-->…
Read More...
Read More...
କିଟ୍ ବିଶ୍ୱବିଦ୍ୟାଳୟକୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟକୁ ଏଆଇସିଟିଇ ପକ୍ଷରୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି । କୋଭିଡ୍ ସମୟରେ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ସକାଶେ କିଟ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୧୩ଟି ବିଭିନ୍ନ କ୍ୟାଟେଗୋରୀରେ ଏହି ପୁରସ୍କାର!-->…
Read More...
Read More...
ରାଜ୍ୟରେ ପୁଣି ୪୧୮୦ କରୋନା ପଜିଟିଭ ଚିହ୍ନଟ, ୧୩ ମୃତ
ଭୁବନେଶ୍ୱର ୧୮ ।୦୯: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୪୧୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୧୩୪୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ!-->…
Read More...
Read More...
ବସ୍ତାରେ କମ୍ ଓଜନର ଚାଉଳ ଥିବାରୁ ଖାଉଟି ଅସନ୍ତୁଷ୍ଟ
ବୌଦ୍ଧ / ମନମୁଣ୍ଡା,୧୮/୯ - ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଓ ରାଜ୍ୟ ସରକାରଂକ ଯୋଜନାରେ ଗରୀବ ଖାଉଟି କାର୍ଡଧାରୀ ମାନଙ୍କୁ ଦିଆଯାଉଥିବା ଟଙ୍କାକିଆ ଚାଉଳ ବସ୍ତା ମାନଙ୍କରେ କମ୍ ଓଜନର ଚାଉଳ ରହୁଥିବା ଅଭିଯୋଗ ହୋଇଛି | ଆଜି କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ତରଫରୁ ଦିଆ!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ୭୦ ତମ ଜନ୍ମ ଦିବସରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ରକ୍ତଦାନ ଶିବିର
ପାରଳାଖେମୁଣ୍ଡି,୧୭/୯- ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀଙ୍କ ୭୦ତମଜନ୍ମ ଦିନରେ ଏକ ରକ୍ତଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ଥିବା ରକ୍ତଭଣ୍ଡାର ଠାରେ ଅନୁଷ୍ଠିତ ହୋଇଯାଇଛି । ପାରଳା ବିଧାୟକ କେ ନାରାୟଣ ରାଓଙ୍କ ତତ୍ୱାବଧାନରେ ଓ ବିଜେପି ମୋର୍ଚ୍ଚାର ସହଯୋଗରେ!-->…
Read More...
Read More...